Daily Archives

December 10, 2019

ଗଂଜାମ ଉପକୂଳରେ ଅଲଭ୍‌ରିଡ଼ଲେଙ୍କ ମିଳନ ଆରମ୍ଭ, ଗୋଟିଏ କଇଁଛ ଦେଲା ୧୪୯ ଅଣ୍ଡା

ବ୍ରହ୍ମପୁର: ବିରଳ ଅଲିଭ୍‌ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପାଇଁ ପ୍ରସିଦ୍ଧ ଗଞ୍ଜାମ ଉପକୂଳ ବେଳାଭୂମି ପ୍ରସ୍ତୁତ। ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ ଅଲଭ୍‌ରିଡ଼ଲେ ମଝି ସମୁଦ୍ରରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଏଥିସହ ଅଲିଭରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

କେତେ ସତ ୨୦୦୦ ଟଙ୍କା ବନ୍ଦ ହେବାର ଖବର, ଜାଣନ୍ତୁ !

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୩୧ ତାରିଖରୁ ୨୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ ବୋଲି ଉଡା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଖବର ପଛରେ କେତେ ସତ୍ୟତା ରହିଛି ସେ ନେଇ ଆଜି ଲୋକସଭାରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଉତ୍ତର ରଖିଛନ୍ତି | ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

କାକୁଡି ଖାଇବା ପରେ ପାଣି ପିଉଛନ୍ତି କି ? ଏହି ସବୁ ସମସ୍ୟା ଦେଖାଦେଇପାରେ

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍ ଖାଇଥାନ୍ତି । ଆଉ ସାଲାଡ଼ରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍ ଏ, କପର,ମ୍ୟାଗ୍ନେସିୟମ, ପୋଟାସିୟମ, ମାଙ୍ଗାନିଜ୍ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ ।…
ଅଧିକ ଖବର ଦେଖନ୍ତୁ...

‘ୱଣ୍ଡର ୱମ୍ୟାନ’ର ଟ୍ରେଲରକୁ ପସନ୍ଦ କରୁଛନ୍ତି ଦର୍ଶକ, ଦୁଇଦିନ ୧ କୋଟି ୧୭ ଲକ୍ଷ ଥର ଦେଖାଗଲାଣି ଟ୍ରେଲର

ମୁମ୍ବାଇ: ସିନେପ୍ରେମୀଙ୍କ ମନ ଜିଣିବାରେ ଲାଗିଛି ହଲିଉଡ଼ ଫିଲ୍ମ ‘ୱଣ୍ଡର ୱମ୍ୟାନ’ର ଟ୍ରେଲର | ଆକ୍ସନରେ ଭରପୁର ଏହି ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । କାରଣ ଟ୍ରେଲର ରିଲିଜ ହେବାର ଦୁଇ ଦିନ ମଧ୍ୟରେ ଵେଧକୁ ୧ କୋଟି ୧୭ ଲକ୍ଷ ଥର ଦର୍ଶକ ଦେଖିସାରିଲେଣି | ଦୁନିଆକୁ ଶତ୍ରୁଙ୍କ କବଳରୁ…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ମେଗା ରକ୍ତଦାନ ଶିବିର

ବାଲେଶ୍ଵର: ନିୟମ ଏଡୁକେସନାଲ ଫାଉଣ୍ଡେସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ନୋସି ବିଜିନେସ ପାର୍କ ସ୍ଥିତ ପିଆଇଏ(ପ୍ରୋଜେକ୍ଟ ଇଂପ୍ଲିମେଣ୍ଟିଙ୍ଗ ଏଜେନ୍ସି) ପରିସରରେ ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ରକ୍ତ ଭଣ୍ଡାର ଅଧିକାରୀ ଡା ମହେଶ କୁମାର…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ପାନୀପଥ’କୁ ନେଇ ଜଳୁଛି ରାଜସ୍ଥାନ

ଜୟପୁର: କାହାଣୀକୁ ନେଇ ବିବାଦ ଘେରରେ ବଲିଉଡ ସିନେମା ପାନୀପଥ । ରାଜସ୍ଥାନରେ ଏହି ଫିଲ୍ମ ବିରୋଧରେ ନିଆଁ ଜଳୁଛି । ଫିଲ୍ମ ପାନୀପଥରେ ମହାରାଜା ସୁରଜମଲଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବାର ବିକ୍ଷୋଭକାରୀ କହିଛନ୍ତି | ଏହାକୁ ନେଇ କେଉଁଠି ଭଙ୍ଗାରୁଜା ଚାଲିଥିବାବେଳେ କେଉଁଠି ପୁଣି…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ଫେବୃୟାରୀରେ ପ୍ରଦର୍ଶିତ ହୋଇପାରେ ଟାଟା ଗ୍ରାଭିଟସ୍

ମୁମ୍ବାଇ: ଆସନ୍ତା ଫେବୃଆରୀରେ ପ୍ରଦର୍ଶିତ ହୋଇପାରେ ଟାଟାର ନୂଆ କାର୍ ଗ୍ରାଭିଟସ୍ । ୨୦୨୦ ଅଟୋ ଏକ୍ସ-ପୋରେ ଟାଟାର ଏହି କାର ପ୍ରଦର୍ଶିତ ହେବା ସମ୍ଭାବନା ରହିଛି । ୨୦୧୯ ମସିହା ପ୍ରାରମ୍ଭରେ ଏହା ଜେନେଭା ମୋଟର ସୋ’ରେ ଟାଟା ବଜାର୍ଡ ନାଁରେ ପ୍ରଦର୍ଶିତ ହୋଇଥିଲା । ଏଠାରେ ଏହି ନୂଆ ଭର୍ସନକୁ…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ କାରଣ ଦର୍ଶାଇ ପୁଣି ଜଣେ ଶିକ୍ଷକ ଚାକିରିରୁ ଦେଲେ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଜାଲ୍‌ ପ୍ରମାଣପତ୍ରରେ ଚାକିରି କରିଥିବା ଶିକ୍ଷକଙ୍କ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬ ଜଣ ଜାଲ୍‌ ଶିକ୍ଷକ ଧରାପଡ଼ିଲେଣି। ଅନ୍ୟପକ୍ଷରେ ଜାଲ୍‌ ଶିକ୍ଷକ ତାଲିକା ଲମ୍ବିବାରେ ଲାଗିଛି। ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଏସିଡ ପୀଡିତାଙ୍କ ଭୂମିକାରେ ନଜର ଆସିବେ ଦୀପିକା ପାଦୁକନ

ମୁମ୍ବାଇ: ଏସିଡ୍ ଆକ୍ରମଣ କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ହିନ୍ଦୀ ଚଳଚ୍ଚିତ୍ର ‘ଛପାକ’ । ଯେଉଁଥିରେ ଜଣେ ଏସିଡ ଆକ୍ରମଣର ଶିକାର ହୋଇଥିବା ଜଣେ ପୀଡିତାଙ୍କ ଭୂମିକାରେ ନଜର ଆସିବେ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକନ | ସିନେମାର ପ୍ରଥମ ଟ୍ରେଲର ଏବେ ରିଲିଜ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଭିଡ଼ ସ୍ଥାନରେ ଏଣିକି ସାଇକେଲ ମାଧ୍ୟମରେ ପାଟ୍ରୋଲିଙ୍ଗ୍ କରିବ ପୁଲିସ

ଗୁରୁଗ୍ରାମ: ଭିଡ ଏବଂ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଣିକି ସାଇକେଲ ମାଧ୍ୟମରେ ପାଟ୍ରୋଲିଙ୍ଗ୍ କରିବ ପୁଲିସ | ହରିୟାଣାର ଗୁରୁଗ୍ରାମ୍ ପୁଲିସ ଏଭଳି ଏକ ନୂଆ ପ୍ରୟାସ ଆରମ୍ଭ କରିଛି | ଏଥିପାଇଁ ସମସ୍ତ ଥାନାକୁ ସୁରକ୍ଷିତ ଭାବେ ପାଟ୍ରୋଲିଙ୍ଗ୍ କରିବାକୁ କୁହାଯାଇଛି । ସାଇକେଲରେ ପୁଲିସକର୍ମୀ…
ଅଧିକ ଖବର ଦେଖନ୍ତୁ...