Daily Archives

December 7, 2019

ଭଦ୍ରକ-ଧାମରା ସ୍ୱତନ୍ତ୍ର ରାଜପଥ ନିର୍ମାଣ ନେଇ ମିଳୁନି ସବୁଜ ସଙ୍କେତ

ଭଦ୍ରକ: ଭଦ୍ରକ ଠାରୁ ଧାମରା ବନ୍ଦରକୁ ସ୍ୱତନ୍ତ୍ର ରାଜପଥ ନିର୍ମାଣ ନେଇ ସବୁଜ ସଙ୍କେତ ମିଳୁ ନାହିଁ। ଏହି ବନ୍ଦରର ପରିଚାଳନା ଦାୟିତ୍ୱ ଏବେ ଆଦନି ହାତରେ ରହିଛି। ପ୍ରଥମେ ଏହାକୁ ଟାଟା ଓ ଏଲଆଣ୍ଡଟି ଆରମ୍ଭ କରିଥିଲେ। ସରକାରଙ୍କଠାରୁ ୩୦ ବର୍ଷର ଚୂକ୍ତି ଭିତ୍ତିିରେ ଏଇ ଦୁଇ କମ୍ପାନି…
ଅଧିକ ଖବର ଦେଖନ୍ତୁ...

ମୁଁ ଜଣେ ଭାରତୀୟ ହୋଇ ମଧ୍ୟ ମୋତେ ତାହାର ପ୍ରମାଣ ଦେବାକୁ ପଡ଼ୁଛି: ଅକ୍ଷୟ କୁମାର

ମୁମ୍ବାଇ: ସମାଜରେ ପରିବର୍ତ୍ତନ ଆଣିବା ଭଳି ଫିଲ୍ମ କରି ପ୍ରଶଂସାର ପାତ୍ର ବନିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। କିନ୍ତୁ ଭଲ କାମ କରି ମଧ୍ୟ ଅନେକ ସମୟରେ ତାଙ୍କ ପାଖରେ ଥିବା କାନାଡାର ନାଗରିକତାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅତୀତରେ ତାଙ୍କୁ କାନାଡାର…
ଅଧିକ ଖବର ଦେଖନ୍ତୁ...

କେଶ ଝଡ଼ିବା ସମସ୍ୟାକୁ ଦୂର କରେ ଗ୍ରୀନ୍‌ ଟି, ଏହି ସବୁ ଜିନିଷ ସହ ମିଶାଇ କରନ୍ତୁ ବ୍ୟବହାର

ଆଜିକାଲି ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହାର ପ୍ରଭାବ ମଣିଷ ଶରୀର ଉପରେ ପଢ଼ୁଛି । ଖାସ୍‌ କରି କେଶ ଉପରେ ଏହାର ପ୍ରଭାବ ଅଧିକ ପଡ଼ୁଛି । ଶୀତଦିନେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଏହି ଦିନେ କେଶ ଅଧିକ ମାତ୍ରାରେ ଝଡ଼ିଥାଏ । ତେବେ କେଶ ଝଡ଼ିବା ସମସ୍ୟାକୁ ଗ୍ରୀନ୍‌ ଟିର ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ନିକ୍ ଜୋନସଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ଏହି ବଲିଉଡ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକୀୟ କଣ୍ଠଶିଳ୍ପୀ ନିକ୍ ଜୋନସଙ୍କ ବିବାହକୁ ବର୍ଷେ ପୂରିଥିବା ବେଳେ ଏହି ବର୍ଷକ ମଧ୍ୟରେ ଦୁହେଁ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ। ଦୁହିଁଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖାଯାଇଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ବାପା ବିଏମଡବ୍ଲ୍ୟୁ ଗାଡ଼ି କିଣିବାକୁ ରାଜି ନ ହେବାରୁ ସୋ’ ରୁମ୍ ଭିତରକୁ ଯାଇ ଗାଡ଼ି ସହ ଏଭଳି କାମ କଲେ ଯୁବକ

ନୂଆଦିଲ୍ଲୀ:  ଚୀନର ଜଣେ ଯୁବକ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାପା ଦାମୀ ବିଏମଡବ୍ଲ୍ୟୁ ଗାଡ଼ି କିଣି ଦେବାକୁ ରାଜି ନ ହେବାରୁ ସୋ’ ରୁମ୍ ଭିତରକୁ ଯାଇ ଯୁବକ ଜଣଙ୍କ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବାହାରେ ବାପାଙ୍କ ସହ ଫୋନରେ କଥା ହୋଇ ବିଏମଡବ୍ଲ୍ୟୁ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ହେବା ପୂର୍ବରୁ ଏଭଳି ପେସା ସହ ଜଡ଼ିତ ଥିଲେ କିଆରା

ମୁମ୍ବାଇ: ଫିଲ୍ମ 'କବୀର ସିଂହ'ରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ଅଭିନେତ୍ରୀ କିଆରା ଆଡଭାନୀ। ପୂର୍ବରୁ ତାଙ୍କୁ ଅନେକ ଫିଲ୍ମରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଫିଲ୍ମ 'କବୀର ସିଂହ'ର ପ୍ରୀତି ଚରିତ୍ର ତାଙ୍କୁ ଅଧିକ ଲୋକପ୍ରିୟ କରାଇଥିଲା। ଏବେ ତାଙ୍କ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷର ନାବାଳିକାକୁ ୧୦ ଟଙ୍କା ଦେଇ ଦୁଷ୍କର୍ମ ଅଭିଯୋଗ, ସଂପର୍କୀୟ ଅଜା ଗିରଫ

ଭୁବନେଶ୍ୱର: ଜଣେ ୭ ବର୍ଷର ନାବାଳିକାକୁ ୧୦ଟଙ୍କା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଂପର୍କୀୟ ଅଜାକୁ ପୁଲିସ ଶନିବାର ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଧାକୃଷ୍ଣ ଲେନ ବସ୍ତିରେ ୭ ବର୍ଷର ନାବାଳିକାକୁ…
ଅଧିକ ଖବର ଦେଖନ୍ତୁ...

ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ନିଜ ଝିଅ ଦେହରେ ପେଟ୍ରୋଲ ଢାଳି ଦେଲେ ମହିଳା !

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ସଫଦରଜଙ୍ଗ ଡାକ୍ତରଖାନା ବାହାରେ ଶନିବାର ଆନ୍ଦୋଳନ ଆରମ୍ଭ କରିଥିଲେ ଜଣେ ମହିଳା। ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ମହିଳା ଜଣଙ୍କ ଆନ୍ଦୋଳନ କରୁଥିବା ବେଳେ ହଠାତ୍ ନିଜ ନାବାଳିକା ଝିଅ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ। ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଥାନାର ଦ୍ଵାରସ୍ଥ ହେଲେ ଜିଲ୍ଲା ମଙ୍ଗଳ ଅଧିକାରୀ

ଲକ୍ଷ୍ମୀପୁର (ପରମେଶ୍ୱର ସାହୁ): ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏହି ସୂଚନା ପାଇବା ପରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସଂପୃକ୍ତ ସ୍କୁଲକୁ ପହଂଚି ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଥାନାର ଦ୍ୱାରସ୍ଥ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗ ସହ ଲଢ଼ୁଥିବା ବିଜେପି ସାଂସଦ ଅନୀଲ ବାଲୁନିଙ୍କୁ ଭେଟିଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟରୁ ସନ୍ୟାସ ନେଇଥିବା କ୍ରିକେଟର୍ ଯୁବରାଜ ସିଂହ ଭାରତୀୟ ଜନତା ପାର୍ଟିର ସାଂସଦ ଅନୀଲ ବାଲୁନିଙ୍କୁ ଭେଟିଛନ୍ତି। ଉତ୍ତରାଖଣ୍ଡର ଜଣାଶୁଣା ବିଜେପି ନେତା ଅନୀଲ ବାଲୁନି ଏବେ କର୍କଟ ରୋଗ ସହ ଲଢ଼େଇ କରୁଥିବା ଜାଣି ତାଙ୍କ ପାଖରେ ପହଞ୍ଚିଥିଲେ ଯୁବରାଜ।  ଏହି…
ଅଧିକ ଖବର ଦେଖନ୍ତୁ...