Daily Archives

December 11, 2019

ପ୍ରତିଦିନ ୫ଟି ମୂଷା ମାରିବା ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କରିଦେଲା ରେଳବାଇ

ମୁମ୍ବାଇ: ପଶ୍ଚିମ ରେଳପଥରେ ଚାଲୁଥିବା ଇଲେକ୍ଟ୍ରିକ ଟ୍ରେନଗୁଡ଼ିକୁ  ଚଳାଇବା ପାଇଁ ହଜାର ହଜାର ତାର ଲଗାଯାଇଥାଏ। ବିଭିନ୍ନ ସିଗନାଲକୁ ସଠିକ୍ ଭାବେ ଚାଲୁ ରଖିବା ପାଇଁ ତାର ଠିକ୍ ଭାବେ ଯୋଡ଼ି ହୋଇ ରହିବ ଅତ୍ୟନ୍ତ ଜରୁରୀ। ଏ ମଧ୍ୟରୁ ଗୋଟେ ବି ତାର କଟିଗଲେ ସିଗନାଲ ବନ୍ଦ ହୋଇଯିବା ସହ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଯୌନ ଶୋଷଣ ଆରୋପ ଆଣିଥିବା ଆଇନ ଛାତ୍ରୀ ଜେଲରୁ ମୁକୁଳିଲେ

ଶାହାଜାହାନପୁର: ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ‌ଯୌନ ଶୋଷଣର ଆରୋପ ଆଳରେ ୫କୋଟି ଟଙ୍କା ମାଗିଥିବାରୁ ୨୩ବର୍ଷୀୟା ଆଇନ୍ ଛାତ୍ରୀଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୁଲିସ। ତେବେ ମାମଲାର ଶୁଣାଣି କରାଯାଇ ଡିସେମ୍ବର ୪ରେ ଯୁବତୀଙ୍କୁ ଜାମିନ ମିଳିଥିବା ବେଳେ ଆଜି ସେ ଜେଲରୁ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ୨୪୧ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ରାହୁଲ-ରୋହିତ-କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୨୪୦ ରନ୍‌ ସଂଗ୍ରହ କରି ୱେଷ୍ଟଇଣ୍ଡିଜ୍‌କୁ ବିଜୟ ପାଇଁ ୨୪୧ ରନ୍‌ ଲକ୍ଷ୍ୟ ଦେଇଛି। ଭାରତର ଓପନର ଲୋକେଶ ରାହୁଲ (୯୧…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ନିଜ କାମରୁ ଆଶାଜନକ ଫଳ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮। ବୃଷ: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ କାମ ପୂରା କରିବାରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁଭରଙ୍ଗ:…
ଅଧିକ ଖବର ଦେଖନ୍ତୁ...

ନାଗରିକତା ସଂଶୋଧନ ବିଲ୍‌-୨୦୧୯ ରାଜ୍ୟସଭାରେ ଗୃହୀତ, ଏବେ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ରାଜ୍ୟସଭାରେ ଗୃହୀତ ହୋଇଛି । ଏହି ବିଲ୍‌ ସପକ୍ଷରେ ୧୨୫ ଟି ଭୋଟ ମିଳିଥିବା ବେଳେ  ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା।  ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ଗୃହୀତ ହୋଇସାରିଛି ।  ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ମେଡିକାଲ ଫିଜିକ୍ସ ପାଠ୍ୟକ୍ରମକୁ ‘ଏଇଆରବି’ ମାନ୍ୟତା ଦାବିରେ ପଦାର୍ଥ ବିଜ୍ଞାନ…

ସମ୍ବଲପୁର, ୧୦ଯ୧୨ (ଇମିସ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ମେଡିକାଲ ଫିଜିକ୍ସ ବିଭାଗର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବୁଧବାର ୫ମ ଦିନରେ ଜାରି ରହିଛି। ଫିଜିକ୍ସ ପାଠ୍ୟକ୍ରମକୁ ‘ଏଇଆରବି’ ମାନ୍ୟତା ଦାବିରେ ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀମାନେ ଏହି ଅନଶନ କରିଛନ୍ତି। ଛାତ୍ରାଛାତ୍ରୀମାନେ…
ଅଧିକ ଖବର ଦେଖନ୍ତୁ...

ଖେଳ ମଝିରୁ ବିରତି ନେଇ ୭ ମାସର ଶିଶୁକୁ ପଡ଼ିଆରେ କରାଇଲେ ସ୍ତନ୍ୟପାନ, ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲେ ମହିଳା…

ନୂଆଦିଲ୍ଳୀ: ମିଜୋରାମ୍‌ର ଜଣେ ଭଲିବଲ୍‌ ଖେଳାଳି ଏବେ ସୋସିଆଲ୍‌ ମିଡିଆରେ ଛାଇ ଯାଇଛନ୍ତି। ସେ ଖେଳ ମଝିରୁ ପଡ଼ିଆ ଭିତରେ ତାଙ୍କ କୁନି ପିଲାକୁ ସ୍ତନ୍ୟପାନ କରାଉଥିବା ବେଳର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ମହିଳା ଖେଳାଳି ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯: ସିଲେକ୍ଟ କମିଟି ଯିବା ପ୍ରସ୍ତାବ ରାଜ୍ୟସଭାରେ କାଟ ଖାଇଲା

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ବିଲ୍‌-୨୦୧୯କୁ ଏକ ସିଲେକ୍ଟ କମିଟିକୁ ପଠାଯିବାକୁ ବିରୋଧୀ ଦଳ କରିଥିବା ଦାବି ରାଜ୍ୟସଭାରେ କାଟ ଖାଇଯାଇଛି । ଏହି ପ୍ରସ୍ତାବ ବିପକ୍ଷରେ ୧୨୪ଟି ଭୋଟ ଓ ସପକ୍ଷରେ ୯୯ଟି ଭୋଟ ପଡ଼ିଥିଲା । ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ । ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌ ମିର୍‌ଚୀର ୬୦୦ କୋଟିର ସଂପତ୍ତିକୁ ଜବତ କଲା ଇଡି

ମୁମ୍ବାଇ/ ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଥିବା ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌ ମିର୍‌ଚୀର ୬୦୦ କୋଟି ଟଙ୍କା ମୂଲ୍ୟର ସଂପତ୍ତିକୁ ଆଜି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ଦ୍ୱାରା ଜବତ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଏହି କୁନି ଝିଅ ପାଇଁ ଭବିଷ୍ୟତରେ ନିର୍ବାଚନ ପ୍ରଚାର କରିବାକୁ ସ୍ପଷ୍ଟ କଲେ…

ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଏକ କୁନି ଝିଅ ସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଉଠାଇଥିବା ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଝିଅଟି ବଡ଼ ହୋଇ ପ୍ରଧାନମନ୍ତ୍ରୀ ହେବାକୁ ଚାହେଁ ବୋଲି ଇରାନି ତାଙ୍କ ଟ୍ବିଟର୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି। Met…
ଅଧିକ ଖବର ଦେଖନ୍ତୁ...