Daily Archives

November 20, 2019

ବିକେ ଶର୍ମାଙ୍କୁ ଡିଜିପି ପଦରୁ ହଟାଇଲେ ରାଜ୍ୟ ସରକାର, ଡେପୁଟେସନରୁ ଫେରିଲେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ବିଜୟ କୁମାର ଶର୍ମାଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ପଦରୁ ହଟାଇଛନ୍ତି। ବିକେ ଶର୍ମାଙ୍କ ସ୍ଥାନରେ ସରକାର ଆଇପିଏସ୍‌ ଅଧିକାରୀ ଅଭୟଙ୍କୁ ଅବସ୍ଥାପିତ କରିଛନ୍ତି। ବିକେ ଶର୍ମାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି। ସେହିପରି ସୁନୀଲ ରୟଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରେ ପାରିବାରିକ ଶାସନ: ସାନ ଭାଇ ରାଷ୍ଟ୍ରପତି, ବଡ଼ ଭାଇ ପ୍ରଧାନମନ୍ତ୍ରୀ

କଲମ୍ବୋ: ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ନିର୍ବାଚନ ପରେ ସ୍ପଷ୍ଟ ହୋଇଛି ଯେ, ଦେଶର ନାଗରିକମାନେ ଗୋଟିଏ ପରିବାର ଦ୍ୱାରା ଆସନ୍ତା କିଛି ବର୍ଷ ପାଇଁ ଶାସିତ ହେବେ। ଶ୍ରୀଲଙ୍କାର ନିର୍ବାଚନରେ ବିଜୟୀ ହେବା ପରେ ସାନ ଭାଇ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ହୋଇଥିବା ବେଳେ ତାଙ୍କର ବଡ଼ ଭାଇ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର ପ୍ରସଂଗରେ ଆପତ୍ତିଜନକ ପୋଷ୍ଟ୍‌ ଲେଖି ଏଏମ୍‌ୟୁ ଅଧ୍ୟାପିକା ଓ ତାଙ୍କ ସ୍ବାମୀଙ୍କ ନାମରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ: ଜମ୍ମୁ-କଶ୍ମୀରରେ ଚଳିତବର୍ଷ ସେପ୍ଟେମ୍ବର ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭରସିଟି(ଏଏମ୍‌ୟୁ)ର ଛାତ୍ରଛାତ୍ରୀମାନେ ପୂର୍ବରୁ ଅନେକ ଥର ନିଜ ନିଜର କ୍ଷୋଭ ପ୍ରକାଶ କରି ସାରିଛନ୍ତି। ତେବେ, ଛାତ୍ରଛାତ୍ରୀଙ୍କ ପରେ ଏବେ ଚର୍ଚ୍ଚାରେ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ସ୍କାନରରେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ରାଜ୍ୟ ସରକାର ଅଗ୍ନିଶମ ଡିଜି ବି.କେ ଶର୍ମାଙ୍କୁ ଟାର୍ଗେଟ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଅଗ୍ନିଶମ ଡିଜିଙ୍କ ବିରୋଧରେ ତଦନ୍ତ ହେବ। ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅନିୟମିତତା…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁରସ୍ଥିତ ଆଇଟିଆରରୁ ପରୀକ୍ଷା ହୋଇପାରେ ସିଙ୍ଗାପୁର ନିର୍ମିତ କ୍ଷେପଣାସ୍ତ୍ର !

ଭୁବନେଶ୍ବର: ଓଡ଼ିଶାର ଚାନ୍ଦିପୁରସ୍ଥିତ ଅନ୍ତରୀଣ କ୍ଷେପଣାସ୍ତ୍ର ପରୀକ୍ଷଣ ରେଞ୍ଜ (ଆଇଟିଆର୍)କୁ  ଆବଶ୍ୟକ ସ୍ଥଳେ ସିିଙ୍ଗାପୁର ବ୍ୟବହାର କରିପାରିବ। ଚାନ୍ଦିପୁରରୁ ପରୀକ୍ଷା ହେବ ସିଙ୍ଗାପୁର ନିର୍ମିତ କ୍ଷେପଣାସ୍ତ୍ର।  ଆଜି ଭାରତ ଓ ସିଙ୍ଗାପୁର ମଧ୍ୟରେ  ସ୍ବାକ୍ଷରିତ ହୋଇଥିବା ରାଜିନାମା…
ଅଧିକ ଖବର ଦେଖନ୍ତୁ...

କାଳିଆର ମାମୁଘରକୁ ନେଇ ବିବାଦ: ପଢୁଆଁ ଭାରକୁ ଦାନ ଭାବରେ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଜଗନ୍ନାଥଙ୍କ ମାମୁଘର କୁହାଯାଉଥିବା ନିଆଳିର ମାଧବାନନ୍ଦଜିଉ ମନ୍ଦିରରୁ ଯାଇଥିବା ପଢୁଆଁ ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କଲା ନାହିଁ । ଶ୍ରୀମନ୍ଦିର ପ୍ରଶାସନ କହିଛି, ନିଆଳି ମାଧବରେ ମହାପ୍ରଭୁଙ୍କ ମାମୁଘର ଥିବା ନେଇ କୌଣସି ସତ୍ୱଲିପିରେ ଉଲ୍ଲେଖ ନାହିଁ । ତେଣୁ ମାଧବାନନ୍ଦଜୀଉ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା କଥା ଭାବି ଚିନ୍ତାରେ ରହ‌ିବେ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ଗାଡ଼ି ଚଳାଇବାବେଳେ ସାବଧାନ ରହନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୨। ବୃଷ: ନକରାତ୍ମକ ଚିନ୍ତାରୁ ମୁକ୍ତି। ଅଫିସରେ ସମସ୍ତଙ୍କ ସହଯୋଗ ମିଳିବ। ବିବାହିତଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ମେରୁନ।…
ଅଧିକ ଖବର ଦେଖନ୍ତୁ...

ଇସ୍ରୋର ମିସନ୍ ‘ସେଫ ଇଣ୍ଡିଆ’ : ମହାକାଶରୁ ଭାରତୀୟ ସୀମା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ଉପଗ୍ରହ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦିଗରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଆତଙ୍କବାଦୀଙ୍କ ଆକ୍ରମଣଠାରୁ ଆରମ୍ଭ କରି ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ରୋ ଏକ ବଡ଼ ମିଶନ ଉପରେ ଗୁରୁତ୍ୱ ଦେଉଛି । ଆଉ ତାହା ହେଲା ‘ସେଫ…
ଅଧିକ ଖବର ଦେଖନ୍ତୁ...

‘ପୃଥ୍ଵୀ- ୨’ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ବ୍ୟାବହାରିକ ପରୀକ୍ଷଣ ସଫଳ : ପ୍ରଥମ ଥର ପାଇଁ ଲଗାତର ୨ ଥର ପରୀକ୍ଷା

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ଵୀ-୨ ମିସାଇଲର ବ୍ୟବହାରିକ ପରୀକ୍ଷା କରାଯାଇଛି। ବୁଧବାର ସଂଧ୍ୟା ପ୍ରାୟ ୭ଟା ୬ ମିନିଟ୍‌ ଓ ୭ଟା ୧୦ ମିନିଟ୍‌ ଦୁଇଥର ଏହି ପରୀକ୍ଷଣ ହୋଇଥିବା ବେଳେ ତାହା ସଫଳ ହୋଇଥିବା ବିଭଗୀୟ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍‌ର ଘୋଷଣା, ରୋହିତଙ୍କ କାର୍ଯ୍ୟଭାର ନେଇ ଚର୍ଚ୍ଚା

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଗୁରୁବାର ଭାରତୀୟ ଟିମ୍‌ ଚୟନ ହେବ। ଚୟନ ସମୟରେ ଉପଅଧିନାୟକ ରୋହିତ ଶର୍ମା ଓ ବ୍ୟାଟସ୍‌ମ୍ୟାନ ଶିଖର ଧାଓ୍ଵନଙ୍କ ଖରାପ ଫର୍ମ ଉପରେ ଆଲୋଚନା ହୋଇପାରେ। ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ଏହା ଅନ୍ତିମ ବୈଠକ ହେବ।…
ଅଧିକ ଖବର ଦେଖନ୍ତୁ...