Daily Archives

November 18, 2019

ଧରା ପକାଇଲା ଟୁଇଟ୍: ରିୟଲ ମି ଇଣ୍ଡିଆର ସିଇଓ ହୋଇ ବ୍ୟବହାର କରୁଛନ୍ତି ଏହି କମ୍ପାନିର ଫୋନ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ କି, କିଛି ବ୍ରାଣ୍ଡ ଆମ୍ବାସାଡାରମାନେ ଯେଉଁ ଫୋନର ବିଜ୍ଞାପନ କରିଥାନ୍ତି, ଅସଲରେ ସେହି ଫୋନର ବ୍ୟବହାର କରନ୍ତି ନାହିଁ। ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ରିୟଲ ମିର ସିଇଓ ମଧ୍ୟ ସେଭଳି କିଛି କରିଥିବା ଦେଖାଯାଇଛି। ରିୟଲ ମି…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାସିଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ରେ ଥିବା ଏକ ପୋଖରୀକୁ ଶୌଚ ହେବାକୁ ଯାଇଥିବା ଦୁଇଜଣ ନାବାଳିକା ବୀର ଜାନିଙ୍କ ଝିଅ ଉମା ଜିନି ୬ ଓ ଲାଲୁ ଜାନିଙ୍କ ଝିଅ ଟଭା ଜାନି ୧୩ ପୋଖରୀରେ…
ଅଧିକ ଖବର ଦେଖନ୍ତୁ...

୨୧୦୦ ସୁଦ୍ଧା ଓଡ଼ିଶା ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟରେ ପରିଣତ ହେବ : ଆମେରିକୀୟ ଗବେଷକ

ଭୁବନେଶ୍ୱର : ୨୦୧୧ ସୁଦ୍ଧା ଓଡ଼ିଶା ହେବ ଦେଶର ସବୁଠାରୁ ତତଲା ରାଜ୍ୟ । ଏପରି ଡରେଇବା ଭଳି ପୂର୍ବାନୁମାନ କରିଛନ୍ତି ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟର କିଛି ଗବେଷକ । ଏହି ଗବେଷକ ଦଳ ସାରା ବିଶ୍ୱର ପରିବେଶ ଉପରେ ଗବେଷଣା କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏହି ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ଥାଇରଏଡ୍‌ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଥାଇରଏଡ୍‌ ଗ୍ରନ୍ଥି ଥାଇରକ୍ସିନ୍‌ ନାମକ ହର୍‌ମୋନ ତିଆରି କରିଥାଏ । ଥାଇରଏଡ୍‌କୁ କିଛି ଲୋକ ସାଇଲେଣ୍ଟ କିଲର ବୋଲି କୁହନ୍ତି । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଯେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ, ଲୋକମାନେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପଡ଼ୋଶୀ ଯୁବକ ସହ କଥା ହେଉଥିବାରୁ ପ୍ରଥମେ ବିଜୁଳି ଆଘାତ ଦେବା ସହ ପରେ ଗଳା କାଟି ଝିଅକୁ ହତ୍ୟା କଲା ବାପା

ଆଗ୍ରା: ବାପା ହୋଇ ନିଜର ୨୨ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ସାମାନ୍ୟ କାରଣ ପାଇଁ ଏତେ ବଡ଼ ପଦକ୍ଷେପ ନେବା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପଡ଼ୋଶୀ ଯୁବକଙ୍କ ପ୍ରେମରେ ପଡ଼ିଯିବାରୁ ଅଭିଯୁକ୍ତ ବାପା ନିଜ ଝିଅକୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ନିଜ ନଖରା ପାଇଁ ବିଗ୍ ବି-ଇମ୍ରାନ ହାସମୀଙ୍କ ସହ କାମ କରିବାର ସୁଯୋଗ ହରାଇଲେ ଅଭିନେତ୍ରୀ କ୍ରୀତି ଖରବନ୍ଦା

ମୁମ୍ବାଇ: ସଫଳତା ମିଳିବା ପରେ କିଛି କଳାକାରମାନେ ନିଜକୁ ସମସ୍ତଙ୍କ ଠାରୁ ବଡ଼ ବୋଲି ମାନି ନେଇଥାନ୍ତି। ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। କିନ୍ତୁ ଏବେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସାଉଥ୍ ସୁପରଷ୍ଟାର କ୍ରୀତି ଖରବନ୍ଦା ଏବେ ଏବେ ବଲିଉଡରେ ପାଦ ଦେଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗାଡି ଚେକିଂ ବେଳେ ପୁଲିସ୍ ଅଧିକାରୀଙ୍କୁ ଧକ୍କା ଦେଲା ବାଇକ୍‌, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ବାରିପଦା: ଆଜି ସନ୍ଧ୍ୟାରେ ସ୍ଥାନୀୟ ତକତପୁରରେ ନିଜ ଟିମ୍ ସହିତ ଗାଡି ଚେକିଂ କରୁଥିଲେ ବାରିପଦା ଟାଉନ ଥାନା ଏସ୍ଆଇ ଦୟାନିଧି ଦାସ। ଏହି ସମୟରେଏକ ମୋଟରସାଇକେଲ୍ ଆରୋହୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଶ୍ରୀ ଦାସ। ମାତ୍ର ଉକ୍ତ ମୋଟରସାଇକେଲ୍ ଆରୋହୀ ଅଟକିବା ପରିବର୍ତ୍ତେ ଦ୍ରୁତ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ୨୧୪ଟଙ୍କାରେ ବିକ୍ରି ହେଉଛି ଗୋବର ଘଷି, ଏହି କାମ ପାଇଁ କରାଯାଉଛି ବ୍ୟବହାର

ନୂଆଦିଲ୍ଲୀ: କିଛି ଦିନ ତଳେ ଗାଈ ଗୋବରରେ ତିଆରି ହେଉଥିବା ଘଷି ଅନଲାଇନ୍ ସପିଂ ସାଇଟରେ ବିକ୍ରି ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ଖବରଟି ଏବେ ପୁରୁଣା ହୋଇ ସାରିଥିବା ବେଳେ ଏବେ ଗୋବର ଘଷିକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏବେ ଗୋବର ଘଷି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଝୁଣ୍ଡ’କୁ ନେଇ ଏଭଳି ଭୁଲ କରିଥିବାରୁ ବିଗ୍ ବିଙ୍କୁ ନୋଟିସ୍ ପଠାଇଲେ ହାଇଦ୍ରାବାଦର ଏହି ଫିଲ୍ମ…

ମୁମ୍ବାଇ: ହାଇଦ୍ରାବାଦର ଫିଲ୍ମ ନିର୍ମାତା ନନ୍ଦୀ ଚିନ୍ନି କୁମାର ବିଗ୍ ବିଙ୍କ ସମେତ ଅନ୍ୟ କିଛି ଜଣଙ୍କୁ ନୋଟିସ୍ ପଠାଇଛନ୍ତି। ହିନ୍ଦି ଫିଲ୍ମ 'ଝୁଣ୍ଡ' ପାଇଁ କପିରାଇଟ୍ ନିୟମ ଉଲ୍ଲଂଘନ କରିଥିବାରୁ ଫିଲ୍ମ ନିର୍ମାତା ନନ୍ଦୀ ଚିନ୍ନି କୁମାର ବିଗ୍ ବିଙ୍କ ସମେତ, 'ଝୁଣ୍ଡ'ର ନିର୍ଦ୍ଦେଶକ ଓ…
ଅଧିକ ଖବର ଦେଖନ୍ତୁ...

ଭିଡ଼ ହିଂସାରେ ମୃତ୍ୟୁବରଣ କରିବା ପରେ ସ୍ବାମୀର ଶବ ଚିହ୍ନଟ କରି ଅନ୍ତିମ ସଂସ୍କାର କରିଥିଲେ ସ୍ତ୍ରୀ, ଏବେ ୩ମାସ ପରେ…

ପଟନା: ଅଗଷ୍ଟ ମାସରେ ହୋଇଥିବା ଭିଡ଼ ହିଂସାରେ ମୃତ୍ୟୁବରଣ କରିଥିବା କ୍ରିଷ୍ଣା ମାନଝୀ ଏବେ ଘରକୁ ଫେରିଛନ୍ତି। ମୃତ୍ୟୁ ପରେ ସ୍ତ୍ରୀ ଶବ ଚିହ୍ନଟ କରିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା। କିନ୍ତୁ ଏବେ ସ୍ବାମୀକୁ ଫେରିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି ସ୍ତ୍ରୀ। କ୍ରିଷ୍ଣାଙ୍କ ପତ୍ନୀ ରୁଦି…
ଅଧିକ ଖବର ଦେଖନ୍ତୁ...