Daily Archives

December 12, 2019

ନାବାଳକ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ଦୁଇ ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଳପଦର ପଚାଂୟତ ଅନ୍ତର୍ଗତ ବାରିଗାଁର ଦୁଇଜଣ ନାବାଳକ ଦାଦନ ଶ୍ରମିକ ଚାଲାଣ ଅଭିଯୋଗରେ ପୁରେନ୍ଦ୍ର ମିଣିଆକା ଓ ଟିମା ମିଣିଆକା ନାମକ ଦୁଇଜଣଙ୍କୁ ଗୁରୁବାର ଲକ୍ଷ୍ମୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଆଗରୁ ଜଣକୁ…
ଅଧିକ ଖବର ଦେଖନ୍ତୁ...

ଏୟାର‌ଟେଲର ନୂଆ ପ୍ଲାନ୍: ଅନଲିମିଟେଡ୍ କଲ୍ ସହ ଦିନକୁ ମିଳିବ ୨ଜିବି ଡାଟା

ନୂଆଦିଲ୍ଲୀ:  ଏୟାରଟେଲ ଏବେ ୩ଟି ନୂଆ ଟାରିଫ୍ ପ୍ଲାନ ବ୍ୟବହାରକାରୀଙ୍କ ପାଇଁ ଆଣିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖାସ୍ କରି ଏହି ପ୍ଲାନରେ ବ୍ୟବହାରକାରୀଙ୍କୁ ଅନଲିମିଟେଡ୍ କଲ ସହ ୨ଜିବି ଡାଟା ମିଳିବ ବୋଲି ଜଣାପଡ଼ିଛି। ଏହି ପ୍ଲାନ୍ ଆପଣାଇବା ପରେ ବ୍ୟବହାରକାରୀ ସବୁ…
ଅଧିକ ଖବର ଦେଖନ୍ତୁ...

ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଦେଖା ଯାଇଥାଏ ଏ ସବୁ ସମସ୍ୟା

ପ୍ରୋଟିନ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶରୀରର ସଠିକ୍‌ ବିକାଶ ପାଇଁ ପ୍ରତିଦିନର ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ସବୁ ଜିନିଷ ଅଧିକ ହେଲେ ଯେମିତି ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ସେଭଳି ପ୍ରତିଦିନର ଖାଦ୍ୟରେ ପ୍ରୋଟିନର ମାତ୍ରା…
ଅଧିକ ଖବର ଦେଖନ୍ତୁ...

ବଲିଉଡରେ ଡେବ୍ୟୁ କରିବେ ‘ଅଜୁର୍ନ ରେଡ୍ଡୀ’ ଫିଲ୍ମର ଅଭିନେତ୍ରୀ ଶାଳିନୀ ପାଣ୍ଡେ, ରଣବୀରଙ୍କ ସହ କରିବେ…

ମୁମ୍ବାଇ: ଫିଲ୍ମ 'ଅଜୁୁର୍ନ ରେଡ୍ଡୀ'ରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରି ଲୋକପ୍ରିୟ ‌ହୋଇଥିଲେ ଅଭିନେତ୍ରୀ ଶାଳିନୀ ପାଣ୍ଡେ। ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରିଥିବା ବେଳେ ଏବେ ତାଙ୍କୁ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଅଭିନେତା ରଣବୀର ସିଂହଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ ତିନ୍ ତଲାକ୍ ଦେବା ପରେ ‘ନିକାହ ହଲାଲା’ ଆଳରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କଲା ତାନ୍ତ୍ରିକ

ଭୋପାଳ: ସ୍ବାମୀ ତିନ୍ ତଲାକ୍ ଦେବା ପରେ ଜଣେ ତାନ୍ତ୍ରିକ ମିଛ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ସ୍ବାମୀ ଓ ତାନ୍ତ୍ରିକକୁ ଗିରଫ କରିଛି। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ନଭେମ୍ବର ୨୩ରେ କୌଣସି କାରଣରୁ ତାଙ୍କର…
ଅଧିକ ଖବର ଦେଖନ୍ତୁ...

୨୦୩ ସେକେଣ୍ଡରେ ୧ରୁ ୨୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗ କହି ୟୁନିଭର୍ସାଲ୍‌ ରେକର୍ଡ଼ରେ ସ୍ଥାନ ପାଇଲେ ମନୋଜ ମହାରଣା,…

ବ୍ରହ୍ମପୁର: ଏକାଧିକ କୀର୍ତ୍ତିମାନ ନିଜ ନାମରେ କରିଥିବା ଗଂଜାମ ଜିଲ୍ଲା ପୋଲସରା ବାସିନ୍ଦା ଭଗବାନ ମହାରଣାଙ୍କ ପୁଅ ମନୋଜ ମହାରଣା ପୁଣି ଦୁଇଟି ଅନ୍ତର୍ଜାତୀୟ କୀର୍ତ୍ତିମାନ ହାସଲ କରିଛନ୍ତି। ୧ରୁ ୨୦୦ ପର୍ଯ୍ୟନ୍ତ ସଂଖ୍ୟାର ବର୍ଗ ମାତ୍ର ୨୦୩ ସେକେଣ୍ଡରେ ନିର୍ଭୁଲ ଭାବେ କହି ୟୁନିଭର୍ସାଲ୍‌…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଳଙ୍କୁ ନେଇ ଏଭଳି ପ୍ରଶ୍ନ କରାଯିବା ପରେ ରାଗି ଗଲେ ହିମେଶ : କହିଲେ; ମୁଁ ତାଙ୍କ ମ୍ୟାନେଜର ନୁହେଁ

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ବସି ଗୀତ ଗାଇ ନିଜର ଜୀବନ ବିତାଉଥିଲେ କଣ୍ଠଶିଳ୍ପୀ ରାନୁ ମଣ୍ଡଳ। କିନ୍ତୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରେ ରାତାରାତି ସେ ଷ୍ଟାର ପାଲଟିଥିଲେ। ତାଙ୍କ ଲୋକପ୍ରିୟତାକୁ ଦେଖି ବଲିଉଡ୍ କଣ୍ଠଶିଳ୍ପୀ ହିମେଶ ରେଶମିୟା…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଚାଞ୍ଚଲ୍ୟ : ଇନଷ୍ଟା ପୋଷ୍ଟ ଜରିଆରେ ଟ୍ରାକ୍ କରିବା ସହ ଯୁବକଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ୪ ଯୁବକ !

ମୁମ୍ବାଇ: ଚଳନ୍ତା ଗାଡ଼ିରେ ଜଣେ ୨୨ବର୍ଷୀୟ ଯୁବକ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୪ଜଣ ଅଭିଯୁକ୍ତ ପୀଡ଼ିତଙ୍କ ଇନଷ୍ଟା ପୋଷ୍ଟ ଜରିଆରେ ତାଙ୍କୁ ଠାବ କରିବା ସହ ମିଛ କହି ତାଙ୍କୁ ଗାଡ଼ିରେ ବସାଇଥିଲେ। ଏହା ପରେ କାର ଭିତରେ ୪ଜଣ ମିଶି ପୀଡ଼ିତଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ବିବାହ ବନ୍ଧନରେ ବାନ୍ଧି ହେଲେ ସାନିଆ ମିର୍ଜାଙ୍କ ଭଉଣୀ ଅନମ, ସୋସିଆଲ ମିଡିଆରେ ଛାଇଲା ଫଟୋ

ନୂଆଦିଲ୍ଲୀ: ଟେନିସ ତାରକା ସାନିଆ ମିର୍ଜାଙ୍କ ଭଉଣୀ ଅନମ ମିର୍ଜା ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦଙ୍କୁ ସେ ବିବାହ କରିଛନ୍ତି। ବିବାହ ପରେ ପରେ ଦୁହେଁ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର କିଛି ଫଟୋ…
ଅଧିକ ଖବର ଦେଖନ୍ତୁ...

ବିଧବାଙ୍କ ଆକାଉଣ୍ଟରୁ ସାଢ଼େ ୩ ଲକ୍ଷ ଟଙ୍କା ଗାଏବ, ଥାନାରେ ମାମଲା ରୁଜୁ

ଜୟପୁର: ବାଇକ୍‌ ଲୁଟ ପରେ ଏବେ ଧୀରେ ଧୀରେ ବ୍ୟାପିବାଲେ ଲାଗିଛି ସାଇବର କ୍ରାଇମ। ଦୁନିଆ ଦିନକୁ ଦିନ ଯେତେ ସ୍ମାର୍ଟ ହେବାରେ ଲାଗିଛି ଚୋରମାନେ ମଧ୍ୟ ସେତିକି ସ୍ମାର୍ଟ ହେବାରେ ଲାଗିଛନ୍ତି। ଚୋର ପୁଲିସଙ୍କ ଠାରୁ ଦୁଇପାଦ ଆଗରେ ଚାଲୁଛି। ବର୍ତ୍ତମାନ ଏବେ ଚୋର ଦଳ ସାଇବର କ୍ରାଇମ କରିବାରେ…
ଅଧିକ ଖବର ଦେଖନ୍ତୁ...