Daily Archives

November 20, 2019

ବେଆଇନ ବାଲି ଉତ୍ତୋଳନ ଘଟଣା: ଏନ୍‌ଜିଟି ଗ୍ରହଣ କଲା ମାମଲା, ଜିଲ୍ଲାପାଳ, ସିଆ ଓ ଏସ୍ପିସିବିକୁ ରିପୋର୍ଟ ତଲବ

ଝାରସୁଗୁଡ଼ା: ଝାରସୁଗୁଡ଼ା ଇବ୍‌ ନଦୀରୁ ବେଆଇନ ବାଲି ଉତ୍ତୋଳନ ମାମଲାକୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବୁନାଲ ଗ୍ରହଣ କରିଛି ଓ ଏହାର ଆଇନଗତ ଦିଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛି। ଟ୍ରିବୁନାଲ ପକ୍ଷରୁ ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋୟଲ ନିଜେ ଏହି ମାମଲାକୁ ଗୁରୁତ୍ୱର ସହ ବିଚାର…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଲଙ୍କ ପରେ ଇଣ୍ଟର୍‌ନେଟ୍‌ରେ ଛାଇଲେ ଏହି ସଫେଇ କର୍ମୀ, ‘କଜରା ମହବତ ୱାଲା…’ ସ୍ବରରେ ଗାଉଛନ୍ତି ‘କଚରା…

ପୁଣେ: ରାନୁ ମଣ୍ଡଲଙ୍କ ପରେ ଇଣ୍ଟର୍‌ନେଟ୍‌ରେ ଛାଇଲେ ଜଣେ ସଫେଇ କର୍ମୀ। ସେ ସଫେଇ ଉପରେ ଏକ ଗୀତ ଗାଇ ‌ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ‘କଜରା ମହବତ ୱାଲ୍‌...’ ଗୀତ ସ୍ବରରେ ସେ ‘କଚରା ସୁଖା ଔର ଗିଲା...’ ଗୀତ ଗାଉଥିବାର ନଜର ଆସିଛନ୍ତି। ବ୍ୟକ୍ତି ଜଣକ ଖୁବ୍ ସୁନ୍ଦର ସ୍ବରରେ ଗୀତଟିକୁ…
ଅଧିକ ଖବର ଦେଖନ୍ତୁ...

ଏହି ଅଭିଯୋଗ କାରଣରୁ ପୁଲିସ ଡିଜି ପଦରୁ ବିଜୟ ଶର୍ମାଙ୍କୁ ହଟାଇଲେ ରାଜ୍ୟ ସରକାର

ଭୁବନେଶ୍ବର:  ପୁଲିସ ଡିଜିପି ଦାୟିତ୍ୱରୁ ହଟିଲେ  ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ ଶର୍ମା । ତାଙ୍କୁ ଡିଜିପି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ ଦେଲେ ରାଜ୍ୟ ସରକାର । ଅଗ୍ନିଶମ ବିଭାଗର ଡିଜି ଦାୟିତ୍ୱରେ ଥିବା ବେଳେ ଅନିୟମିତା ଅଭିଯୋଗ  ବିଜୟ କୁମାର ଶର୍ମାଙ୍କ ନାଁରେ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଓଠର ଟିକିଏ ହସ ଦୂର କରିପାରେ ଅନେକ ରୋଗ, ଆପଣଙ୍କର ବି ଓ ଅନ୍ୟର ବି

ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏପରି ଏକ ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଯାଇପାରେ। ତେବେ, ଚାଲନ୍ତୁ ଜାଣିବା ହସିବା ଦ୍ବାରା ଆମକୁ କେଉଁ କେଉଁ ଫାଇଦା…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ରେ ଛାଇଲା ଶ୍ରୀଦେବୀଙ୍କ ହମ୍‌ସକଲ୍‌ର ଭିଡିଓ, ଅନ୍ଦାଜ ଦେଖି ଆବାକ୍‌ ହେଲେ ଚାନ୍ଦିନୀଙ୍କ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌, କୁଇନ୍‌ ଅଫ୍‌ ହାର୍ଟସ, ହୱା ହୱାଇ, ଚାନ୍ଦିନୀ ଆଦି ଅନେକ ନାମରେ ପରିଚିତ ବଲିଉଡ୍‌ର ପ୍ରଥମ ଲେଡି-ସୁପର୍‌ଷ୍ଟାର୍‌ ଶ୍ରୀଦେବୀ। ତାଙ୍କ ମୃତ୍ୟୁକୁ ପାଖାପାଖି ଦେଢ଼ ବର୍ଷ ହୋଇ ସାରିଲାଣି। ହେଲେ ଏବେ ବି ପ୍ରଶଂସକଙ୍କ ମନରୁ ଲିଭିନି ଶ୍ରୀଦେବୀଙ୍କ ଜଲୱା।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସାଂସଦମାନଙ୍କ ଅନୁପସ୍ଥିତିର କାରଣ ଉପରେ ଅଜବ ମତ ରଖିଲେ…

ନୂଆଦିଲ୍ଲୀ: ଦିଲ୍ଳୀରେ ପ୍ରଦୂଷଣକୁ ନେଇ ହେବାକୁ ଥିବା ଉଚ୍ଚ ସ୍ତରୀୟ ବ‌ୈଠକରେ କାହିଁକି ଏତେ ସାଂସଦ ଅନୁପସ୍ଥିତି ରହିଛନ୍ତି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଅଜବ ଉତ୍ତର ଦେଇଛନ୍ତି ମଥୁରା ସାଂସଦ ହେମା ମାଳିନୀ। ସେ କହିଛନ୍ତି କି ଯେଉଁ ସାଂସଦମାନେ ଦିଲ୍ଳୀର ନୁହଁନ୍ତି, ଯେଉଁମାନଙ୍କ ଘର…
ଅଧିକ ଖବର ଦେଖନ୍ତୁ...

କଫିନ୍‌ରେ ପଶି ନିଜ ବିବାହ ମଣ୍ଡପରେ ପହଞ୍ଚିଲେ କନ୍ୟା, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରତ୍ୟେକ ବର-କନ୍ୟାଙ୍କ ପାଇଁ ବିବାହ ତାରିଖ ହେଉଛି ଅତି ସ୍ବତନ୍ତ୍ର ଦିବସ। ନିଜ ନିଜର ଦିନକୁ ସ୍ବତନ୍ତ୍ର କରିବାକୁ ବର-କନ୍ୟାମାନେ ଖୁବ୍ ନିଆରା ଭାବେ ବେଶ-ଭୂଷା  ଓ ନୂଆ ନୂଆ ଅନ୍ଦାଜରେ ବିବାହ ମଣ୍ଡପରେ ଉପସ୍ଥିତ ହୋଇଥାନ୍ତି। ମାତ୍ର ଏବେ ସୋସିଆଲ୍‌ ମିଡିଆରେ ବିବାହକୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକଙ୍କ ଝିଅକୁ ‌ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ମହିଳା

ୱାଶିଂଟନ: ଆମେରିକାର ଇଲିନୋଏସ୍‌ ଅଦାଲତ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହିଳା ଜଣକ ତାଙ୍କ ପ୍ରେମିକାଙ୍କ ୮ ବର୍ଷର ଝିଅକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ମହିଳା ଜଣକ ନାବାଳିକାର ପେଟକୁ ଗୋଇଟା ମାରିବା ଫଳରେ…
ଅଧିକ ଖବର ଦେଖନ୍ତୁ...

ଶରଦ ପାଓ୍ଵାରଙ୍କ ନିବାସରେ ବୈଠକ ପରେ ପୃଥ୍ଵୀରାଜ ଚୌହାନ କହିଲେ- ରାଜ୍ୟରୁ ହଟାଇବେ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ/ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ବିଗତ କିଛି ଦିନ ହେବ ଉଦ୍ୟମ କରୁଥିବା ଶିବସେନା, ଏନସିପି ଓ କଂଗ୍ରେସ ବୁଧବାର ଆଗକୁ ଅଗ୍ରସର ହୋଇଛନ୍ତି। ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ନିବାସରେ ବୈଠକ ପରେ କଂଗ୍ରେସ ନେତା ପୃଥ୍ଵୀରାଜ ଚୌହାନ କହିଛନ୍ତି, ରାଜ୍ୟରେ ଏକ…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟେକ କାରଖାନାରେ ସାନିଟାରି ନାପ୍‌କିନ୍‌ ବାଧ୍ୟତାମୂଳକ କଲେ ଆସାମ ସରକାର

ଗୌହ୍ବାଟୀ: ଏଣିକି ସାନିଟାରି ନାପ୍‌କିନ ରଖିବା ପ୍ରତ୍ୟେକ କାରଖାନା ଓ ଉଦ୍ୟୋଗ ପାଇଁ ଆସାମ ସରକାର ବାଧ୍ୟତାମୂଳକ ଘୋଷଣା କରିଛନ୍ତି। ମହିଳାମାନଙ୍କ ଭିତରେ ସ୍ବଚ୍ଛତା ବାଣ୍ଟିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ବୁଧବାର କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ମୋହନ ପଟ୍ଟୱାରୀ ‌ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...