Monthly Archives

November 2019

ଇଂରାଜୀ ବହି ପଢ଼ି ପାରିଲେ ନାହିଁ ଇଂରାଜୀ ପଢ଼ାଉଥିବା ଶିକ୍ଷୟିତ୍ରୀ, ଭାଇରାଲ ହେଲା ଭିଡିଓ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ଶିକ୍ଷା ବ୍ୟବସ୍ଥା କେତେ ଦୁର୍ବଳ ହୋଇ ରହିଛି, ତାହା ଭାଇରାଲ ହେଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ସ୍କୁଲରେ ପିଲାମାନଙ୍କୁ ଇଂରାଜୀ ପଢ଼ାଇବା ପାଇଁ ଚାକିରି ପାଇଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଇଂରାଜୀ ପଢ଼ି ନ ଆସିବା ଭଳି ଅଭାବନୀୟ ଘଟଣା ଉନ୍ନାଓ ଜିଲ୍ଲାର ସରକାରୀ…
ଅଧିକ ଖବର ଦେଖନ୍ତୁ...

ମନୋରଞ୍ଜନ ହେବ ଡବଲ: ପୁଣି ବିଗ୍ ବସ ଘରକୁ ପ୍ରବେଶ କରିବେ ଏହି ୩ ପ୍ରତିଯୋଗୀ

ମୁମ୍ବାଇ: ବିଗ୍ ବସ୍ ସିଜିନ୍-୧୩ ଆରମ୍ଭ ହେବା ପରଠାରୁ ନିର୍ମାତା ସୋ’ରେ ଗୋଟେ ପରେ ଗୋଟେ ନୂଆ ମୋଡ଼ ଆଣି ଚାଲିଛନ୍ତି। ଚଳିତ ବର୍ଷ ଦୁଇଟି ଫାଇନାଲ ରଖିବା ସହ ପ୍ରଥମ ଫାଇନାଲ ହେବା ପୂର୍ବରୁ ସୋ’ର ୬ଜଣ ପ୍ରତିଯୋଗୀ ଘରୁ ବାହାର ହୋଇ ଯାଇଥିଲେ।  ପରେ ପୁଣି ୬ଜଣ ନୂଆ ପ୍ରତିଯୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏନଡିଏ ସରକାର ୧୮୦ଦିନ ପୂରା କରିବା ପରେ ଟୁଇଟ କଲେ ମୋଦୀ; ଭାରତକୁ ବିକଶିତ କରିବା ଦିଗରେ କାମ କରୁଛି ତାଙ୍କ ସରକାର

ନୂଆଦିଲ୍ଲୀ: ଦ୍ବିତୀୟ ଥର ଦେଶରେ ବିଜେପି ନେତୃତ୍ବ‌ାଧିନ ଏନଡିଏ ସରକାର କ୍ଷମତାକୁ ଆସିବା ସହ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ନରେନ୍ଦ୍ର ମୋଦୀଙ୍କୁ ମିଳିଛି। ଗତ ଲୋକସଭା ନିର୍ବାଚନରେ ବହୁମତ ହାସଲ କରି ସେ ପୁଣି ଦେଶର ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଏବେ ତାଙ୍କର ଦ୍ବିତୀୟ…
ଅଧିକ ଖବର ଦେଖନ୍ତୁ...

ନକଲି ଶିକ୍ଷକଙ୍କ କବଳରେ ଶିକ୍ଷା ବ୍ୟବସ୍ଥା

ଗଞ୍ଜାମ : ଆସିକା ଓ କବିସୂର୍ଯ୍ୟନଗରରୁ ପୁଣି ୯ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । ଏମାନଙ୍କ ନାଁରେ ଶିକ୍ଷା ବିଭାଗ ଏତଲା ଦେଇଛି। ବିଧାନସଭାରେ ସରକାର ମାନିଛନ୍ତି, ରାଜ୍ୟରେ ୨୧୬ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି । ଜାଲ ପ୍ରମାଣପତ୍ରଧାରୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଚାକିରୀରୁ ବହିଷ୍କାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିଓ ସୋମବାର: ନୂଆକାମ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର:ସାମାଜିକ କାର୍ଯ୍ୟ ଲାଗିସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ମନରେ କୌଣସି କଥାକୁ ନେଇ ଉତ୍ସାହ ଜନ୍ମିବ। ରବିଓ ସୋମବାର: ଧର୍ମକର୍ମରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଗୁରୁବାର: ବଡ଼ଙ୍କ ପ୍ରତିଆପଣଙ୍କ ବ୍ୟବହାର ଭଲ ରହିବ। ଶୁକ୍ର ଓ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଧନୁଯାତ୍ରା: ଆସନ୍ତାକାଲି ସ୍ଥାପନ ହେବ ଶୁଭସ୍ତମ୍ଭ

ବରଗଡ଼: ମାସକ ପରେ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ହେବ। ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହେବ। ଆଗାମୀ ଡିସେମ୍ବର ୩୧ରୁ ଧନୁଯାତ୍ରା ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ହେବାକୁ ଯାଉଥିବା ୭୧ତମ ଧନୁଯାତ୍ରାକୁ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ବେଳାଭୂମି‌ରେ ମାସକ ପାଇଁ ଗଢ଼ାହେବ ବିଳାସପୂର୍ଣ୍ଣ ତମ୍ବୁ ନଗରୀ; ଜାଣନ୍ତୁ ଦେଶର ଆଉ କେଉଁ ଠାରେ ଏହି ସୁବିଧା…

ଆସନ୍ତା ନୂଆ ବର୍ଷ ଉପଲକ୍ଷେ ପ୍ରଥମ ଥର ପାଇଁ ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଅନୁଷ୍ଠିତ ହେବାକୁ ଯାଉଛି କୋଣାର୍କ ଇକୋ ରିଟ୍ରିଟ ଉତ୍ସବ । ଓଡିଶାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମୁଦ୍ର ତଟରେ ୧୪ ଡିସେମ୍ଵର ୨୦୧୯ ରୁ ଜାନୁଆରି ୧୪, ୨୦୨୦ ଯାଏଁ  ଗୋଟିଏ ମାସ ଧରି ଏହି ଉତ୍ସବର…
ଅଧିକ ଖବର ଦେଖନ୍ତୁ...

ବସ୍‌ ଚାଳକ ସ୍କୁଲ ଖେଳ ପଡ଼ିଆରେ ମାରୁଥିଲେ ବିପଦପୂର୍ଣ୍ଣ ଷ୍ଟଣ୍ଟ: ଗିରଫ କରି ଲାଇସେନ୍ସ ରଦ୍ଦ କଲା ପୁଲିସ

କୋଚି : କେରଳର ଜଣେ ବସ୍‌ ଚାଳକ ଷ୍ଟଣ୍ଟ ମାରୁଥିବା ସମୟର ଭିଡିଓ ଭାଇରାଲ ହୋଇଛି। ଏକ ଟୁରିଷ୍ଟ ବସ୍‌କୁ ଗୋଟିଏ ଘରୋଇ ସ୍କୁଲ ଭଡାରେ ନେଇଥିବା ସମୟରେ ଚାଳକ ସ୍କୁଲର ପ୍ଲେ ଗ୍ରାଉଣ୍ଡରେ ଷ୍ଟଣ୍ଟ ମାରୁଥିବା ଦେଖିବାକୁ ମିଳୁଛି। କେରଳର ଜଣେ ବସ୍‌ ଚାଳକ ଷ୍ଟଣ୍ଟ ମାରିବା ସମୟର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ କଲେ ଉତ୍ତେଜିତ ଲୋକେ

ଝାରସୁଗୁଡ଼ା: ବେଲପାହାଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସ୍ଥାନୀୟ ଜୁନାଡିହ ଗ୍ରାମର ଚନ୍ଦ୍ରଭାନୁ ମଲିକଙ୍କ ପୁଅ ସୁରେନ୍ଦ୍ର ମଲିକ (୨୩)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ରାତିରେ ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୩ର ପ୍ରଥମ ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି । ଆଜି ସଂଧ୍ୟା ୭ଟା ୧୮ ମିନିଟରେ ଭଦ୍ରକ ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଥିଲା । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ)…
ଅଧିକ ଖବର ଦେଖନ୍ତୁ...