Daily Archives

December 13, 2019

ପୁଣି ଉଦ୍ଧାର ହେଲେ ୧୯ ଦାଦନ ଶ୍ରମିକ, ଜଣେ ଦଲାଲ ଗିରଫ, ସହଯୋଗୀ ଫେରାର

ଖଡ଼ିଆଳ: ରାଜ୍ୟ ବାହାରକୁ ଦାଦନ ଚାଲାଣ ଅଭିଯୋଗରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ପୁଲିସ ଗୁରୁବାର ଜଣେ ଦଲାଲକୁ ଗିରଫ କରି ୧୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଦାଦନ ଶ୍ରମିକମାନଙ୍କୁ ଖଡ଼ିଆଳ ଠାରୁ ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁର ନିଆଯିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସିଆଚେନ୍‌ର ଭୟଙ୍କର ଜଳବାୟୁରେ ଦେଶର ସୁରକ୍ଷା କରୁଥିବା ଯବାନଙ୍କୁ ଉପଯୁକ୍ତ ସୁରକ୍ଷା ଉପକରଣ ଓ ଖାଦ୍ୟ ଦିଆଯାଉନାହିଁ :…

ନୂଆଦିଲ୍ଲୀ : ଭାରତର ନେତା, ଅଫିସର ନିଜ ନିଜର ସୁଖସୁବିଧା ପାଇଁ ସବୁବେଳେ ଯତ୍ନବାନ ରହୁଥିବାବେଳେ ଦୁର୍ଗମ ସ୍ଥାନରେ ରହି ଦେଶର ସୁରକ୍ଷା କରୁଥିବା ଯବାନମାନଙ୍କ କଥା ଭୁଲିଯାଉଛନ୍ତି । ସିଆଚେନ ଓ ଲଦାଖରେ ଅତି ପ୍ରତିକୂଳ ଜଳବାୟୁ ମଧ୍ୟରେ ଦେଶର ସୀମାର ସୁରକ୍ଷା କରୁଥିବା ଯବାନମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବିଗ୍ ବସ୍ ସିଜିନ୍-୧୩ରେ ନଜର ଆସିବେ ସୁନୀଲ ଗ୍ରୋଭର

ମୁମ୍ବାଇ: ବିଗ୍ ବସ୍ ସିଜିିନ୍-୧୩ରେ ନଜର ଆସିବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ତାଙ୍କ ପ୍ରଶଂସକ ତାଙ୍କୁ ଗୁଥି ନାମରେ ଅଧିକ ପସନ୍ଦ କରୁଥିବା ବେଳେ ଏବେ ସେ ଗୁଥି ବେ‌ଶରେ ବିଗ୍ ବସକୁ ଆସିବେ। ତେବେ ନୂଆ ପ୍ରତିଯୋଗୀ ଭାବେ ନୁହନ୍ତି ବରଂ ଉଇକଏଣ୍ଡ କା ୱାରରେ ସେ…
ଅଧିକ ଖବର ଦେଖନ୍ତୁ...

ସପିଂ ମଲରେ ମହିଳାଙ୍କ ବ୍ୟାଗରୁ ଫୋନ ଚୋରି କଲେ ଯୁବକ, ସିସିଟିଭିରେ ଦେଖନ୍ତୁ କିଭଳି ଚୋରକୁ ବୋକା ବନାଇଲେ ମହିଳା

ନୂଆଦିଲ୍ଲୀ: ଆଜିକାଲି ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ କୌଶଳ ଆପଣାଉଛନ୍ତି। କିଭଳି କମ ସମୟ ମଧ୍ୟରେ ଲୋକଙ୍କଠାରୁ ଜିନିଷ ଚୋରି କରିବ, ସେ ନେଇ ନୂଆ ନୂଆ ଉପାୟ ଆପଣାଉଥିବା ଅନେକ ସମୟରେ ଦେଖାଯାଇଛି। ପୂର୍ବରୁ ଅନେକ ଘଟଣା ଆଖି ଆଗକୁ ଆସିଛି, ଯେଉଁଥିରେ ଚୋର ଜିନିଷ ଚୋରି କରି ନେଇ…
ଅଧିକ ଖବର ଦେଖନ୍ତୁ...

ବାଲାକୋଟ୍ ଏୟାରଷ୍ଟ୍ରାଇକର ନିର୍ମାଣ ପାଇଁ ହାତ ମିଳାଇଲେ ଏହି ୪ ନାମୀଦାମୀ ପ୍ରଯୋଜକ

ମୁମ୍ବାଇ: ୨୦୧୯ରେ ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରେ ଗୋଟିଏ ଥିଲା ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକ୍। ଆତଙ୍କବାଦୀଙ୍କ ଦମନ ଲାଗି ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ନେଇ ଦାବି କରାଯାଇଥିବା ବେଳେ ଏହା ଭାରତକୁ ବଡ଼ ସଫଳତା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ୨ ସାଙ୍ଗଙ୍କ ମୃତ୍ୟୁ, ଦୁର୍ଘଟଣା ଘଟାଇ କାର୍‌ ଫେରାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ନଂ ଜାତୀୟ ରାଜପଥର ବୋରବାହାଲ ଗାଁ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବୋରବାହାଲ ଗାଁର ବିଜୟ ପୁଟେଲ (୧୮) ଓ ଜିତେନ୍ଦ୍ର ପୁଟେଲ (୨୫)। ଦୁର୍ଘଟଣା ପରେ ଏହି…
ଅଧିକ ଖବର ଦେଖନ୍ତୁ...

ଯାନ୍ତ୍ରିକ ତ୍ରୁଟି ପାଇଁ ବିଳମ୍ବରେ ଉଡ଼ାଣ କରିଲା ଇଣ୍ଡିଗୋ ବିମାନ, ଏରୋବ୍ରିଜରେ ଯାତ୍ରୀ ବସିଲେ ୮ଘଣ୍ଟା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ବା ପୂର୍ବରୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ବିମାନ ଉଡ଼ାଣରେ ବିଳମ୍ବ ହେଉ ବା ମଝି ଆକାଶରେ ଦେଖା ଦେଉଥିବା ସମସ୍ୟା ପାଇଁ କିଛି ଲୋକ ବିମାନଯାତ୍ରା ପାଇଁ ଡ଼ରିଥାନ୍ତି। ଏବେ ସେଭଳି କିଛି ଘଟିଛି ଲକ୍ଷ୍ନୌରେ। ଇଣ୍ଡିଗୋ…
ଅଧିକ ଖବର ଦେଖନ୍ତୁ...

ବଡ଼ଦିନରେ ବଜାରକୁ ଆସିବ ସୁନା ଓ ହୀରା ଖଚିତ ଆଇଫୋନ-୧୧ପ୍ରୋ: ଦାମ୍ ଜାଣି ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ଆପଲ କମ୍ପାନିର ଆଇଫୋନ-୧୧ ପ୍ରୋର ଗୋଲ୍ଡ ଓ ଡାଇମଣ୍ଡ ଏଡିସନ ବଡ଼ଦିନ ଅବସରରେ ବଜାର ପ୍ରବେଶ କରାଯିବ। ସାରା ବିଶ୍ବ‌ରେ ଏହାର ଡେଲିଭରି ମାଗଣାରେ କରାଯିବା ସହ ଏହାର ଦାମ୍ ଏବେ କିଛି ଲୋକଙ୍କ ହୋସ୍ ଉଡ଼ାଇଛି। ଆଇଫୋନ-୧୧ ପ୍ରୋର ଦାମ୍ ୯୧ଲକ୍ଷ ଟଙ୍କା ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ଫାଶୀ ଦେଉଥିବା ଘାତକକୁ କେତେ ଟଙ୍କା ମିଳିଥାଏ ଦରମା ?

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀଙ୍କୁ କୌଣସି ମୁହୂର୍ତ୍ତରେ ବି ଫାଶୀ ଦିଆଯାଇପାରେ | ତେବେ ଫାଶୀ ଦେଉଥିବା ଘାତକଙ୍କ ଦରମା କେତେ ଟଙ୍କା ଆପଣ ଜାଣନ୍ତି କି ? ଆଜି ଆମେ ଘାତକଙ୍କୁ ମିଳୁଥିବା ଦରମା ବାବଦରେ କହିବୁ | ପ୍ରଥମେ ଘାତକ ମାନଙ୍କୁ ପ୍ରତି ଫାଶୀ ପିଛା ୧୦୦ ଟଙ୍କା ମିଳୁଥିଲା |…
ଅଧିକ ଖବର ଦେଖନ୍ତୁ...

ଏଭଳି ସମସ୍ୟା ପାଇଁ ଗ୍ରାମରେ ଅଧାରୁ ଅଧିକ ଲୋକ ହୋଇ ସାରିଛନ୍ତି କର୍କଟର ଶିକାର, ୩୫ ଜଣଙ୍କ ମୃତ୍ୟୁ ପରେ ସ୍ପଷ୍ଟ…

ରତଲାମ(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିବା ଏକ ଗାଁରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗାଁରେ ରହୁଥିବା ଅଧାରୁ ଅଧିକ ଲୋକ କର୍କଟ ରୋଗର ଶିକାର ହୋଇ ସାରିଥିବା ବେଳେ ୫ବର୍ଷରେ ୩୫ଜଣଙ୍କ ମୃତ୍ୟୁ ହୋଇ ସାରିଛି। ପ୍ରଥମେ ଏଭଳି ହେବା ପଛର କାରଣ କେହି ଜାଣି…
ଅଧିକ ଖବର ଦେଖନ୍ତୁ...