Daily Archives

December 8, 2019

ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ ଘଟଣା: ଅଭିଯୁକ୍ତ ଯୁବକ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଂଚଳରେ ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ରବିବାର ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଯୁବକର ନାମ ହେଲା କୃଷ୍ଣ ବାଘ। କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଜିଲା ଶିଶୁ ସୁରକ୍ଷା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଆସ ବୁଲିଯିବା ମାଳିଗୁଡା: ପରିଚିତ କୋରାପୁଟର ଅପରିଚିତ ପର୍ଯ୍ୟଟନସ୍ଥଳୀ

ଜୟପୁର (ଶ୍ରୀକାନ୍ତ ସାହୁ): ପାହାଡୀ ଝରଣା। ଝରଣାର କୂଳୁକୂଳ ନାଦ। ଝରଣାରେ ସାଙ୍ଗସାଥୀଙ୍କ ସହ ମଜାମସ୍ତି। ଏହାସହ ପାହାଡ ଚଢା ସାଙ୍ଗକୁ ସେଲଫିର ମଜା। ଆଉ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆ ସାଇଟରେ ଅପଲୋଡ। ଖାଲି ଯେ ମଜାମସ୍ତି ଏହା ନୁହେଁ ପ୍ରାକୃତିକ ଶୋଭାରାଜି ଓ ଲ୍ୟାଣ୍ତସ୍କେପ…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇପାରନ୍ତି ଅନେକ ସମସ୍ୟାର ଶିକାର

ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍‌ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ବେଳେ ବେଳେ କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗ ଫେରାଇ ଆଣିବାକୁ ମନା କରିବାରୁ ଘରେ ପଶି ପୀଡ଼ିତାଙ୍କ ଉପରେ ଏସିଡ୍ ମାଡ଼ କଲେ ୪ ଅଭିଯୁକ୍ତ

ଲେକ୍ଷ୍ନୌ: ଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ଆଶାରେ ଅଦାଲତର ଦ୍ବାରସ୍ଥ ହୋଇଥିଲେ ପୀଡ଼ିତା। କିନ୍ତୁ ତାଙ୍କ ସ୍ବପ୍ନ ସ୍ବପ୍ନରେ ରହିଗଲା। ନ୍ୟାୟ ମିଳିବା ପରିବର୍ତ୍ତେ ହେଲା ଏସିଡ୍ ମାଡ଼। ଅପରାଧିମାନଙ୍କ ଏଭଳି ବର୍ବରତା ପରେ ପୀଡ଼ିତାଙ୍କ ଶରୀର ୩୦ପ୍ରତିଶତ ଜଳିଯିବା ସହ ଏବେ‌ ମିରଠ…
ଅଧିକ ଖବର ଦେଖନ୍ତୁ...

ବିବାହ ବନ୍ଧନରେ ବାନ୍ଧି ହେବେ ଫିଲ୍ମ ‘ଥ୍ରୀ ଇଡିଅଟ୍’ ଅଭିନେତ୍ରୀ ମୋନା ସିଂହ

ମୁମ୍ବାଇ: ଜସ୍ସୀ ଜୈସୀ କୋଇ ନେହିଁ ଧାରାବାହିକରେ ନଜର ଆସି ରାତାରାତି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ ମୋନା ସିଂହ। ଧାରାବାହିକ ସହ ଫିଲ୍ମରେ ମଧ୍ୟ କାମ କରିଥିବା ମୋନା ଏବେ ବିବାହ କରିବାକୁ ଯାଉଛନ୍ତି। ରାଜକୁମାର ହିରାନୀଙ୍କ  ଫିଲ୍ମ ‘ଥ୍ରୀ ଇଡିଅଟ୍’ରେ ମଧ୍ୟ ସେ ଅଭିନୟ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

‘ବହୁତ କଞ୍ଜୁସ ହୈ ରେ ତୁ’ ! ଜାଣନ୍ତୁ ଘର ମାଲିକଙ୍କ ପାଇଁ ଏଭଳି କାହିଁକି ଲେଖିଲା ଝରକା ଭାଙ୍ଗି…

ଶାଜାପୁର: ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ ଜଣେ ଚୋର ଲେଖିଥିବା ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚୋରକୁ ଘରେ କିଛି ଚୋରି କରିବା ଭଳି ଜିନିଷ ନ ମିଳିବାରୁ ସେ ଘରର ମାଲିକ ପାଇଁ ଏକ ଚିଠି ଲେଖିଥିଲା। ଏଥିରେ ଲେଖାଥିଲା କି, ବହୁତ କଞ୍ଜୁସ ହୈ ରେ ତୁ....। ଏବେ ଚୋରଟି…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଟ୍ୱେଣ୍ଟି-୨୦: ଭାରତକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍‌, ୧-୧ରେ ଶୃଙ୍ଖଳା, ଲେଣ୍ଡଲ ସିମନ୍‌ସଙ୍କ…

ତିରୁଅନନ୍ତପୁରମ: ସ୍ଥାନୀୟ ଗ୍ରୀନଫିଲ୍‌ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଭାରତ- ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଲେଣ୍ଡଲ ସିମନ୍‌ସଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ୧୭୧ ରନ୍‌ ବିଜୟ…
ଅଧିକ ଖବର ଦେଖନ୍ତୁ...

ସଲମାନ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରୁ କାହାକୁ ବିବାହ କରିବାକୁ ଚାହୁଁଛନ୍ତି? ପ୍ରଶ୍ନର ଏଭଳି ଉତ୍ତର ରଖିଲେ ୟାମି

ମୁମ୍ବାଇ:  ନିଜ ଅଭିନୟ ଦ୍ବାରା ଦର୍ଶକଙ୍କ ମନ ଜିଣିବା ସହ ବଲିଉଡର ଆଗଧାଡ଼ିର ଅଭିନେତ୍ରୀ ପାଲଟିଛନ୍ତି ୟାମି ଗୌତମ। ଅନେକ ବଡ଼ ବଡ଼ କଳାକାରଙ୍କ ସହ କାମ କରି ‌ସେ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି। ସବୁବେଳେ ସେ ବିବାହକୁ ନେଇ ପଚରାଯାଉଥିବା ପ୍ରଶ୍ନର ଉତ୍ତର ରଖିବାକୁ ମନା କରୁଥିବା ବେଳେ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ପୁଲିସକର୍ମୀ, ନଦୀକୁ ଡ଼େଇଁ ବଞ୍ଚାଇଲେ ଜୀବନ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କରିଥିବା କାମ ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡ଼େଇଁବା ସହ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ରବିବାର ଘଟିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଅଭିନେତାରୁ ନିର୍ଦ୍ଦେଶକ ବନିଲେ ମୁଁ ଦୁଃଖୀ ହେବା ସହ ଏକା ହୋଇଯିବି : ଶାହାରୁଖ୍ ଖାନ୍

ମୁମ୍ବାଇ: ବଲିଲଡର କିଙ୍ଗ୍ ଖାନ୍ ଶାହାରୁଖ୍ ଫିଲ୍ମ ନିର୍ଦ୍ଦେଶନାକୁ ନେଇ ନିଜର ମତ ରଖିଛନ୍ତି। ଏକ ସାକ୍ଷାତକାରରେ ସେ ଅଭିନୟ କରି ଖୁସି ଥିବା କହିଛନ୍ତି। ତାଙ୍କ ହିସାବରେ ଜଣେ ନିର୍ଦ୍ଦେଶକ ସବୁବେଳେ ଦୁଃଖୀ ଓ ଏକା ଥାଏ।  ଫିଲ୍ମର ନିର୍ଦ୍ଦେଶନା ଦେବା ସବୁଠାରୁ କାଠିକର ପାଠ ଏବଂ ଏହାକୁ…
ଅଧିକ ଖବର ଦେଖନ୍ତୁ...