Daily Archives

December 4, 2019

ମହିଳାଙ୍କୁ ଏକା ଫେରୁଥିବା ଦେଖି କାମ କରୁଥିବା ହୋଟେଲରେ ଛାଡ଼ିଲା ପୁଲିସ, ଭିଡିଓରେ ଦେଖନ୍ତୁ ମ୍ୟାନେଜରଙ୍କୁ କିଭଳି…

ହରଦୋଇ(ଊତ୍ତରପ୍ରଦେଶ): ଆଜିକାଲି ଦେଶର ବିଭିନ୍ନ କୋଣରେ ଘଟୁଥିବା ଦୁଷ୍କର୍ମ ଘଟଣା ବିଷୟରେ ଜାଣି ମହିଳାମାନେ ଘରୁ ବାହାରିବାକୁ ଡ଼ରିଲେଣି। ରାସ୍ତାରେ ଏକା ଯାଉଥିବା ମହିଳାଙ୍କ ସହ କିଛି ବି ଘଟିପାରେ, ଏହି ଡ଼ର ଏବେ ସମସ୍ତଙ୍କ ମନରେ। ଖାସ୍ କରି ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟରୁ ହୋଇଥିବା ଲାଭ ବଣ୍ଟାକୁ ନେଇ ଭାଇକୁ ହତ୍ୟା ଅଭିଯୋଗ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ନିଜ ଭାଇକୁ ଦୁଇ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଇଟା ଭାଟିରୁ ହୋଇଥିବା ଲାଭକୁ ବଣ୍ଟାଯିବା ସମୟରେ ଝଗଡ଼ା ହେବା ପରେ ଏଭଳି ହତ୍ୟାକାଣ୍ଡ ଘଟିଛି। ମଙ୍ଗଳବାର ଏ ନେଇ ସୂଚନା ମିଳିବା ପରେ ଇରାଦତନଗର ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ଅଧିକ ଖାଇବା ଦ୍ୱାରା ନୁହେଁ, ଜାଣନ୍ତୁ ଓଜନ ବଢ଼ିବାର ପ୍ରକୃତ କାରଣ

ଓଜନ ବଢ଼ିବା ସମସ୍ୟା ଆଜିକାଲି ଅତ୍ୟନ୍ତ ସାଧାରଣ ହୋଇଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

୬ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ କରି ଗିରଫ ହେଲେ ୬୧ ବର୍ଷୀୟ ବୃଦ୍ଧ

ମୁମ୍ବାଇ: ମୁମ୍ବାଇର କୁର୍ଲା ଅଞ୍ଚଳରେ ଜଣେ ୬ବର୍ଷୀୟା ଶିଶୁ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ଜଣଙ୍କ ୬୧ବର୍ଷୀୟ ବୃଦ୍ଧ ବୋଲି ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଥିବା ଜଣାପଡ଼ିଛି। ଘଟଣାଟି…
ଅଧିକ ଖବର ଦେଖନ୍ତୁ...

ଖୁଲାସା କଲେ ପ୍ରିୟଙ୍କା: ଏହି ଦୁଇଦିନ ବଢ଼ିଥାଏ ଓଜନ

ମୁମ୍ବାଇ: ବିଶ୍ବସ୍ତରରେ ଭାରତକୁ ଚର୍ଚ୍ଚିତ କରାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ସୌନ୍ଦର୍ଯ୍ୟ ସହ ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା‌ନ୍ତି। ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସେ ନିଜର ପରିଚୟ ତିଆରି କରି ସାରିଥିବା ବେଳେ ଏବେ ନିଜର ଫିଟନେସକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବିବାହ ଦିନ ବରଯାତ୍ରୀଙ୍କୁ ବାଟରେ ଅଟକାଇ ଚାଲୁଥିବା ଆନ୍ଦୋଳନରେ ଯୋଗ ଦେଲା ବର, ତା’ପରେ….

ମହୋବା(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ବର କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହ କରିବାକୁ ଯାଉଥିବା ବେଳେ ଅଧାବାଟରେ ବରଯାତ୍ରୀଙ୍କୁ ଅଟାକାଇବା ଓ ରାସ୍ତାରେ ହେଉଥିବା ଆନ୍ଦୋଳନରେ ସାମିଲ ହେବା ଘଟଣା ଏବେ ବରକୁ ପ୍ରଶଂସାର ପାତ୍ର ବନାଇଛି। କୌଣସି…
ଅଧିକ ଖବର ଦେଖନ୍ତୁ...

କୃଷି ଋଣ ଛାଡ଼ ଯୋଜନ‌ାର ଲାଭ ଉଠାଇଥିବାର ଆରୋପ ଲାଗିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ରିତେଶ

ନୂଆଦିଲ୍ଲୀ: କମେଡିଆନ୍ ହେଉ ବା ଭିଲେନ, ବଡ଼ ପରଦାରେ ସବୁ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ଅଭିନେତା ରିତେଶ ଦେଶମୁଖ। କୌଣସି ଫିଲ୍ମରେ ମୁଖ୍ୟ କଳାକାର ଭ‌ାବେ ନଜର ନ ଆସି ମଧ୍ୟ ସେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସବୁବେଳେ ନିଜର ଫିଲ୍ମ ଓ ଅଭିନୟ ପାଇଁ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓ ପକ୍ଷରୁ ନୂଆ ଅଲ-ଇନ-ୱାନ ପ୍ଲାନ ଘୋଷଣା, ଶୁକ୍ରବାରଠାରୁ କାର୍ଯ୍ୟକାରୀ ହେବ ନୂଆ ପ୍ଲାନ

ମୁମ୍ବାଇ : ରିଲାଏନ୍ସ ଜିଓ ପକ୍ଷରୁ ଆଜି ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି । ଜିଓ ଗ୍ରାହକମାନଙ୍କୁ ପୂର୍ବ ପ୍ଲାନ ତୁଳନାରେ ୩୦୦ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଥିବା ଏହି ପ୍ଲାନ ସମୂହ ସର୍ବଶ୍ରେଷ୍ଠ ସେବା ସର୍ବନିମ୍ନ ମୂଲ୍ୟରେ ପ୍ରଦାନ କରିବାନେଇ ଜିଓର ପ୍ରତିବଦ୍ଧତାକୁ…
ଅଧିକ ଖବର ଦେଖନ୍ତୁ...

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କ ପାଇଁ ହେଉଥିବା ଫାଶୀଦଣ୍ଡ ଦାବିକୁ ବିରୋଧ କଲେ ପବନ କଲ୍ୟାଣ,…

ହାଇଦ୍ରାବାଦ: ଅଭିନେତାରୁ ନେତା ପାଲଟିଥିବା ପବନ କଲ୍ୟ‌ାଣ ହାଇଦ୍ରାବାଦ ସହରରେ ଘଟିଥିବା ଘଟଣାକୁ ନେଇ ବିବାଦୀୟ ପ୍ରତିକ୍ରିୟା ରଖିଛନ୍ତି। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ପରେ ଏବେ ଦେଶବାସୀ ୪ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରୁଥିବା ବେଳେ ପବନ କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...