Daily Archives

December 11, 2019

ସୂଚନା ଅଧିକାର କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣା: ପରିବାର ଲୋକଙ୍କୁ ଭେଟିଲେ ୫ ଜଣିଆ ସୂଚନା ଅଧିକାର ଟିମ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାରେ ୫ ଜଣିଆ ସୂଚନା ଅଧିକାର ଟିମ୍‌ ବୁଧବାର ପୀଡ଼ିତ ପରିବାରର ଲୋକଙ୍କୁ ଭେଟିଛନ୍ତି। ସୂଚନା ଅଧିକାର କର୍ମୀଙ୍କୁ ମଙ୍ଗଳବାର ସକାଳ ୭ଟା ସମୟରେ ଯେଉଁଭଳି ଭାବରେ ବାଲିଗୁଡାସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଜନ୍ମର ୨ ଦିନ ପରେ ମିଳିତ ଭାବେ ଶିଶୁର ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କ‌ଲେ ୩ଟି ବିଭାଗର ଡାକ୍ତର

କୋଟା: ରାଜସ୍ଥାନରେ କୋଟାରେ ଥିବା ମେଡିକାଲ କଲେଜରେ ଜନ୍ମର ୨ଦିନ ପରେ ଏକ ଶିଶୁର ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାରେ ଥିବା ଶିଶୁ ରୋଗ ବିଭାଗ, ନ୍ୟୁରୋସର୍ଜରୀ ବିଭାଗ ଓ ଆନସ୍ଥେଟିକ୍ସ ବିଭାଗର ଡାକ୍ତର ମିଶି ଏହି ଅସ୍ତ୍ରୋପଚାରକୁ ସଫଳ କରିଥିବା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ହାର୍ଦ୍ଦିକଙ୍କ ପରେ ଉର୍ବଶୀଙ୍କ ପ୍ରେମରେ ରିଷଭ ପନ୍ଥ, ମ୍ୟାଚ୍ ପୂର୍ବରୁ ଦୁହେଁ ସାଥୀରେ କଲେ ରାତ୍ର ଭୋଜନ

ମୁମ୍ବାଇ: ଗତବର୍ଷ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ସର୍ବସମ୍ମୁଖରେ ଦୁହେଁ ନିଜ ପ୍ରେମ ସଂପର୍କକୁ ସ୍ବୀକାର…
ଅଧିକ ଖବର ଦେଖନ୍ତୁ...

ଏହି କ୍ଷେତ୍ରରେ ‘ଆଭେଞ୍ଜର୍ସ ଏଣ୍ଡଗେମ’କୁ ପଛରେ ପକାଇଲା ଶାହିଦ୍ କପୁରଙ୍କ ଫିଲ୍ମ ‘କବୀର…

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କୁ ଗୋଟେ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି। ଫିଲ୍ମ 'କବୀର ସିଂହ' ରିଲିିଜ୍ ହେବା ପରେ ପରେ ଇଣ୍ଡଷ୍ଟ୍ରିରେ ତାଙ୍କ ଚାହିଦା ବଢ଼ିବାରେ ଲାଗିଛି। ୨୦୧୯ରେ ରିଲିଜ୍ ହୋଇଥିବା ଶାହିଦଙ୍କ ଅଭିନୀତ ଫିଲ୍ମ 'କବୀର ସିଂହ' ଅନେକ ରେକର୍ଡ ଭାଙ୍ଗିଥିବା…
ଅଧିକ ଖବର ଦେଖନ୍ତୁ...

୨-୧ରେ ଶୃଙ୍ଖଳା ଜିତିଲା ଭାରତ, ତୃତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ୬୭ ରନ୍‌ରେ ପରାସ୍ତ

ମୁମ୍ବାଇ: ସ୍ଥାନୀୟ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତ ୬୭ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହିତ ଭାରତ ଶୃଙ୍ଖଳାକୁ ୨-୧ରେ ନିଜ ନାଁରେ କରିଛି। ପୂର୍ବରୁ ଭାରତ ପ୍ରଥମ ଟି-୨୦ରେ…
ଅଧିକ ଖବର ଦେଖନ୍ତୁ...

ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ, ବରଯାତ୍ରୀରେ ନାଚି ପାରିବେ ନାହିଁ ମହିଳା !

ଭୋପାଳ: ଭାରତୀୟ ବିବାହରେ ଅନେକ ପ୍ରକାରର ରୀତିନୀତିର ପାଳନ କରାଯାଏ। ପୂର୍ବରୁ ମାତ୍ର ୨-୩ଟି ପ୍ରଥା ରହିଥିବା ବେ‌ଳେ ଏବେ ବିବାହ ପୂର୍ବରୁ ଏବଂ ପରେ ଅନେକ ପ୍ରକାରର ଉତ୍ସବର ଆୟୋଜନ କରାଯାଉଛି। ବିବାହ ପୂର୍ବରୁ ଏବେ ହଲଦୀ, ମେ‌ହନ୍ଦୀ, ସଙ୍ଗୀତ୍, କକଟେଲ୍ ପାର୍ଟି ଓ ପ୍ରି-ୱେଡିଙ୍ଗ୍…
ଅଧିକ ଖବର ଦେଖନ୍ତୁ...

ଜୋମାଟୋରୁ ଅର୍ଡର ବାତିଲ କରିବା ପରେ ଇଞ୍ଜିନିୟରିଂ ଛାତ୍ରଙ୍କ ଆକାଉଣ୍ଟରୁ କଟିଗଲା ୯୧,୦୦୦ଟଙ୍କା

ଗାଜିଆବାଦ୍: ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଜୋମାଟୋରୁ କାଠି ରୋଲ ଓ ରୁମାଲି ରୁଟି ଅର୍ଡର କରିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଅର୍ଡର ବାତିଲ କରିବା ପରେ ପରେ ତାଙ୍କ ଆକାଉଣ୍ଟରୁ ୯୧,୦୦୦ଟଙ୍କା କଟିଯିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଗୋଟେ ଇନଷ୍ଟା ପୋଷ୍ଟ କରିବା ପାଇଁ କେତେ କୋଟି ଟଙ୍କା ନିଅନ୍ତି ଏହି ବଲିଉଡ୍ ଷ୍ଟାର?

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ଫିଲ୍ମ ସହ ସୋସିଆଲ ମିଡିଆରେ କରୁଥିବା ନିଜ ପୋଷ୍ଟ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାନ୍ତି। ଆଜି ଆମେ ବଲିଉଡର ସେହି ସବୁ କଳାକାର ଓ ସୋସିଆଲ ମିଡିଆ ପୋଷ୍ଟରୁ ସେମାନେ କରୁଥିବା ଆୟ ବିଷୟରେ ଜଣାଇବୁ। ୧.ପ୍ରଥମେ ବଲିଉଡର ବିଗ୍ ବି ଅମିତାଭ…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗ୍ରାମ ନିକଟରେ ବୁଧବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଶାଳୁଆପଲ୍ଲୀ ଗ୍ରାମର ବିଜୟ କୁମାର ସାହୁ। ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଇଲପଡା ଗ୍ରାମର ଅନନ୍ତ ସ୍ୱାଇଁ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୩୧ପରଠାରୁ ଏହି ସବୁ ଫୋନରେ ବନ୍ଦ ହୋଇଯିବ ହ୍ବାଟସଆପ୍

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ଭାବେ ଜଣାଶୁଣା ହ୍ବାଟସଆପ୍ ଆସନ୍ତା ମାସଠାରୁ ଲକ୍ଷ ଲକ୍ଷ ସ୍ମାର୍ଟଫୋନରେ ଚାଲିବା ବନ୍ଦ ହୋଇଯିବ। ଏହି ଖବର ଏବେ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ନିଜର ପେଜ୍ ଜରିଆରେ ହ୍ବାଟସଆପ୍ ଏଭଳି ଘୋଷଣା…
ଅଧିକ ଖବର ଦେଖନ୍ତୁ...