Daily Archives

December 3, 2019

ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜଙ୍କ ବାୟୋପିକରେ ନଜର ଆସିବେ ତାପସୀ ପନ୍ନୁ, ଫଟୋ ସେୟାର କରି ସ୍ପଷ୍ଟ…

ମୁମ୍ବାଇ: ଏବେ ବଡ଼ ବଡ଼ ବ୍ୟକ୍ତିତ୍ବମାନଙ୍କୁ ନେଇ ବାୟୋପିକ୍ ତିଆରି କରିବା ବଲିଉଡରେ ଏକ ଟ୍ରେଣ୍ଡ ପାଲଟି ଗଲାଣି। ନିଜ ନିଜ ପେସାରେ ଅଜସ୍ର ସଫଳତା ହାସଲ କରିଥିବା ବ୍ୟକ୍ତିିତ୍ବକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା ଅଧିକ ଥିବାରୁ ବଲିଉଡ ଏଭଳି ବା‌ୟୋପିକ୍…
ଅଧିକ ଖବର ଦେଖନ୍ତୁ...

ଦେଖାଶୁଣା କରି କରି ବିରକ୍ତ ହେବା ପରେ ଦେଢ଼ ବର୍ଷର ଭାଇକୁ ହତ୍ୟା କରି ଗଙ୍ଗା ନଦୀରେ ଫିଙ୍ଗିଲା ଭଉଣୀ

ହରିଦ୍ବାର: ହରିଦ୍ବାରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭଲ କରି ଦୁନିଆ ଦେଖି ନଥିବା ଭାଇର ଦେଖାଶୁଣା କରିବାରୁ ମୁକ୍ତି ପାଇବା ପାଇଁ ନାବାଳିକା ଭଉଣୀ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମାତା-ପିତା ଦୁହେଁ କାମ ପାଇଁ ବାହାରକୁ ଚାଲି ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ରୋଗରୁ ନିଜକୁ ଦୂରରେ ରଖିବା ପାଇଁ ଚାହୁଁଛନ୍ତି କି? ଆପଣାନ୍ତୁ ଆର୍ୟୁବେଦର ଏହି ୬ଟି ସୂତ୍ର

ଆଜିକାଲି ପ୍ରଦୂଷଣ ବଢ଼ିବା ସହ ଲୋକମାନେ ଏହାର ଶିକାର ହୋଇ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ଗୋଟିଏ କାରଣ ପ୍ରଦୂଷଣ ହୋଇଥିବା ବେଳେ ଅନ୍ୟ ଏକ କାରଣ ହେଉଛି ଖାଦ୍ୟପେୟରେ ଠିକ୍‌ ଠିକଣା ନ ରହିବା। ସମୟ ଅଭାବ ହେତୁ ଲୋକମାନେ ନିଜ ଖାଇବା ପିଇବାକୁ ଠିକ ନ କରୁଥିବାରୁ ଅନେକ…
ଅଧିକ ଖବର ଦେଖନ୍ତୁ...

ପୂଜକ କଲା ପାପ: ଗୀତା ଶିଖାଇବା ଆଳରେ ଲୁଟିଲା ନାବାଳିକାଙ୍କ ଇଜ୍ଜତ

ଅମରାବତୀ: ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତ ପୂଜାରୀକୁ ଏବେ ପୁଲିସ ଗିରଫ କରିଛି। ଘଟଣାଟି କଡପା ଜିଲ୍ଲାରେ ଘଟିଥିବା ବେଳେ ଗୀତା ଶିଖାଇବା ଆଳରେ ଅଭିଯୁକ୍ତ ଏଭଳି ଅପରାଧ କରିଥିଲା। ଅପରାଧ କରିବା ପରେ ଅଭିଯୁକ୍ତ  ପୂର୍ବ ଗୋଦାବରୀ ଜିଲ୍ଲାରେ ଲୁଚି ରହିଥିବା…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ବଦଲାପୁର’ରେ ନଗ୍ନ ଦୃଶ୍ୟ ଦେବା ପରେ ମୋତେ ଆଡଲ୍ଟ ଫିଲ୍ମର ଅଫର ଆସିବା ଆରମ୍ଭ ହୋଇଥିଲା:…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପତେ ଫିଲ୍ମରେ ଦେଇଥିବା ନଗ୍ନ ଦୃଶ୍ୟ ବିଷୟରେ ଏବେ ଆଲୋଚନା କରିଛନ୍ତି। ଫିଲ୍ମ 'ବଦଲାପୁର' ପରେ ଇଣ୍ଡଷ୍ଟ୍ରିରେ ତାଙ୍କ ଛବି କିଭଳି ହୋଇ ଯାଇଥିଲା, ସେ ବିଷୟରେ ଜଣାଇଛନ୍ତି ରାଧିକା। ନିଜର ଅଭିନୟ ବଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ଘଟଣା ପରେ ବେଙ୍ଗାଲୁରୁ ମେଟ୍ରୋର ବଡ଼ ପଦକ୍ଷେପ: ସୁରକ୍ଷା ଦୃଷ୍ଟିରୁ ମହିଳାମାନେ ଏହି ଅସ୍ତ୍ର ସାଥୀରେ…

ବେଙ୍ଗାଲୁରୁ: ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ସହ ଘଟିଥିବା ଘଟଣା ଏବେ ଦେଶବାସୀଙ୍କ ନିଦରୁ ଉଠାଇଛି। ଆଗାମୀ ଦିନରେ କାହା ସହ ମଧ୍ୟ ଏଭଳି ଘଟଣା ଘଟିପାରେ ବୋଲି ଅନୁଭବ କରିବା ସହ ଏଭଳି ଅପରାଧ ପାଇଁ ଅପରାଧୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିବା ଆରମ୍ଭ କରିଛନ୍ତି। ଏହା ସହ ମହିଳା…
ଅଧିକ ଖବର ଦେଖନ୍ତୁ...

ପୃଥ୍ଵୀ-୨ କ୍ଷେପଣାସ୍ତ୍ରର ସଫଳ ରାତ୍ରିକାଳୀନ ପରୀକ୍ଷଣ

ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଆଇଟିଆରର ପୃଥ୍ଵୀ-୨ କ୍ଷେପଣାସ୍ତ୍ର ଏୟାରଫୋର୍ସ ଭର୍ସନର ରାତ୍ରୀକାଳୀନ ବ୍ୟବହାରିକ ପରୀକ୍ଷା କରାଯାଇଛି । ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ୫୦ ମିନିଟରେ ଏହି ପରୀକ୍ଷଣ ହୋଇଥିବା ବେଳେ ତାହା ସଫଳ ହୋଇଥିବା ବିଭାଗୀୟ ସୂତ୍ରରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଶୋଇବା ସମୟରେ ଦମ୍ପତ୍ତିଙ୍କୁ ହତ୍ୟା କରି ମୃତ ମହିଳାଙ୍କ ସହ ଓ ପରେ ତାଙ୍କ ୧୦ବର୍ଷୀୟା ଝିଅ ସହ ଦୁଷ୍କର୍ମ କଲା ଯୌନ…

ଆଜମଗଡ: ଉତ୍ତରପ୍ରଦେଶର ଆଜମଗଡରୁ ଏକ ଯୌନ ପାଗଳକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣକ ଯେଉଁଭଳି ଭାବରେ ଦମ୍ପତ୍ତିଙ୍କୁ ହତ୍ୟା କରିବା ପରେ ମହିିଳାଙ୍କ ମୃତଦେହ ସହ ଦୁଷ୍କର୍ମ କରିଥିଲା, ତାହା ଜାଣିବା ପରେ ଏବେ ସମସ୍ତଙ୍କ ଲୋକ ଟାଙ୍କୁରି ଉଠିଛି। ସପ୍ତାହକ ତଳେ ମୁବାରକପୁରରେ ଏଭଳି ଘଟଣା…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦେଶକଙ୍କ ଶଯ୍ୟାସଙ୍ଗିନୀ ହେବାକୁ ମନା କରିବାରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ମୋ ହାତରୁ ଚାଲି ଯାଇଛି: ନରଗିସ୍…

ମୁମ୍ବାଇ: ଫିଲ୍ମ ‘ରକଷ୍ଟାର’ ଜରିଆରେ ବଲିଉଡରେ ପ୍ରବେଶ କରିବା ସହ ଚର୍ଚ୍ଚିତ ହୋଇଥିଲେ ଅଭିନେତ୍ରୀ ନରଗିସ୍ ଫକରୀ। ଏବେ ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖିବାକୁ ପାଉ ନଥିବା ବେଳେ ଏହା ପଛରେ ଥିବା ସତ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଅଭିନେତ୍ରୀ ନରଗିସ୍। ଜଣେ ଆଡଲ୍ଟ ଷ୍ଟାରଙ୍କୁ…
ଅଧିକ ଖବର ଦେଖନ୍ତୁ...

୪୫ଦିନ ଅନିଦ୍ରା ରହିବା ପରେ ଭାରତୀୟ ମେକାନିକାଲ ଇଞ୍ଜିନିୟରଙ୍କୁ ମିଳିଥିଲା ଲ୍ୟାଣ୍ଡର ‘ବିକ୍ରମ’ର ପତ୍ତା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ପୂବର୍ରୁ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲା ଇସ୍ରୋ ଦ୍ବାରା ପଠାଯାଇଥିବା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର 'ବିକ୍ରମ'। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ‘ବିକ୍ରମ’ ସଫଳ ହୋଇ ପାରି ନ ଥିଲା । ଚନ୍ଦ୍ର ପୃଷ୍ଠରେ…
ଅଧିକ ଖବର ଦେଖନ୍ତୁ...