Daily Archives

December 10, 2019

ମୁସଲମାନ ହେଉଛନ୍ତି ସବୁଠାରୁ ବଡ ଦେଶଭକ୍ତ: ଆଜମ ଖାନ

ନୂଆଦିଲ୍ଲୀ: ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ତେବେ ଏହି ବିଲ୍‌କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ତୀବ୍ର ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆଜି ଏହି ଅଞ୍ଚଳରେ ବିଭିନ୍ନ ରାଜନୈତିକ ସଂଗଠନ ବନ୍ଦ ପାଳନ କରିଛନ୍ତି । ଏହି ବିଲକୁ ନେଇ…
ଅଧିକ ଖବର ଦେଖନ୍ତୁ...

ସ˚ଶୋଧିତ ନାଗରିକତା ବିଲ୍‌କୁ ନେଇ ଆଶାବାଦୀ ବଙ୍ଗାଳୀସାହି ବାସିନ୍ଦା: ୭୫ବର୍ଷ ହେଲା ଶରଣାର୍ଥୀ ଜୀବନ କାଟୁଛନ୍ତି ୪୦…

ବ୍ରହ୍ମପୁର (ଲକ୍ଷ୍ମୀ ବେଜ): ବ୍ରହ୍ମପୁରରେ ପ୍ରଥମ କାଳୀ ପୂଜା ପାଇଁ ସୁନାମ ଅର୍ଜନ କରିଥିବା ବଙ୍ଗାଳୀସାହିର ବାସିନ୍ଦା ଆଜି ମଧ୍ୟ ଶରଣାର୍ଥୀ ଜୀବନ ବିତାଉଛନ୍ତି। ୧୯୫୪ମସିହାରେ ବାଂଲାଦେଶ ତଥା ତତ୍କାଳୀନ ପାକିସ୍ତାନ ଅଧୀନସ୍ଥ ପୂର୍ବ ବଙ୍ଗରୁ କିଛି ପରିବାର ଚାରବାଟିଆ ଚାଲି ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ଭାରତର ନାଗରିକତା ବିଲ୍‌-୨୦୧୯କୁ ଇମ୍ରାନ ଖାଁଙ୍କ ସମାଲୋଚନା, ହସରେ ଉଡ଼ାଇଲେ ଶିବରାଜ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ନାଗରିକତା ସଂଶୋଧନ ବିଲ୍‌-୨୦୧୯କୁ ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏକ ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ଭାରତର ଲୋକସଭା ଦ୍ୱାରା ଗୃହୀତ ନାଗରିକତା ଆଇନକୁ ମୁଁ ନିନ୍ଦା କରୁଛି । ଏହା ସବୁ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ଓ…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତ ବିଭାଗରୁ ଇସ୍ତଫା ଦେଇ କଳା ବିଭାଗରେ ଯୋଗ ଦେଲେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିବାଦୀୟ ସଂସ୍କୃତ ପ୍ରଫେସର…

ବନାରସ : ଐତିହାସିକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ‘ସଂସ୍କୃତ ବିଦ୍ୟା-ଧର୍ମବିଜ୍ଞାନ’ ବିଭାଗରେ ନିଯୁକ୍ତି ପାଇଥିବା ମୁସଲିମ ସଂସ୍କୃତ ପ୍ରଫେସର ଫିରୋଜ ଖାଁ ଏହି ବିଭାଗରୁ ଇସ୍ତଫା ଦେଇ କଳା ବିଭାଗରେ ଯୋଗ ଦେଇଛନ୍ତି । ତାଙ୍କ ନିଯୁକ୍ତିକୁ ନେଇ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାର ବୃତ୍ତିରେ ମନ ଲାଗିବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪। ବୃଷ: ପୂରାଦିନ ମନ ପ୍ରସନ୍ନ ରହିବ। ପରିବାର ଲୋକଙ୍କ ସହଯୋଗ ମିଳିବ। କାମ ସ˚ପୂର୍ଣ୍ଣ କରିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା।…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏଣିକି ଅନ୍ତରୀକ୍ଷରୁ ଶତ୍ରୁର ଗତିବିଧି ଉପରେ ନଜର ରଖିବ ସେନା; ଗୁଇନ୍ଦା ଉପଗ୍ରହର ଉତ୍‌କ୍ଷେପଣ ପାଇଁ ଇସ୍ରୋର…

ଶ୍ରୀହରିକୋଟା/ ନୂଆଦିଲ୍ଲୀ: କାର୍ଟୋସାଟ୍‌-୩ର ସଫଳ ଉତ୍‌କ୍ଷେପଣର ମାତ୍ର ୨୪ ଘଣ୍ଟା ନପୂରୁଣୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ନିଜର ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧କୁ ଅନ୍ତରୀକ୍ଷକୁ ଉତ୍‌କ୍ଷେପଣ କରିବା ପାଇଁ ଅବଗଣନା ଆରମ୍ଭ କରିଦେଇଛି। ପିଏସ୍‌ଏଲ୍‌ଭିର ୫୦ତମ…
ଅଧିକ ଖବର ଦେଖନ୍ତୁ...

ନଳକୂଅରୁ ପାଣି ବଦଳରେ ବାହାରୁଛି ରକ୍ତ ଓ ମାଂସ, ଭୟରେ ଗ୍ରାମବାସୀ

ହମିରପୁର: ନଳକୂପର ହ୍ୟାଣ୍ଡେଲ ଚଳାଇବା ଦ୍ୱାରା ପାଣି ବଦଳରେ ବାହାରୁଛି ରକ୍ତ, ମାଂସ ଓ ହାଡ | ଉତ୍ତରପ୍ରଦେଶର ହମିରପୁର ଗ୍ରାମରେ କିଛି ଏଭଳି ଘଟଣା ଘଟିଛି | ଯାହାକୁ ନେଇ ଗ୍ରାମବାସୀମାନେ ଏବେ ଭୟରେ ରହୁଛନ୍ତି | ସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ଭୟରେ ଏହି ନଳକୂପ ନିକଟକୁ ଯିବାକୁ ଭୟ…
ଅଧିକ ଖବର ଦେଖନ୍ତୁ...

କୁଳପତି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପିଜି ପାଠ୍ୟକ୍ରମରେ ନାମ ଲେଖା ପାଇଁ ହେବ ଏକକ ପ୍ରବେଶିକା…

ଭୁବନେଶ୍ବର: ସମଗ୍ର ରାଜ୍ୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମ ଲେଖା  ଲାଗି ହେବ ଏକକ ପ୍ରବେଶିକା ପରୀକ୍ଷା । ଗୋଟିଏ ପ୍ରବେଶିକା ପରୀକ୍ଷା ଦେଇ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ । ପିଜି ପଢ଼ିବା ପାଇଁ ବାରମ୍ବାର ବିଶ୍ୱବିଦ୍ୟାଳୟରୁ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ପାଇକସାହି: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଂଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ବରହ୍ମ ଗ୍ରାମର ଦିନବନ୍ଧୁ ପ୍ରଧାନ (୩୫)। ସୂଚନା ଅନୁସାରେ ଅଭିଯୁକ୍ତ ଦିନବନ୍ଧୁ ପ୍ରଧାନ ନାବାଳିକାକୁ ବିଭିନ୍ନ ପ୍ରଲୋଭନ…
ଅଧିକ ଖବର ଦେଖନ୍ତୁ...