Daily Archives

December 6, 2019

ଟେକନିସିଆନ୍‌ ଅଭାବ: ପଡିରହିଛି ୧୫ ଲକ୍ଷ ଟଙ୍କାର ନୂଆ ଏକ୍ସ-ରେ ମେସିନ୍‌, ରୋଗୀ ହନ୍ତସନ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ତରଫରୁ ଗତ ସେପ୍ଟେମ୍ବରରେ ଯୋଗାଇ ଦିଆଯାଇଥିବା ନୂଆ ଏକ୍ସ-ରେ ମେସିନ ରୋଗୀଙ୍କ ସେବାରେ ଲାଗି ନପାରି ଏହା ପଡ଼ିରହିଛି। ଏହି ମେସିନକୁ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିଲା। ଏକ୍ସରେ ମେସିନ୍‌କୁ…
ଅଧିକ ଖବର ଦେଖନ୍ତୁ...

ନେହାଙ୍କୁ କ୍ଷମା ମାଗିଲେ କମେଡି କଳାକାର ଗୌରବ ଓ କିକୁ

ମୁମ୍ବାଇ: ଗାୟିକା ନେହା କକ୍କଡଙ୍କୁ କ୍ଷମା ମାଗିଲେ କମେଡି କଳାକାର ଗୌରବ ଗୈରା । ନିଜ ଆପତ୍ତିଜନକ ଟିପ୍ପଣୀ ପାଇଁ ଦୁଖିତ ଥିବା କହି ନେହାଙ୍କୁ କ୍ଷମା ମାଗିଛନ୍ତି ଗୌରବ । କ୍ଷମା ମାଗିବା ସହ ଗୌରବ କହିଛନ୍ତି ଏଭଳି ବୟାନ ସେ ଆଉ ଦୋହରାଇବେ ନାହିଁ | କମେଡି ଆଳରେ ନେହାଙ୍କ ଉପରେ ଆପତ୍ତିଜନକ…
ଅଧିକ ଖବର ଦେଖନ୍ତୁ...

କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଛତ୍ରପୁର: କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାବିଲି ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି | ମିଳିଥିବା ସୂଚନା ମୁତାବକ କର୍ତ୍ତବ୍ୟରେ ଅବହେଳା, ଉପରିସ୍ଥ ଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ୱେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ, କୋହଲି-ରାହୁଲଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ: ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଶୁକ୍ରବାର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୦୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୭୨ ବର୍ଷିଅ ଦୋକାନୀ ଥାନାରେ ଅଟକ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଅଭୟଚାନ୍ଦପୁର୍‌ ଥାନା ନୋଳିଆ ସାହିରେ ଜଣେ ନାବାଳିକାକୁ ଦୁଷ୍କର୍ମ କରା ଯାଇଥିବା ଶୁକ୍ରବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ୭୨ ବର୍ଷ ବୟସର ଜଣେ ବୃଦ୍ଧକୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ଗାଁ ଲୋକେ ଏହି…
ଅଧିକ ଖବର ଦେଖନ୍ତୁ...

ବୁମରାଙ୍କୁ ସମାଲୋଚନା କଲେ ପାକିସ୍ତାନର ପୂର୍ବତନ ଖେଳାଳୀ ଅବଦୁଲ ରଜାକ

କରାଚୀ: ନିଜର ବୋଲିଂ ପାଇଁ କ୍ରିକେଟ ଜଗତରେ ପ୍ରଶଂସା ସାଉଁଟୁଥିବା ବୁମରାଙ୍କୁ ବେବି ବୋଲର କହିଲେ ପାକିସ୍ତାନର ପୂର୍ବତନ ଖେଳାଳୀ । ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳାଳୀ । ରଜାକ ବୁମରାଙ୍କୁ ବେବି ବୋଲର କହିବା ସହ…
ଅଧିକ ଖବର ଦେଖନ୍ତୁ...

ପୁରୁଷଙ୍କୁ ଫୁଟବଲ ଖେଳିବାକୁ କାହିଁକି ଭଲ ଲାଗେ ? ଉତ୍ତର ଦେଇ ଆଇଏଏସ ପାଇଲେ ଏହି ଯୁବତୀ

ଡେରାଡୁନ: ୟୁପିଏସସି ୨୦୧୮ରେ ୯୭ ରାଙ୍କ ପାଇଥିବା ଡେରାଡୁନର ହିମାଦ୍ରୀ କୌଶିକ ସାକ୍ଷାତକାରରେ କେଉଁ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ତାହା ଆଜି ଆମେ ଆପଣଙ୍କୁ କହିବୁ | ଏହି ପ୍ରଶ୍ନର ସଠିକ ତଥା ନିଜ ବୁଦ୍ଧି ବଳରେ ଉତ୍ତର ଦେଇ ସେ ବିଚାରକମାନଙ୍କୁ ପ୍ରଭାବିତ କରିପାରିଥିଲେ | ହିମାଦ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ବଜାରରୁ ୬୩ ହଜାରରୁ ଅଧିକ କାର ଫେରାଇନେବ ମାରୁତି ସୁଜୁକି, ତାଲିକାରେ ନାହିଁ ତ ଆପଣଙ୍କ କାର !

ମୁମ୍ବାଇ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ବଜାରରୁ ୬୩ ହଜାରରୁ ଅଧିକ କାର ଫେରାଇନେବାକୁ ନିଷ୍ପତ୍ତି ନେଇଛି | ମାରୁତି ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନିଆଯାଇଛି | କମ୍ପାନୀ ପକ୍ଷରୁ ସିଆଜ, ଏରଟିଗା ଓ ଏକ୍ସଏଲ ୬ ମଡେଲର ୬୩…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୁସି ମନରେ ରହିବେ। ଜୀବନସାଥୀଙ୍କ ଠାରୁ ସୁଖ ମିଳିବ। ଆୟର ନୂଆ ବାଟ ମିଳିପାରେ। ସମାଜରେ ମାନ ସମ୍ମାନ ବୃଦ୍ଧି। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୪। ବୃଷ: ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

୨୦ଟି ଖଣି ନିଲାମ ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ଥିବା ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ପାଇଁ ଆଜି ସାନି ଟେଣ୍ଡର ଆହ୍ଵାନ କରିଛନ୍ତି ଓଡ଼ିଶା ସରକାର । ପୂର୍ବ ଟେଣ୍ଡର ପ୍ରକ୍ରିୟାରେ କେତେକ ତ୍ରୁଟି କାରଣରୁ ଗତ ୨ ତାରିଖରେ ଏସବୁ ଖଣିଗୁଡ଼ିକର ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରାଯାଇଥିଲା । ଏହି ୨୦ଟି ଖଣି ମଧ୍ୟରେ ରହିଛି…
ଅଧିକ ଖବର ଦେଖନ୍ତୁ...