Daily Archives

November 21, 2019

ବିପଦ: ରେଳ ଲାଇନ ଅତିକ୍ରମ କରି ବିଦ୍ୟାଳୟକୁ ଯାଉଛନ୍ତି ଶତାଧିକ ଛାତ୍ରଛାତ୍ରୀ

ନୂଆପଡ଼ା: ଖରିଆଡ ରୋଡ଼ ସହରରେ ଦୈନିକ ଶତାଧିକ ଛାତ୍ରଛାତ୍ରୀ ରେଳ ଲାଇନ ଅତିକ୍ରମ କରି ବିଦ୍ୟାଳୟକୁ ଯାଉଛନ୍ତି। ଏକ ଓଭର ବ୍ରିଜ ନିର୍ମାଣ ପାଇଁ ସହରବାସୀ ବହୁ ଦିନରୁ ଦାବି କରି ଆସୁଥିବଲେ ମଧ୍ୟ ରେଳ କର୍ତ୍ତୃପକ୍ଷ ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ସହରର ୧୦୦ ରୁ ଉର୍ଦ୍ଧ୍ଵ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ କନ୍ଧମାଳ ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ସରକାରଙ୍କ ଦ୍ୱାରା ମନୋନୀତ

ଘୁ.ଉଦୟଗିରି: କନ୍ଧମାଳବାସୀଙ୍କ ପାଇଁ ରାଜ୍ୟ ସରକାର ଏକ ଭେଟି ଦେଇଛନ୍ତି। ଏହି ମାଟିର ଝିଅ ଜାଲିନା ପ୍ରିୟଦର୍ଶନୀ ରାଜ୍ୟ ସରକାରଙ୍କ ମହିଳା କମିଶନ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି। ଜାଲିନା ଘୁ.ଉଦୟଗିରି ସହରରୁ ୫ବର୍ଷ ତଳେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଘୁ.ଉଦୟଗିରି ଏନଏସି ର ୮ନଂ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ଶରୀର ପାଇଁ କେତେ ଉପଯୋଗୀ ବୁଟଡାଲି ?

ଶରୀର ପାଇଁ ଉପଯୋଗୀ ଅଟେ ବୁଟଡାଲି । ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ସେତେ ଶରୀର ପାଇଁ ମଧ୍ୟ ଖୁବ ହିତକର । ବୁଟ ଡାଲିକୁ ପ୍ରତି ଘରେ ଘରେ ବ୍ୟବହାର କରାଯାଏ । ୧୦୦ ଗ୍ରାମ ବୁଟ ଡାଲିରେ ୩୩ ହଜାର କ୍ୟାଲୋରୀ , ୧୧ ଗ୍ରାମ ଫାଇବର ଏବଂ ଭରପୁର ମାତ୍ରାରେ ପ୍ରୋଟିନ୍ ଥାଏ । ଏହି ଡାଲି ଖାଇବା…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ସଲମାନ ଖାନଙ୍କୁ ମିଳିପାରେ ବଡ଼ ଉପହାର ! ପୁଣିଥରେ ହୋଇପାରନ୍ତି ମାମୁଁ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ଏବଂ ଆୟୁଷ ଶର୍ମା ବଡ ଧୁମଧାମରେ ପଞ୍ଚମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଅର୍ପିତାଙ୍କ ପୁଅ ଆହିଲଙ୍କ ସହିତ ସଲମାନ ଖାନଙ୍କର ଖୁବ ଖାସ ସମ୍ପର୍କ ରହିଛି । ଏବେ ଆହିଲ ବଡ ଭାଇ ହେବାକୁ ଯାଉଛନ୍ତି । ସଲମାନଙ୍କ ଜନ୍ମଦିନ ପାଇଁ ଏହା ଏକ ବଡ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଟମାଟୋ କିଲୋ ପିଛା ଛୁଇଁଲା ୪୦୦, ଭାଙ୍ଗିଲା ସବୁ ରେକର୍ଡ

କରାଚୀ: ପାକିସ୍ତାନରେ ମହଙ୍ଗା ରେକର୍ଡ ଲଗାତାର ଭାଙ୍ଗିବାରେ ଲାଗିଛି | ପାକିସ୍ତାନରେ ଏକ କିଲୋ ଟମାଟୋର ମୂଲ୍ୟ ୪୦୦ ଟଙ୍କାରେ ପହଁଚିଯାଇଛି | ପାକିସ୍ତାନରେ ବଢୁଥିବା ପରିବା ର ଦାମ ଲୋକଙ୍କୁ କନ୍ଦାଇବାରେ ଲାଗିଛି | ସ୍ଥିତି ସମ୍ଭାଳିବାକୁ ପାକିସ୍ତାନ ସରକାର ଇରାନରୁ ଟମାଟୋ ଆମଦାନୀ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସିଆଇଏସଏଫରେ ଭର୍ତ୍ତି ହେବେ ୧.୨ ଲକ୍ଷ ନୂଆ ଯବାନ, ପୂର୍ବତନ ସୈନିକଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ବା ସିଆଇଏସଏଫରେ ଖୁବ ଶୀଘ୍ର ୧.୨ ଲକ୍ଷ ଯବାନଙ୍କୁ ନିଯୁକ୍ତି ମିଳିପାରେ | ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆଇଏସଏଫରେ ପ୍ରଥମ ଥର ପାଇଁ ପାଖାପାଖି ୧.୨ ଲକ୍ଷ ସେବା ନିବୃତ୍ତ ଯବାନଙ୍କୁ ପୁଣି ନିଯୁକ୍ତି ଦେବାକୁ ଯୋଜନା କରାଯାଉଛି | ସିଆଇଏସଏଫର…
ଅଧିକ ଖବର ଦେଖନ୍ତୁ...

ଏସିଡ ପୀଡ଼ିତାଙ୍କର ବିବାହ କରାଇଲେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ କିଙ୍ଗଖାନ ନିଜ ଅସଲ ଜୀବନରେ ଏକ ମହାନ କାମ କରିଛନ୍ତି । ସେ ଏସିଡ ଆକ୍ରମଣରେ ଆହତ ପୀଡିତାଙ୍କ ପାଇଁ ଏକ ଫାଉଣ୍ଡେସନ ଚଳାଉଛନ୍ତି । ନା କେବଳ ସେମାନଙ୍କ ଚିକିତ୍ସା କରାଉଛନ୍ତି ବରଂ ସେମାନେ କିଭଳି ସାଧାରଣ ଜୀବନ ଯାପନ କରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ କରିବା ସହ…
ଅଧିକ ଖବର ଦେଖନ୍ତୁ...

୧୦୦ ମିଟର ରାସ୍ତାରେ ପିଚୁ ପଡିପାରୁ ନାହିଁ, ରାସ୍ତା ମରାମତି ଦାବିରେ ରାତିରେ କଲେ ରାସ୍ତା ରୋକ

ନବରଙ୍ଗପୁର: ନବରଙ୍ଗପୁର ସହରର ହିର୍ଲି ଠାରୁ ଫାୟାର ଷ୍ଟେସନ ଛକ ପର୍ଯ୍ୟନ୍ତ ୧୦୦ ମିଟର ରାସ୍ତା ରେ ପିଚୁ ପଡିପାରୁ ନାହିଁ। ଧୁଳିରେ ଆଉଟୁପାଉଟୁ ସ୍ଥାନୀୟ ବାସିନ୍ଦା ରାତିରେ କଲେ ରାସ୍ତା ରୋକ। ଆଜି ରାତି ପ୍ରାୟ ୮.୩୦ ଟାରୁ ହଠାତ ହିର୍ଲି ରାସ୍ତାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ରାଜ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ କଲ ମୂଲ୍ୟ ବଢ଼ିଲେ ବି ଏଭଳି ଆପଣ ଶସ୍ତାରେ ପାଇପାରିବେ ସେବା

ନୂଆଦିଲ୍ଲୀ: ଡିସେମ୍ବର ୧ରୁ କଲ୍ ପାଇଁ ଆପଣଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା । ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ ।…
ଅଧିକ ଖବର ଦେଖନ୍ତୁ...

ଯାତାୟାତରେ ବାଧା ସାଜୁଛି ବରଫ ବର୍ଷା, ସନ୍ଥ ଅବଦୁଲ କରିମଙ୍କ ମନ୍ଦିରକୁ ଯୋଗାଯୋଗ ବିଛିନ୍ନ

ଶ୍ରୀନଗର: ଜାମ୍ମୁକାଶ୍ମୀର ରାଜୌରୀରେ ଜୀବନ ଯାତ୍ରାକୁ ଠପ୍ କରିଦେଇଛି ବରଫ ବର୍ଷା । ପୀରପଂଜାଲ ପାର୍ବତ୍ୟମାଳାରେ ଚଳିତ ବର୍ଷ ଆଗୁଆ ହିମପାତ ଆରମ୍ଭ ହୋଇଥିବାରୁ ଏବେ ଏହି ଅଂଚଳର ଲାଇଫ୍ ଲାଇନ୍ ମୋଗଲ୍ ରୋଡ୍ ଉପରେ ଜମି ରହିଛି ବରଫର ବହଳିଆ ଆସ୍ତରଣ । ବରଫ ସଫା କରି ରାସ୍ତା ଫିଟାଇବାକୁ…
ଅଧିକ ଖବର ଦେଖନ୍ତୁ...