Daily Archives

December 2, 2019

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ପସକୋ ଆକ୍ଟ ଆଧାରରେ ମାମଲା ରୁଜୁ କରି ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟା :  ମନ ମୋହିଲେ  ଇଣ୍ଡୋନେସିଆ ନୃତ୍ୟରେ ରାମାୟଣର ଗାଥା

ଭୁବନେଶ୍ବର : ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆ-ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ନିଖୁଣ ଭାବେ ଉପସ୍ଥାପିତ ହୋଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ…
ଅଧିକ ଖବର ଦେଖନ୍ତୁ...

ଇ-ସିଗାରେଟ ବିଲ ରାଜ୍ୟସଭାରେ ଗୃହୀତ

ନୂଆଦିଲ୍ଲୀ : ଦେଶରେ ଇ-ସିଗାରେଟର ବିକ୍ରି, ବିତରଣ ଓ ସେବନକୁ ନିଷିଦ୍ଧ କରିବା ପାଇଁ ଉଦ୍ଦିଷ୍ଟ ବିଲ୍‌ ଆଜି ରାଜ୍ୟସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି । ଏହି ବିଲଟି ପୂର୍ବରୁ ଲୋକସଭାରେ ଗୃହୀତ ହୋଇସାରିଛି । ସଂସଦରେ ଗୃହୀତ ହେବା ପରେ ଏହି ବିଲକୁ ଏବେ ରାଷ୍ଟ୍ରପତ ରାମନାଥ କୋବିନ୍ଦଙ୍କ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ଏଭଳି ଆଣନ୍ତୁ କେଶରେ ଚମକ

ଶୀତ ଦିନେ ତ୍ୱଚା ଏବଂ କେଶର ଖାସ୍‌ ଧ୍ୟାନ ରଖିବାକୁ ପଡ଼ିଥାଏ । କେଶ ଶୁଷ୍କ ହେବା ସହ ଋପି ହେବାର ସମସ୍ୟା ମଧ୍ୟ ଦେଖାଯାଇଥାଏ । କେଶକୁ ଠିକ୍‌ ରଖିବା ପାଇଁ ଯଦି କୌଣସି ଉପାୟ ନ ଆପଣା ଯାଏ ତେବେ କେଶ ଶୁଷ୍କ ହୋଇ ଝଡ଼ିବାକୁ ଲାଗିଥାଏ । ତେବେ ଶୀତ ଦିନେ ହେଉଥିବା କେଶଜନିତ ଅନେକ ସମସ୍ୟାକୁ ଏହି…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ସହ ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ମୈନପୁରୀ(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମୈନପୁରୀରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଥିବା ପବିତ୍ର ସଂପର୍କକୁ ଅପବିତ୍ର କରିଛି ଜଣେ ସ୍ବାମୀ। ସ୍ତ୍ରୀକୁ ନିଜ ସାଙ୍ଗ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ଓ ପରେ ସ୍ତ୍ରୀ ନ ମାନିବାରୁ ନିର୍ମମ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଫିଲ୍ମ ଲେଖିବାରେ ଏବେ ବି ପଛରେ ରହିଛି ବଲିଉଡ୍ : କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ଏବେ କେଉଁ କ୍ଷେତ୍ରରେ ପଛରେ ରହିଛି, ସେ ବିଷୟରେ ଜଣାଇଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ତାଙ୍କ କହିବା ମୁତାବକ, ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା କାହାଣୀ ଲେଖିବାରେ ଏବେ ବି ବଲିଉଡ୍ ପଛରେ ରହିଛି। ଏକ ଇଭେଣ୍ଟରେ ଯୋଗ ଦେଇ ସେ ଏଭଳି ମତ ରଖିଛନ୍ତି। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି ଜିତିବା ପରେ ତାମିଲ ଅଭିନେତ୍ରୀ ଅଶ୍ରିତା ସେଟ୍ଟୀଙ୍କୁ ବିବାହ କଲେ କ୍ରିକେଟର ମନୀଷ…

ମୁମ୍ବାଇ: କର୍ଣ୍ଣାଟକ କ୍ରିକେଟ୍ ଟିମର ଅଧିନାୟକ ମନୀଷ ମାଣ୍ଡେ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋମବାର ମୁମ୍ବାଇରେ ସେ ତାମିଲ ଅଭିନେତ୍ରୀ ଅଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ତେବେ ସୁରଟରେ ଥିବା ମ୍ୟାଚରେ ପ୍ରଶଂସନୀୟ ପ୍ରଦର୍ଶନ କରି ବିଜୟ ହାସଲ କରିବା ପରେ ସେ ବିବାହ…
ଅଧିକ ଖବର ଦେଖନ୍ତୁ...

‘ଦବଙ୍ଗ-୩’ ଦେଖିବା ପରେ ସଲମାନଙ୍କ ବାପା କହିଲେ; ଫିଲ୍ମକୁ ଭୁଲି ଯାଅ…

ମୁମ୍ବାଇ: ଏବେ ରିୟାଲିଟି ସୋ’ ବିଗ୍ ବସ୍ ସିଜିନ-୧୩ ସହ ନିଜର ଆଗାମୀ ଫିଲ୍ମ 'ଦବଙ୍ଗ-୩'କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଦବଙ୍ଗ ଖାନ୍ ସଲମାନ। ଫିଲ୍ମର ଟ୍ରେଲର ଓ କିଛି ଗୀତ ରିଲିଜ୍ ହୋଇ ସାରିଥିବା ବେଳେ ସଲମାନଙ୍କ ପ୍ରଶଂସକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ୁଥିବା ଦେଖାଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଲୁଗା ଦୋକାନରେ ଅନୈତିକ କାର୍ଯ୍ୟ! ଦୋକାନୀଙ୍କୁ ପିଟିପିଟି ବେହୋସ କଲେ ଲୋକେ

ବାଲେଶ୍ବର: ଆଗରେ ଚାଲିଥିଲା ଲୁଗା ବେପାର, ଆଉ ତା’ ପଛରେ ହେଉଥିଲା ଅନୈତିକ କାର୍ଯ୍ୟ। ଦୋକାନକୁ ଗ୍ରାହକମାନଙ୍କ ଯିବାଆସିବା ଲାଗି ରହିଥିବା ବେଳେ କେହି ଏ କଥା ଜାଣି ପାରୁନଥିବା ଭାବି ମନେ ମନେ ନିଜ ମନ୍ଦବୁଦ୍ଧିକୁ ତାରିଫ କରୁଥିଲା ଦୋକାନୀଜଣକ। ହେଲେ ନୀତିହୀନ କାମ ସବୁଦିନ ତିଷ୍ଠି…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା ଘଟଣା ପରେ ସଜାଗ ହେଲା ଲୁଧିଆନା ପୁଲିସ: ରାତିରେ ମହିଳାଙ୍କୁ ଗାଡ଼ି ନ ମିଳିଲେ ମାଗଣାରେ ଘରେ ଛାଡ଼ିବ ପୁଲିସ…

ଲୁଧିଅ‌ାନା: ବର୍ତ୍ତମାନର ପରିସ୍ଥିତିକୁ ଦେଖି ମହିଳାମାନେ ରାତିରେ ବାହାରିବାକୁ ଡ଼ରିଲେଣି। ଏଇ କିଛି ଦିନ ମଧ୍ୟ‌ରେ ମହିଳାମାନଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଭାରତକୁ ଦୋହଲାଇ ଦେଇଛି। ଖାସ୍ କରି ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି,…
ଅଧିକ ଖବର ଦେଖନ୍ତୁ...