Daily Archives

December 4, 2019

ଦେଶରେ ପିଆଜ ଅଭାବ, ତୁର୍କୀରୁ ଆଉ ୪ ହଜାର ଟନ ପିଆଜ ମଗାଇଲେ ଭାରତ ସରକାର

ନୂଆଦିଲ୍ଲୀ : ଦେଶରେ ପିଆଜର ଆକାଶଛୁଆଁ ଦରବୃଦ୍ଧି ଖାଉଟିଙ୍କୁ କନ୍ଦାଉଛି । ଦେଶରେ ଅନେକ ଭାଗରେ ପିଆଜ ଦର ଏବେ କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି । ଏହା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଦେଶରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆଜି ଆଉ ୪ ହଜାର ଟନ ପିଆଜ ଆମଦାନୀ…
ଅଧିକ ଖବର ଦେଖନ୍ତୁ...

ଫେସବୁକ୍ ଲାଇଭ୍ କରି ଖୁଲାସା କଲେ ମଲୟାଲମ୍ ଅଭିନେତ୍ରୀ; ମୋ ଲିଭ୍-ଇନ୍ ପାର୍ଟନର ମୋତେ ହତ୍ୟା କରିବା ସହ ଏସିଡ୍ ମାଡ଼ର…

ନୂଆଦିଲ୍ଲୀ: ଫେସବୁକ୍ ଲାଇଭ୍ କରି ନିଜ ଲିଭ୍-ଇନ୍ ପାର୍ଟନରକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ମଲୟାଲମ୍ ଓ ତାମିଲ ଅଭିନେତ୍ରୀ ଅଞ୍ଜଳି ଆମେର। ଅଞ୍ଜଳି ଜଣେ କିନ୍ନର ହୋଇଥିବା ବେଳେ ୨୦୧୮ ବିଗ୍ ବସ୍ ମଲୟାଲମରେ ନଜର ଆସି ସେ ଲୋକପ୍ରିୟତା ହାସଲ କରିଥିଲେ। ଏହା ସହ ତାମିଲ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ନିର୍ମାତାଙ୍କ ବିବାଦୀୟ ବୟାନ : ଦୁଷ୍କର୍ମକାରୀ କବଳରୁ ଜୀବନ ବଞ୍ଚାଇବା ଲାଗି ତା’ର ଯୌନ ଇଚ୍ଛାକୁ ପୂରଣ କରିବା…

ନୂଆଦିଲ୍ଲୀ:  ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହ ଘଟିଥିବା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାକୁ ନେଇ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶବାସୀ ଏକତ୍ରିତ ହୋଇଥିବା ବେଳେ ଜଣେ ଫିଲ୍ମ ନିର୍ମାତା କରିଥିବା ଫେସବୁକ୍ ପୋଷ୍ଟ ଏବେ ବିବାଦୀୟ ହେବାରେ ଲାଗିଛି। ନିଜ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ନବରଙ୍ଗପୁର :ନବରଙ୍ଗପୁର ସହରର ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଜଣେ ଯୁବକକୁ ନବରଙ୍ଗପୁର ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ସହରର ଜଣେ ନାବାଳିକା ଅପହରଣ ଓ ବଳତ୍କାର କରିବା ଅଭିଯୋଗରେ ନବରଙ୍ଗପୁର ସହରର ଗାଦବାଗୁଡା ଅଞ୍ଚଳର ଅମିତ ହରିଜନ ନାମକ ଏକ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର : ନିଆଁ ଲାଗି ୫ଟି ଧାନଗଦା ନଷ୍ଟ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାଲହାଣ୍ଡି ବ୍ଲକର ଖୁଣ୍ଟିଆ ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ସମ୍ପୁର୍ଣ୍ଣ ଭାବେ ୫ଟି ଧାନ ଗଦା ନଷ୍ଟ ହୋଇଯାଇଛି। ଖୁଣ୍ଟିଆ ଗ୍ରାମର ସୁନାଧର ସୌରା, ହରୀହର ନାୟକ, ଯୁଧିଷ୍ଠିର ନାୟକ, ଓ ଚୈତନ୍ୟ ଭତରାଙ୍କ ପ୍ରାୟ ୧୨ଟି  ଧାନଗଦା  ଗୋଟିଏ ପାଖରେ ଅମଳ…
ଅଧିକ ଖବର ଦେଖନ୍ତୁ...

ସ୍ବାସ୍ଥ୍ୟ ପରୀକ୍ଷା ପରେ ରାଜ୍ୟସଭା ଅଧିବେଶନରେ ‌‌ଯୋଗଦେବେ ଚିଦମ୍ବରମ୍‌; ସୂଚନା ଦେଲେ ପତ୍ନୀ ନଳିନୀ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ଓ ମନି ଲଣ୍ଡିରିଂ ମାମଲାରେ ଅଭିଯୁକ୍ତ ଥାଇ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ରାଜ୍ୟସଭା ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ଜାମିନ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରା ଦିନ ଉତ୍ସାହିତ ରହିବେ। ଆପଣଙ୍କ ପରଖିବା ଶକ୍ତି ଆଗକୁ ବଢ଼ାଇବ। କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା:୨। ବୃଷ: ନିଜ କାମରେ ସଫଳ ହେବେ। ବେପାର ବୃତ୍ତିରେ ମନଲାଖି ପରିବର୍ତ୍ତନ ହେବ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ସମ୍ମାନିତ ହେଲେ ଟ୍ରାଫିକ୍‌ ପୋଷ୍ଟ୍‌ରୁ ଡେଇଁ ୪ ଜଣଙ୍କ ଜୀବନ ବଞ୍ଚାଇଥିବା ଟ୍ରାଫିକ୍‌ ପୁଲିସ୍‌

ଭୁବନେଶ୍ବର: ଚାରି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଟ୍ବିନ୍‌ସିଟି କମିସନନରେଟ୍‌ ପୁଲିସ୍‌ ବୁଧବାର ଟ୍ରାଫିକ୍‌ ହାବିଲଦାର ଲଲିତ ମୋହନ ରାଉତଙ୍କୁ ସମ୍ମାନିତ କରିଛନ୍ତି। କମିସନନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟରେ ପୁଲିସ୍‌ କମିସନର ସୁଧାଂଶୁ ସଡଙ୍ଗୀ ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ସ୍ଥିତି ସୁଧୁରିବା ପରେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହେବ : ଉପରାଜ୍ୟପାଳ ମୁର୍ମୁ

ଶ୍ରୀନଗର : କଶ୍ମୀର ରେ ସ୍ଥିତି ଆହୁରି ସ୍ୱାଭାବିକ ହେଲେ ଇଣ୍ଟରନେଟ ସେବା ଆରମ୍ଭ ପାଇଁ ଅନୁମତି ଦିଆଯିବ । ଘାଟିର ସ୍ଥିତି ଉପରେ ନଜର ରଖାଯାଇଛି ଓ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହେଉଛି ବୋଲି ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି । ସ୍ଥିତିକୁ ଦେଖି ପର୍ଯ୍ୟାୟକ୍ରମେ ଇଣ୍ଟରନେଟ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ହେଲା ଇଚ୍ଛାଧୀନ ! ନ ପିନ୍ଧିଲେ ବି କଟିବନି ଚାଲାଣ !!

ଗାନ୍ଧୀନଗର: ‌ଏଣିକି ହେଲ୍‌ମେଟ୍‌ ପିନ୍ଧିବା ଯାତ୍ରୀଙ୍କ ପାଇଁ ଇଚ୍ଛାଧୀନ ‌ହୋଇଛି। ଓଡ଼ିଶାରେ ନୁହେଁ ବରଂ, ନିଜ ରାଜ୍ୟରେ ଏପରି ନୂଆ ନିୟମ ଲାଗୁ କରିଛନ୍ତି ଗୁଜୁରାଟ ସରକାର। ଏଭଳି ନିଷ୍ପତ୍ତି ନେବାରେ ଗୁଜୁରାଟ ରାଜ୍ୟରେ ପ୍ରଥମ। ଏହି କୋହଳ ନିର୍ଦ୍ଦିଷ୍ଟ ଅଞ୍ଚଳ ଲାଗି କରାଯାଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...