Daily Archives

December 8, 2019

ସାଙ୍ଗମାନଙ୍କ ସହ ପିକ୍‌ନିକ୍‌ ପାଇଁ ଯାଇଥିଲେ, ହୃଦ୍‌ଘାତରେ ମୃତ୍ୟୁ

ପାରଳାଖେମୁଣ୍ଡି: ଭୁବନେଶ୍ୱରରୁ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତକୁ ବନ୍ଧୁମାନଙ୍କ ସହ ପିକନିକ ପାଇଁ ଆସିଥିବା ବେଳେ ହୃଦଘାତରେ ରବିବାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେନ୍ଦ୍ରାପଡା ଅଞ୍ଚଳର ରମାକାନ୍ତ ସାହୁ (୪୦)। ଶରୀରରେ ଆକସ୍ମିକ ପକ୍ଷାଘାତ ଯୋଗୁ ସେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗମାନଙ୍କ ସହ ମିଶି ମାସେ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିବ‌ା ସହ ଜିଅନ୍ତା ଜାଳିଲା ପ୍ରେମିକ, ଡାକ୍ତରଖାନାରେ ଆଖି…

ନୂଆଦିଲ୍ଲୀ: ଦେଶରେ ମହିଳାମାନଙ୍କ ସହ ହେଉଥିବା ଦୁଷ୍କର୍ମ ଭଳି ଅପରାଧ ଥମିବାର ନାଁ ନେଉ ନାହିଁ। ପ୍ରଥମେ ହାଇଦ୍ରାବାଦର ମହିଳା ଡାକ୍ତର ଓ ପରେ ଉନ୍ନାଓ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏବେ ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ନିଆଁ ଆଁରେ ଜଳିଗଲେ ଗାଁର ୮ ସାଙ୍ଗ, ଜବାରଙ୍କ ପାଖରେ ନାହିଁ ଫୋନର ଉତ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ଜବାରଙ୍କର ଫୋନ ଲଗାତାର ବାଜୁଥିଲା | ଗାଁରୁ ଆସୁଥିଲା ବାରମ୍ବାର ଫୋନ, କିନ୍ତୁ ଉଠାଇବାକୁ ସାହସ ପାଉ ନଥିଲା | କାରଣ ଫୋନ ଉଠେଇଲେ କ’ଣ ପଚରାଯିବ ତାହାର ଅନୁମାନ ସେ ଲଗାଇସାରିଥିଲେ | ପାଖରେ ନଥିଲା କ’ଣ ଦେବେ ପ୍ରତିଉତ୍ତର | ଶେଷରେ ଫୋନ ଉଠାଇଥିଲେ କିନ୍ତୁ ଲୁହ ଓ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୩୧ ମଧ୍ୟରେ ଯଦି କରିନାହାନ୍ତି ଏହି କାମ, ଅକାମୀ ହୋଇଯାଇପାରେ ଆପଣଙ୍କ ପ୍ୟାନ କାର୍ଡ

ନୂଆଦିଲ୍ଲୀ: ଆୟକର ବିଭାଗ ବା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପ୍ୟାନ କାର୍ଡ ସହ ଆଧାର ଲିଙ୍କ କରିବାର ଅନ୍ତିମ ସମୟ ଡିସେମ୍ବର ୩୧, ୨୦୧୯ ତାରିଖ ଯାଏଁ ବଢ଼ାଇଦେଇଛି | ଆୟକର ବିଭାଗର ଏହି ନିର୍ଦ୍ଦେଶନାମା ପରେ ସବୁ ପ୍ୟାନ କାର୍ଡଧାରୀଙ୍କ ପାଇଁ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବା ଜରୁରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ଖୁସିରେ ରହିବେ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ହୋଟେଲ ବ୍ୟବସାୟୀଙ୍କୁ ଲାଭ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ମନରେ ନକରାତ୍ମକ ଭାବନା ଆସିପାରେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ପରିବାରରେ ବିବାଦର ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଟ୍ୱେଣ୍ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ୧୭୧ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ…

ତିରୁଅନନ୍ତପୁରମ: ସ୍ଥାନୀୟ ଗ୍ରୀନଫିଲ୍‌ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଭାରତ- ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଇଣ୍ଡିଜକୁ ୧୭୧ ରନର ବିଜୟ ଲକ୍ଷ୍ୟ ଦେଇଛି। ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଯାଜପୁରରେ ମାତିଛନ୍ତି ଏଟିଏମ ଲୁଟେରା : ପାଖରେ ଏଟିଏମ କାର୍ଡ ଥିଲେ ବି ଚାହୁଁ ଚାହୁଁ ଖାଲି ହୋଇଯାଉଛି…

ଯାଜପୁର: ସାବଧାନ ! ଯାଜପୁରରେ ମାତିଛନ୍ତି ଏଟିଏମ ଲୁଟେରା। ଚାହୁଁ ଚାହୁଁ ଲୁଟ ହୋଇଯାଉଛି ହଜାର ହଜାର ଟଙ୍କା। ମାତ୍ର କେଇ ମିନିଟରେ ଖାଲି ହୋଇଯାଉଛି ବ୍ୟାଙ୍କ୍‌ ଆକାଉଣ୍ଟ। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଏଟିଏମରୁ ଟଙ୍କା ଉଠାଇ ନେଉଛନ୍ତି ଦୁର୍ବୃତ୍ତ। ପାଖରେ ଏଟିଏମ କାର୍ଡ ଥିଲେ ବି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଅଗ୍ନିକାଣ୍ଡରେ ଫସିଥିବା ବନ୍ଧୁଙ୍କର ଏହା ଥିଲା ଶେଷ କଥା…ମୃତ୍ୟୁକୁ ସାମ୍ନାରେ ଦେଖି ବନ୍ଧୁଙ୍କୁ…

ନୂଆଦିଲ୍ଳୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍‌ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକମାନଙ୍କ ମଧ୍ୟରୁ ଜଣେ ଥିଲେ ମହମ୍ମଦ ମୁସାରଫ୍‌(୩୪)। ସେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଭବନରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କୋରାପୁଟ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀ ବାସଭବନରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ‌ର ବିଜ୍ଞାନ ଶିକ୍ଷକ ଚିତ୍ତରଂଜନ ପଣ୍ଡାଙ୍କ ମୃତଦେହ ରବିବାର ଶିକ୍ଷା ଅଧିକାରୀଙ୍କ ବାସଭବନରୁ ମିଳିଛି। ଶିକ୍ଷକଙ୍କ ଏମିତି ସନ୍ଦେହଜନକ ମୃତ୍ୟୁକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥନା ଶୁଣିଲେ ଭଗବାନ; ୨୮ଦିନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସକର

ନୂଆଦିଲ୍ଲୀ : କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିଲା। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଖାନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ରବିବାର ସେ ଘରକୁ ଫେରିଛନ୍ତି। ସୁସ୍ଥ ହୋଇ ଲତା ଘରକୁ ଫେରିବା ଖବର ପାଇବା…
ଅଧିକ ଖବର ଦେଖନ୍ତୁ...