Daily Archives

December 9, 2019

ଖୁଚୁରା ବ୍ୟବସାୟୀ ୨ ଟନରୁ ଅଧିକ ପିଆଜ ଗଚ୍ଛିତ ରଖିପାରିବେ ନାହିଁ

ନୂଆଦିଲ୍ଲୀ : ଦେଶରେ ଏବେ ପିଆଜର ଦର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ଦେଶର ଅଧିକାଂଶ ରାଜ୍ୟରେ ପିଆଜ ଦର ଏବେ ୨୦୦ ଟଙ୍କା ନିକଟବର୍ତ୍ତି ହେଲାଣି । କେତେକ ସ୍ଥାନରେ ତ ଏହା କିଲୋ ପିଛା ୨୦୦ ଟଙ୍କା ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ପୁଣି ଥରେ ପିଆଜର ଷ୍ଟକ ଲିମିଟ୍‌ ( ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷ ପରେ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ସୁସ୍ମିତା ସେନ

ମୁମ୍ବାଇ: ୧୦ବର୍ଷର ବ୍ୟବଧାନ ପରେ ଏବେ ପୁଣି ଥରେ ବଲିଉଡକୁ ଫେରୁଛନ୍ତି ସୁସ୍ମିତା ସେନ। ଏ ନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଶେଷ ଥର ପାଇଁ ସୁସ୍ମିତା ୨୦୧୦ରେ ଅନୀଜ୍ ବାଜମୀଙ୍କ ଫିଲ୍ମ ‘ନୋ ପ୍ରୋବ୍ଲେମ’ରେ ନଜର ଆସିଥିଲେ। ଏହା ପରେ ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭୋକ ବଢ଼ାଇବା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ଖାଦ୍ୟ ଖାଇବାର ସମୟ ଠିକ୍‌ ରହୁ ନଥିବାରୁ ମଣିଷ ଶରୀରରେ ଅନେକ ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନକ୍ରିୟାରେ ଅସୁବିଧା, ଛାତି ପୋଡ଼ିବା, ଏସିଡିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖାଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା…
ଅଧିକ ଖବର ଦେଖନ୍ତୁ...

ଦରବୃଦ୍ଧିର ପ୍ରଭାବ: ତାମିଲନାଡୁର ଏହି ଦମ୍ପତ୍ତିିଙ୍କୁ ବିବାହ ଭୋଜିରେ ଉପହାର ଆକାରରେ ମିଳିଲା ପିଆଜ

ଚେନ୍ନାଇ: ଏବେ ବଢ଼ୁଥିବା ପିଆଜ ଦର ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କିଛି ଲୋକ ବିନା ପିଆଜରେ ଖାଦ୍ୟ ତିଆରି କରୁଛନ୍ତି ତ କିଛି କିଛି ସ୍ଥାନରେ ଏବେ ଅନେକ ରେସ୍ତୋରାଁ ବନ୍ଦ ହୋଇଗଲାଣି। ଦେଶର ଅନେକ ସ୍ଥାନରେ ପିଆଜ ଦର ୧୨୦‌ରେ ପହଞ୍ଚିଥିବା ବେଳେ ଏବେ ତାମିଲନାଡୁରେ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ତାହିରା, ମୁଖ୍ୟ ଭୂମିକାରେ ନଜର ଆସିବେ ନୀନା ଗୁପ୍ତା

ମୁମ୍ବାଇ: ଲେଖିକା, ପ୍ରଫେସର ଓ ରଙ୍ଗମଞ୍ଚର କଳାକାର ତାହିରା କଶ୍ୟପଙ୍କ ସିନେମା ପ୍ରତି କେତେ ଭଲପାଇବା ରହିଛି, ତାହା ସମସ୍ତଙ୍କୁ ଜଣା। ଗତବର୍ଷ ସେ କ୍ଷୁଦ୍ର ଚଳଚ୍ଚିତ୍ର 'ଟଫି'ର ନିର୍ଦ୍ଦେଶନା ଦେଇଥିବା ବେଳେ ନିଜ ଦିଅର ଅପାରଶକ୍ତି ଖୁରାନାଙ୍କ ମ୍ୟୁଜିକ୍ ଭିଡିଓ 'କୁଡିଏ ନି'ର ନିର୍ଦ୍ଦେଶନା…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗର ଶିକାର ହୋଇ ନିଜର ଜିଭ ହରାଇଥିଲେ, ଶରୀରର ଏହି ଅଙ୍ଗରୁ ଡାକ୍ତର ତିଆରି କଲେ ନୂଆ ଜିଭ

ନୂଆଦିଲ୍ଲୀ: ଜଣେ ୩୬ବର୍ଷୀୟା ମହିଳାଙ୍କ ପାଟିରେ ନୂଆ ଜିଭ ଲାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କର୍କଟ ରୋଗର ଶିକାର ହେବା ପରେ ମହିଳାଙ୍କ ଜିଭ କାଟିବା ପାଇଁ କହିଥିଲେ ଡାକ୍ତର। ଯାହାକୁ ଶୁଣି ସେ ଚିନ୍ତାଗ୍ରସ୍ତ ହୋଇ ଯାଇଥିବା ବେଳେ ପରେ ଡାକ୍ତର ସମସ୍ୟାର ସମାଧାନର ବାଟ…
ଅଧିକ ଖବର ଦେଖନ୍ତୁ...

ସଂପର୍କ ଭାଙ୍ଗିବା ପରେ ସାରାଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଆର୍ଯ୍ୟନ, ପ୍ରମାଣ କଲା ଏହି ଘଟଣା

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ମଧ୍ୟରେ ଥିବା ଭଲପାଇବା ଗୋଟେ ସମୟରେ ଚର୍ଚ୍ଚାର ଶୀର୍ଷରେ ରହିଥିଲା। କିନ୍ତୁ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଏମିତି କି ଅଲଗା ହେବା ପରେ ଆର୍ଯ୍ୟନ ସାରାଙ୍କ ସହ କାମ କରିବାକୁ ଚାହୁଁନଥିବା…
ଅଧିକ ଖବର ଦେଖନ୍ତୁ...

୩ବର୍ଷୀୟ ଶିଶୁ ପାଇଁ ଦେବଦୂତ ପାଲଟିଲେ ଆମ୍ବୁଲାନ୍ସ ଚାଳକ, ୭୦ମିନିଟରେ ୯୦ କିଲୋମିଟର ଅତିକ୍ରମ କରି ଡାକ୍ତରଖାନାରେ…

ତିରୁପୁର: ତିରୁପୁରର ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ କରିଥିବା କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ୩ବର୍ଷୀୟ ଶିଶୁର ଦେହ ଭୀଷଣ ଖରାପ ହେବା ପରେ ତୁରନ୍ତ ଚିକିତ୍ସା ଦରକାର ହୋଇଥିଲା। ଯାହା ବିଷୟରେ ଜାଣି ଚାଳକ ଜଣକ ୭୦ମିନିଟରେ ୯୦କିଲୋମିଟ ଅତିକ୍ରମ କରି ଶିଶୁକୁ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ସବ୍‌-ରେଜିଷ୍ଟ୍ରି ଅଫିସରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ସବ୍‌-ରେଜିଷ୍ଟ୍ରି ଅଫିସରେ ଅଗ୍ନିକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ିନଥିଲେ ମଧ୍ୟ ଏହା ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଫାଇଲ ଓ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍ ଅଭିନେତ୍ରୀ ୱାହିଦା ରେହମାନଙ୍କ ବୟାନ; ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ନୁହେଁ ଆଜୀବନ କାରାଦଣ୍ଡ ଦିଆଯିବା…

ମୁମ୍ବାଇ: ଗତମାସରେ ହାଇଦ୍ରାବାଦର ଜଣେ ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା, ତାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏବେ ଦୁଷ୍କର୍ମରେ ସାମିଲ ଥିବା ୪ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟର କରିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ୱାହିଦା…
ଅଧିକ ଖବର ଦେଖନ୍ତୁ...