Daily Archives

December 5, 2019

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ, ଅଭିଯୁକ୍ତ ପ୍ରେମିକ ଗିରଫ

ଲକ୍ଷ୍ମୀପୁର: ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଦିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ କହିଛି। ନାବାଳିକାକୁ ଜଣେ ପୂର୍ବତନ ସାଂସଦଙ୍କ ସରକାରୀ ବାସଭବନରେ ୧୦ ଦିନ ଧରି ଶାରୀରିକ ସଂପର୍କ ହୋଇଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି : ଦେଶର ସବୁ ଥାନାରେ ରହିବ ‘ମହିଳା ଡେସ୍କ’

ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି। ଦେଶର ସବୁ ଥାନାରେ ରହିବ ମହିଳା ଡେସ୍କ। ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦେଶରେ ଦିନକୁ ଦିନ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କ ଅଭିନବ ଆନ୍ଦୋଳନ ପରେ ଚେତିଲା ପ୍ରଶାସନ: ବେଲଘର ହାଇସ୍କୁଲକୁ ଜଣେ ଶିକ୍ଷକ ଓ ୨ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ତୁମୁଡିବନ୍ଧ/ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଗୁରୁବାର ହୋଇଥିବା ଛାତ୍ରଙ୍କ ଆନ୍ଦୋଳନର ଫଳ ଶୁକ୍ରବାର ମିଳିଛି। ଛାତ୍ରଙ୍କ ଆନ୍ଦୋଳନ ପରେ ଏହି ପ୍ରଶାସନ ସ୍କୁଲରେ ଜଣେ ଶିକ୍ଷକ ଓ ୨ ଜଣ ଶିକ୍ଷୟିତ୍ରୀଙ୍କୁ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଶ୍ୱାସରୁ ଆଶ୍ୱସ୍ତି ଦେଇଥାଏ ମହୁ ଏବଂ ସୋରିଷ ତେଲ

ଆସ୍ଥମା ହେଉଛି ଏକ ଶ୍ୱାସଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ…
ଅଧିକ ଖବର ଦେଖନ୍ତୁ...

ଭାଇକୁ ଫେସ୍‌ବୁକ୍‌ରୁ ଅନ୍‌ଫ୍ରେଣ୍ଡ କରିବା ଭଉଣୀକୁ ମହଙ୍ଗା ପଡ଼ିଲା; ଘଟଣାସ୍ଥଳରେ ଚାଲିଗଲା ଜୀବନ

ଓ୍ଵାସିଂଟନ: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀକୁ ହତ୍ୟାକରିବା ଅଭିଯୋଗରେ ପୁଲିସ ଭାଇକୁ ଗିରଫ କରିଛି। ମୃତ ଭଉଣୀଙ୍କ ନାମ ଅମଣ୍ଡା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଭାଇ ମୋଜେସକୁ ଭଉଣୀ ଅମଣ୍ଡା ଫେସବୁକରୁ ଅନଫ୍ରେଣ୍ଡ୍‌ କରି ଦେଇଥିଲା। ଏଥିରେ ଭାଇର…
ଅଧିକ ଖବର ଦେଖନ୍ତୁ...

ପୁଣି ଏକାଠି ନଜର ଆସିବେ ରଣବୀର କପୁର ଓ ଦୀପିକା!

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ ଓ ମୌନି ରଏଙ୍କ ସହିତ ନିଜର ଆଗ‌ାମୀ ସିନେମା ‘ବ୍ରହ୍ମାସ୍ତ୍ର’ର ସୁଟିଂ ମନାଲିରେ କରୁଛନ୍ତି। ତେବେ ନିକଟରେ ଖବର ଆସିଛି କି, ରଣବୀର କପୁର ଓ ଦୀପିକା ପାଦୁକୋନ୍‌ ଦୁହେଁ ପ୍ରେମ ସମ୍ପର୍କ ଅଧାରିତ କାହାଣୀରେ ନଜର…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା: ଆଜୀବନ ସଜା ଭୋଗୁଥିବା ୫ ବନ୍ଦୀଙ୍କୁ ମିଳିଲା ଜାମିନ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ପାଞ୍ଚ ଜଣ ଆଜୀବନ କାରାଗାର ରେ ଦଣ୍ଡିତ ବନ୍ଦୀଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି.ଏମାନେ ହତ୍ୟା ମାମଲା ରେ ଆଜୀବନ ସଜ୍ଜା କାଟୁଥିବା ବେଳେ ରାଜ୍ୟ ମିଥ୍ୟା ମକଦମା…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ହତ୍ୟା କରିବା ପରେ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି ବୋଲି ଦର୍ଶାଇବା ପାଇଁ ୧୧ଦିନ ପୂର୍ବରୁ ନାଗ ସାପକୁ ଆଣି…

ଇନ୍ଦୋର: କନାଡିଆ ଥାନା ପୁଲିସ ପତ୍ନୀଙ୍କୁ ତକିଆ ତଳେ ଚାପି ଶ୍ୱାସରୁଦ୍ଧ କରି ହତ୍ୟା କରିବା ଅପରାଧରେ ସ୍ୱାମୀଙ୍କୁ ଗିରଫ କରିଛି। ଗିରଫ ସ୍ୱାମୀଙ୍କ ନାମ ଅମିତେଶ ପଟେରିଆ ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ, ସଞ୍ଚାର ନଗରରେ ଶିବାନୀ ପଟୋରିଆଙ୍କୁ ସାପ କାମୁଡ଼ି ଦେଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

୬୦ବର୍ଷ ବୟସରେ ଏହି ୩୧ବର୍ଷୀୟା ଅଭିନେତ୍ରୀଙ୍କୁ ନିଜର ପ୍ରେମିକା ବନାଇବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ

ମୁମ୍ବାଇ: କିଛି ମାସ ତଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନିକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ 'ସଞ୍ଜୁ' ରିଲିଜ୍ ହୋଇଥିଲା। ଏହି ଫିଲ୍ମ ଜରିଆରେ ସଞ୍ଜୟ ଦତ୍ତଙ୍କ ଅନେକ ବ୍ୟକ୍ତିଗତ କଥା ସାମ୍ନାକୁ ଆସିଥିଲା। ଖାସ୍ କରି ତାଙ୍କ ପ୍ରେମିକାଙ୍କ ସଂଖ୍ୟାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ମହଲାରୁ ଖସି ପଡ଼ି ଚେତା ହରାଇଥିଲେ ପ୍ରେମୀଯୁଗଳ; ଚେତା ଆସିବା ପରେ କହିଲେ ଆମେ ସ୍କୁଟିରୁ ପଡ଼ି ଯାଇଥିଲୁ

ଜୟପୁର: ରାଜସ୍ଥାନରେ ଝୋଟଓ୍ଵାଡାରେ ଏକ ପ୍ରେମୀଯୁଗଳ ମଦ ନିଶାରେ ତିନି ମହଲା କୋଠାରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉକ୍ତ ଯୁବକ-ଯୁବତୀଙ୍କୁ ପଡ଼ିଶାଘର ଲୋକ ଉଚିତ ସମୟରେ ଉଦ୍ଧାର କରି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଫଳରେ ଦୁହିଁଙ୍କ ଜୀବନ ରକ୍ଷା ପାଇ ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...