Daily Archives

December 2, 2019

ଏହି କା‌ରଣ ପାଇଁ ନିଜ ବିବାହରେ ସାତ ସ୍ଥାନରେ ଆଠ ଫେରା ନେଲେ ପହିଲାମାନ୍ ବବିତା ଫୋଗଟ

ନୂଆଦିଲ୍ଲୀ: ଭାରତରେ ଦଙ୍ଗଲ ଗର୍ଲ ଭାବେ ଜଣାଶୁଣା ପହିଲମାନ ବବିତା ଫୋଗଟ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପ୍ରେମିକ ପହିଲାମାନ ବିବେକ ସୁହାଗଙ୍କ ସହ ବିବାହ କରିଥିବା ବେଳେ ବିବାହରେ ଘଟିଥିବା ବିଭିନ୍ନ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମ କଥା ହେଲା,…
ଅଧିକ ଖବର ଦେଖନ୍ତୁ...

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘ନିର୍ବଳା’ କହିଲେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ୬ ବର୍ଷ ମଧ୍ୟରେ ଜିଡିପି ଦର ସବୁଠାରୁ କମ ରହିବାକୁ ନେଇ ଓ ଆମେରିକା -ଚୀନର ବାଣିଜ୍ୟ ଯୁଦ୍ଧକୁ ନେଇ ଯେତେବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ବୟାନ ରଖିଥିଲେ ତାହା ପରେ ଅଧୀର ରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ଷ୍ଟେଜ୍ ଉପରେ ଭାଗ୍ୟ ବଦଳାଇଥିବା ଗୀତ ଭୁଲିଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ରାନୁ ମଣ୍ଡଳ

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଇଣ୍ଟରନେଟ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳ ଏବେ ଅନେକ କାରଣ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କିଛିଦିନ ତଳେ ଜଣେ ପ୍ରଶଂସକଙ୍କ ସହ ତାଙ୍କର ଖରାପ ବ୍ୟବହାର ତାଙ୍କୁ ବିବାଦକୁ ଟାଣି ଆଣିଥିବା ବେଳେ ରାମ୍ପରେ ଚାଲିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଶୈଳୀରେ ପରିବର୍ତ୍ତନ ଆଣିବ ସିବିଏସ୍ଇ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସିବିଏସ୍ଇ  ନିଜ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏ ନେଇ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ଅଣାଯିବା ସହ…
ଅଧିକ ଖବର ଦେଖନ୍ତୁ...

ଲିଫ୍ଟ ଦେବା ବାହାନାରେ ନିମ‌ାପଡ଼ାରୁ ପୁରୀ ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପୁଲିସ୍‌ କନ୍‌ଷ୍ଟେବଲ୍‌ ସାମିଲ୍‌

ପୁରୀ: ପୁଣି ଏକ ଗଣଦୁଷ୍କର୍ମର ଅଭିଯୋଗ ଆସିଛି।  ନିମାପଡ଼ାରୁ ନେଇ ପୁରୀ ମଧ୍ୟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ପୁରୀର କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ପୁରୀର ଝାଡ଼େଶ୍ବରୀ କ୍ଲବ୍‌ ନିକଟ ଏକ କ୍ବାଟର୍ସରେ ଏହି ଗଣଦୁଷ୍କର୍ମ ହୋଇଥିବା ସୂଚନା ରହିଛି। ସବୁଠାରୁ ସାଘାତିକ କଥା…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଜଣେ ମୃତ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ବଂଶୀଧର ପ୍ରଧାନ (୫୦) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବଂଶୀଧର ଅନ୍ୟ ଜିଲ୍ଲାରେ କାମ କରୁଥିବା ବେଳେ ଛୁଟିରେ ଘର କେବିରି…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ମଝିରେ ବୁଡି ଗଲା ଟ୍ରଲର; ଛାତିଥରା ଦୃଶ୍ୟ ବଖାଣିଲେ ଉଦ୍ଧାର ପାଇଥିବା ମତ୍ସ୍ୟଜୀବୀ

ପୁରୀ: ଅସ୍ତରଙ୍ଗ-୨ ନାମକ ମାଛଧରା ଟ୍ରଲରରେ ସମୁଦ୍ରରୁ ମାଛଧରି ଫେରୁଥିଲେ ମତ୍ସ୍ୟଜୀବୀ । ଦେବୀମୁହାଁଣ ଦେଇ ଫେରୁଥିବାବେଳେ ଟ୍ରଲର ଫାଟି ଯିବାରୁ ତା’ ଭିତରେ ପାଣି ପଶିବାକୁ ଲାଗିଲା । ପାଣି ଅଟକାଇବାକୁ ଉଦ୍ୟମ କରିଥିଲେ, କିନ୍ତୁ ସଫଳ ହୋଇ ନଥିଲେ ମତ୍ସ୍ୟଜୀବୀ । ଆଉ ଟ୍ରଲର ଧିରେ ଧିରେ…
ଅଧିକ ଖବର ଦେଖନ୍ତୁ...

‘ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଆୱାର୍ଡ-୨୦୨୦ ପାଇଁ ଦରଖାସ୍ତ ଆହ୍ବାନ କଲା ‘ସମ୍ବାଦ ଗ୍ରୁପ୍‌’

ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ଗଣମାଧ୍ୟମ ସଂସ୍ଥା (ମିଡିଆ ହାଉସ୍‌) ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ସବୁ ବର୍ଷ ପରି ଏଥରକ ମଧ୍ୟ ‘ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ:୨୦୨୦’ ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଆଗ୍ରହୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନ ଧରି ଲାଗିରହିଥିବା ସ˚ଘର୍ଷ ସମାପ୍ତ ହେବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ପରିବାର ସହ ଖୁସିରେ ସମୟ ବିତିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨। ବୃଷ: ଉନ୍ନତିର ନୂଆ ମାର୍ଗ ଖୋଲିବ। ବନ୍ଧୁବର୍ଗଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟୀ ଲାଭବାନ ହେବେ। ଶୁଭରଙ୍ଗ:…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସଂଗ୍ରହ ହେଲା ୭୫ ପ୍ରତିଶତ ଘରୋଇ ଜମି; ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି। ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି ।  ଜମି ପ୍ରଦାନକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...