Monthly Archives

December 2019

ପ୍ରତିଯୋଗୀଙ୍କ ଆର୍ଥିକ ଅବସ୍ଥା ବିଷୟରେ ଜାଣି କାନ୍ଦି ପକାଇଲେ ନେହା, ଦେଲେ ୨ଲକ୍ଷ ଟଙ୍କା

ମୁମ୍ବାଇ: ଇଣ୍ଡିଆନ ଆଇଡୋଲ ସିଜିନ୍-୧୧ର ଜଣେ ପ୍ରତିଯୋଗୀଙ୍କୁ ଆର୍ଥିକ ସହାୟତା ‌ଯୋଗାଇ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର। ପୂର୍ବରୁ ଅନ୍ୟକୁ ସାହାଯ୍ୟ କରିବା କାମ ପାଇଁ ନେହା ଚର୍ଚ୍ଚାକୁ ଆସି ସାରିଥିବା ବେଳେ ଏବେ ପୁଣି ଥରେ ସେ ଅନ୍ୟ ଜଣେ ପ୍ରତିଯୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମୃତ୍ୟୁ ପରେ ସପ୍ଟୱେର ଇଞ୍ଜିନିୟରଙ୍କ ଶେଷଇଚ୍ଛା ପୂରଣ କଲେ ପରିବାର ଲୋକେ, ଜାଣନ୍ତୁ କ’ଣ ଥିଲା…

ନୂଆଦିଲ୍ଲୀ: ରବିବାର ଆମେରିକାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ହାଇଦ୍ରାବାଦର ଜଣେ ମହିଳା। ସେ ଆମେରିକାର ଏକ ସପ୍ଟୱେର କମ୍ପାନିରେ କାମ କରୁଥିଲେ। ରବିବାର ରାତି ୯ଟାରେ ଘରକୁ ଫେରୁଥିବା ବେଳେ ସେ ଯାଉଥିବା କାରକୁ ଅନ୍ୟ ଏକ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ତ୍ୱଚାରେ ଚମକ ଆଣିବା ସହ ଏହି ସବୁ ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ କମଳା

ଶୀତ ଦିନେ ଖରାରେ ବସି କମଳା ଖାଇବାର ମଜା କିଛି ନିଆରା। କମଳାରେ ଭିଟାମିନ୍‌ ସିର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗ ଏବଂ ମଧୁମେହ ଭଳି ରୋଗରୁ ରକ୍ଷା କରିବାରେ…
ଅଧିକ ଖବର ଦେଖନ୍ତୁ...

ଘର ରଙ୍ଗ କରୁଥିବା ବେଳେ ନିଶୁଣି ହଲାଇ ଯୁବକଙ୍କୁ ତଳକୁ ପକାଇ ଦେଲେ ବୃଦ୍ଧ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଯିବା ପାଇଁ ବାଟ ନ ମିଳିବାରୁ ଜଣେ ବୃଦ୍ଧ କରିଥିବା କାମ ଏବେ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଜଣେ ଯେ କେତେ ହୃଦୟହୀନ ହୋଇପ‌ାରେ, ତାହା ଏହି ଭିଡିଓ‌ରେ ଦେଖିବାକୁ ମିଳିଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି, ଆଗକୁ ଯିବା ପାଇଁ ବାଟ ନ ମିଳିବାରୁ ବୃଦ୍ଧ ଜଣକ ଖୁବ୍ ଜୋରରେ…
ଅଧିକ ଖବର ଦେଖନ୍ତୁ...

ଆଉ ଅଳ୍ପ ସମୟ ପରେ ନବବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯିବ ଭିଡ଼: ଜାଣନ୍ତୁ କେଉଁଠି ରଖିବେ ଆପଣଙ୍କ…

ପୁରୀ: ଆଉ ମାତ୍ର ସ୍ୱଳ୍ପ କେଇ ଘଣ୍ଟା ପରେ ଆମ ଗହଣରୁ ବିଦାୟ ନେବ ୨୦୧୯। ପରେ ପରେ ଇଂରାଜୀ ନବବର୍ଷ ୨୦୨୦ର ସ୍ୱାଗତ ପର୍ବ। ଏହି ଅବସରରେ ନବବର୍ଷର ସ୍ୱାଗତ ପାଇଁ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯିବା ସହ ନବନିର୍ମିତ…
ଅଧିକ ଖବର ଦେଖନ୍ତୁ...

ରୋଗରେ ପୀଡ଼ିତା ମା’କୁ ଔଷଧ ଦେବା ପରିବର୍ତ୍ତେ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ହତ୍ୟା କଲା ପୁଅ

ମୁମ୍ବାଇ:  ନିଜ ଜନ୍ମକଲା ମା’କୁ ରୋଗ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଜଣେ ଯୁବକ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମା’ ରୋଷେଇ କରୁଥିବା ବେଳେ ଅଭିଯୁକ୍ତ ପୁଅ ତାଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟି ତାଙ୍କୁ ହତ୍ୟା କରିଥିଲା। ପରେ ଘଟଣା ସଂପର୍କରେ କାହାରିକୁ …
ଅଧିକ ଖବର ଦେଖନ୍ତୁ...

ଏଭଳି ଦାବି କରିବାରୁ ସ୍ୱାମୀ ଆଗରେ ପୂର୍ବ ପ୍ରେମିକକୁ ହତ୍ୟା କଲେ ତାମିଲ ଅଭିନେତ୍ରୀ

ଚେନ୍ନାଇ: ଜନୈକା ତାମିଲ ଅଭିନେତ୍ରୀ ନିଜର ପୂର୍ବ ପ୍ରେମିକକୁ ହତ୍ୟା କରିବା ଘଟଣାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ବାମୀ ଆଗରେ ଅଭିନେତ୍ରୀ ଜଣଙ୍କ ନିଜ ପୂର୍ବ ପ୍ରେମିକକୁ ହତ୍ୟା କରିଛନ୍ତି। ମୃତ ପ୍ରେମିକ ଅଭିନେତ୍ରୀଙ୍କ ସହ ପୁଣି ଥରେ ପ୍ରେମ ସଂପର୍କରେ ରହିବାକୁ ଚାହୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ସମସ୍ୟାରେ ଶାହାରୁଖ! ଅଜବ ପ୍ରଶଂସକଙ୍କ ଗଜବ ଧମକ…

ମୁମ୍ବାଇ: ଫିଲ୍ମ 'ଜିରୋ' ପରଠାରୁ ପରଦାରେ ନଜର ଆସିନାହାନ୍ତି ଅଭିନେତା ଶାହାରୁଖ୍ ଖାନ୍। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ପାରି ନଥିବା ବେ‌ଳେ ଫିଲ୍ମର ରିଲିଜ୍ ପରେ ପରେ କୌଣସି ଫିଲ୍ମ ହାତକୁ ନେଇ ନଥିଲେ ଶାହାରୁଖ୍। ଏହା ସହ ପରିବାରକୁ ସମୟ ଦେବାକୁ ଚାହୁଥିବା କଥା କହି…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଗଲେ ବିଜୟ କେତନ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ି ଗିରଫ ହୋଇଥିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନକୁ ଆଜି (ମଙ୍ଗଳବାର) ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଖାରଜ କରିଦେଇଛନ୍ତି। ଏହା ପରେ ଅଭିଯୁକ୍ତ ଆଇଏଏସ୍‌ ବିଜୟ କେତନଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନରୁ ହିଁ ପାକିସ୍ତାନକୁ ଚେତାବନୀ ଶୁଣାଇଲେ ସେନାମୁଖ୍ୟ ଜେନେରାଲ ନରଭାଣେ

ନୂଆଦିଲ୍ଲୀ : ଦେଶର ସେନାମୁଖ୍ୟଭାବେ ମଙ୍ଗଳବାରଦିନ ଦାୟିତ୍ୱ ଗ୍ରହଣ କରିଥିବା ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ଆତଙ୍କବାଦକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି । ଏ ପ୍ରସଙ୍ଗରେ ସେ ସିଧାସଳଖ ପାକିସ୍ତାନକୁ ଚେତାବନୀ ଶୁଣାଇଛନ୍ତି । ସେ କହିଛନ୍ତି ଯେ ପଡ଼ୋଶୀ ଦେଶ ଆତଙ୍କବାଦକୁ…
ଅଧିକ ଖବର ଦେଖନ୍ତୁ...