Daily Archives

December 1, 2019

କୃଷ୍ଣ ବଗର୍ତ୍ତି ହତ୍ୟାକାଣ୍ଡ: ଗୁଣିଗାରେଡି ସନ୍ଦେହରେ କୁରାଢିରେ ହାଣିଥିଲେ, ମୁଖ୍ୟ ଅଭିଯୁକ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଗେରୁପଡାରେ ଗତ ଅକ୍ଟୋବର ୩୦ ତାରିଖରେ ଦେଢଶୁର ଗାଁର କୃଷ୍ଣ ବଗର୍ତ୍ତି(୪୮)ଙ୍କୁ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ସିମନ କହଁରକୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତା ପାଖରୁ ବ୍ୟବହୃତ କୁରାଢିକୁ…
ଅଧିକ ଖବର ଦେଖନ୍ତୁ...

୨ ଘଣ୍ଟାରେ ୫୫ ହଜାର ଟଙ୍କା ଜରିମାନା ଆଦାୟ: ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ

ବାଲେଶ୍ୱର: ତିନିମାସର ବ୍ୟବଧାନ ପରେ ରବିବାର ଠାରୁ ପୁଣି ଜୋରଦାର କରାଯାଇଛି ଟ୍ରାଫିକ ନିୟମ। କେବଳ ଲାଇସେନ୍‌ସ, ଫିଟନେସ୍‌ ଓ ପ୍ରଦୂଷଣ ପ୍ରମାଣପତ୍ର ଭଳି କାଗଜପତ୍ରକୁ ବାଦଦେଲେ ଅନ୍ୟ ସବୁକ୍ଷେତ୍ରରେ ନୂତନ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏଥିପାଇଁ ପୂର୍ବରୁ ବାରମ୍ବାର ସୂଚନା ଦିଆଯିବା…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ଖାଆନ୍ତୁ କେବଳ ଗୋଟିଏ କଦଳୀ, ମିଳିବ ଅନେକ ଫାଇଦା

ଭିଟାମିନ, ପ୍ରୋଟିନ୍‌,ପୋଟାସିୟମ,ଫାଇବର,ଫଲିକ୍‌ ଏସିଡ଼୍‍ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ ସବୁ ରୁତୁରେ ଖୁବ୍‌ ସହଜରେ ମିଳି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଖୁବ୍‌ ସହଜରେ ଦୂର ହେବା ସହ କୌଣସି ଶାରୀରିକ…
ଅଧିକ ଖବର ଦେଖନ୍ତୁ...

୫୫ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କଲେ ୨୨ବର୍ଷୀୟ ଯୁବକ, ମୁହଁକୁ ଛେପ ପକାଇବାରୁ କଲେ ହତ୍ୟା

ନୂଆଦିଲ୍ଲୀ: ଗୁଲାବି ବାଗ୍ ଅଞ୍ଚଳରେ ଜଣେ ୫୫ବର୍ଷୀୟା ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯିବାର ମାମଲା ସାମ୍ନାକୁ ଆସିଛି। ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ନେଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଲା ଅଭିଯୁକ୍ତର ବୟସ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ଚଳଚ୍ଚିତ୍ରରେ ସଲମାନଙ୍କ ସହ ନଜର ଆସିବେ ସାରା

ମୁମ୍ବାଇ: ଖୂବ୍ ଶୀଘ୍ର ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଦବଙ୍ଗ ଖାନ ସଲମାନଙ୍କ ସହ କାମ କରିବେ ବୋଲି ଜଣା ପଡ଼ିଛି। ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ ଫିଲ୍ମରେ ତାଙ୍କ ସଲମାନଙ୍କ ସହ କାମ କରିବାର ସୁଯୋଗ ମିଳିଥିବା ନେଇ ସୂଚନା ମିଳିଛି। ତେବେ ଫିଲ୍ମର ନାଁ କ’ଣ ରହିବ, ତାହା ଏ…
ଅଧିକ ଖବର ଦେଖନ୍ତୁ...

ଭାଇଚାରାର ବାର୍ତ୍ତା ବାଣ୍ଟିଲା ମୁସଲିମ ସଂଘ: ଆୟୋଜନ କଲା ଗଣବିବାହ, ଆରମ୍ଭ ହେଲା ୧୫ ଯୋଡ଼ିଙ୍କ ଦାମ୍ପତ୍ୟ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ସହର ଖାଜାସାହିରେ ଗଂଜାମ ମୁସଲିମ ସାଂସ୍କୃତିକ ସଂଘ ପକ୍ଷରୁ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ଗଣବିବାହ ଆୟୋଜନ କରି ଭାଇଚାରାର ବାର୍ତ୍ତା ବାଣ୍ଟିଛି। ଗରିବ ପିତାମାତା ଝିଅର ବାହାଘର ପାଇଁ ଦେଖିଥିବା ସ୍ୱପ୍ନ ପୂରଣ କରି ପାରିନଥିବା ବେଳେ ସଂଘ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦର ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ବାଟ ଆପଣାଇଲେ ଛାତ୍ର

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଦେବା ଘଟଣା ଏବେ ଦେଶରେ ଆଲୋଚନାର ବିଷୟ ପାଲଟିଛି। ସାରା ଦେଶବାସୀ ଏବେ ପ୍ରିୟା(ଛଦ୍ମନାମ)ଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। କିଛି ମହମବତୀ ଧରି ନ୍ୟାୟ ପାଇଁ ଦାବି କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ରଣବୀରଙ୍କ ସହ ୩ଟି ଫିଲ୍ମ କରିବା ପାଇଁ ମନା କଲେ ଦୀପିକା

ମୁମ୍ବାଇ: ପରସ୍ପର ସହ କାମ କରି ଫିଲ୍ମକୁ ବ୍ଲକବଷ୍ଟର କରିଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ। ଦୁହିଁଙ୍କ ଯୋଡ଼ିକୁ ଲୋକେ ପରଦା ଉପରେ ପସନ୍ଦ କରିବା ସହ ଅସଲ ଜୀବନରେ ମଧ୍ୟ ଦୁହିଁଙ୍କ ଯୋଡ଼ିକୁ ସେମାନଙ୍କ ପ୍ରଶଂସକ ପସନ୍ଦ କରିଛନ୍ତି। ତେବେ ସାଥୀରେ ଫିଲ୍ମ କରିବା…
ଅଧିକ ଖବର ଦେଖନ୍ତୁ...

ଦରବୃଦ୍ଧିକୁ ଦେଖି ମେନୁରୁ ପିଆଜ ଦୋସା ହଟାଇଲା ବେଙ୍ଗାଲୁରୁ ରେସ୍ତୋରାଁ

ବେଙ୍ଗାଲୁରୁ: ବଜାରରେ ପିଆଜର ଅଭାବ ଦେଖାଯାଉଥିବା ବେଳେ ଦିନକୁ ଦିନ ଏହାର ଦରବୃଦ୍ଧି ହେଉଥିବା ଦେଖାଯାଉଛି। କିଛି କିଛି ସ୍ଥାନରେ ପିଆଜ ଦର ୧୦୦ଟଙ୍କା ପାର କରିଥିବା ବେଳେ କିଛି ସ୍ଥାନରେ ୮୦-୧୦୦ଟଙ୍କା ମଧ୍ୟରେ ରହିଛି। ଏବେ ବଢ଼ୁଥିବା ଦାମ ଦେଖି ବେଙ୍ଗାଲୁରୁର  କିଛି ରେସ୍ତୋରାଁ ପିଆଜ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ଦୀପିକ‌ାକୁ ଧିମେ ଧିମେ ଗୀତରେ ନାଚିବା ଶିଖାଇଲେ କାର୍ତ୍ତିକ, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ସେତେବେଳେ ଲୋକଙ୍କ ଭିଡ଼ ଜମିଥିଲା, ଯେତେବେଳେ ବଲିଉଡର ଦୁଇ କଳାକାର ସର୍ବସମ୍ମୁଖରେ ନାଚିବା ଆରମ୍ଭ କରିଥିଲେ। ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ପତି, ପତ୍ନୀ ଔର ୱରେ ଥିବା ଗୀତ ଧିମେ ଧିମେରେ ନାଚୁଥିବାର ଲାଇଭ…
ଅଧିକ ଖବର ଦେଖନ୍ତୁ...