Daily Archives

December 13, 2019

ମାନବିକତା ଦେଖାଇଲେ କନ୍ଧମାଳ ଏସପି: ଦୁର୍ଘଟଣାରେ ଗୁରୁତର ୨ ଯୁବକଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନାରେ ଭର୍ତ୍ତି କଲେ

ଫୁଲବାଣୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କନ୍ଧମାଳ ଏସପି। ଦୁର୍ଘଟଣାରେ ଗୁରୁତର ୨ ଯୁବକଙ୍କୁ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ମାନବିକତାର ଉଦାହରଣ ପାଲଟିଛନ୍ତି। ରିପୋର୍ଟ ଅନୁସାରେ ଗୁରୁବାର ଅପରାହ୍ନରେ କୋର୍ଟ ଛକରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ସମୀର ନାୟକ ଓ ରାଜେଶ…
ଅଧିକ ଖବର ଦେଖନ୍ତୁ...

ପିଆଜ ଦର ବଢ଼ିବା ପଛର କାରଣ ବର୍ଷା ଓ ବନ୍ୟା ବୋଲି କହିଲେ ସୀତାରମଣ

ନୂଆଦିଲ୍ଳୀ: ପିଆଜ ଦର ବୃଦ୍ଧି ପଛର କାରଣ ପୂର୍ବରୁ ଅନେକ ଲୋକ ଅନେକ କଥା କହିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷା ଓ ବନ୍ୟାକୁ ପିଆଜ ଅଭାବ ଓ ଦର ବୃଦ୍ଧିର କାରଣ ବୋଲି କହିଛନ୍ତି। ‌ସେ କହିଛନ୍ତି କି କେନ୍ଦ୍ର ସରକାର ବହୁଳ ପରିମାଣ ପିଆଜ ଆମଦାନୀ କରି ଗ୍ରାହକଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ ଭିତରେ ଫାଶୀ ପୂର୍ବରୁ କ’ଣ କ’ଣ କରାଯାଏ? କିଭଳି ଦୋଷୀଙ୍କୁ ଦିଆଯାଏ ଫାଶୀ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: କେମିତି ଦିଆଯାଏ ଫାଶୀ? ଫାଶୀ ପୂର୍ବରୁ କ’ଣ ହୁଏ? ଫାଶୀ ପରେ କଣ ହୁଏ? ଫାଶୀ ଦିଆଯାଉଥିବା କୋଠରୀରେ କ’ଣ କରାଯାଏ? ଫାଶୀ ଦେଲାବେଳେ କିଏ କିଏ ସାକ୍ଷୀ ରହନ୍ତି? ଏକାଥରେ ୪ ଜଣଙ୍କୁ କେବେ ଫାଶୀ ହୋଇଛି କି ? ଏମିତି ଅନେକ ପ୍ରଶ୍ନ ଏବେ ସାରା ଦେଶରେ ଉଙ୍କି ମାରୁଛି। ନିର୍ଭୟା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ତର୍କ ଜ୍ଞାନକୁ ଅନ୍ୟମା‌େନ ପସନ୍ଦ କରିବେ। ବ୍ୟବସାୟିକ କାର୍ଯ୍ୟରେ ସଫଳତା। ଛାତ୍ରଙ୍କୁ ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ଦିନଟି ଆପଣଙ୍କୁ କମ୍‌ ଲାଭ ଦେବ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।…
ଅଧିକ ଖବର ଦେଖନ୍ତୁ...

୩୪୯ କିଲୋ ଗଂଜେଇ ଜବତ, ବୈପାରୀଗୁଡ଼ାରେ ଉତ୍ତରପ୍ରଦେଶର ୩ ଯୁବକ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ପୁଲିସ ଗୁରୁବାର ପୂର୍ବାହ୍ନରେ ୩୪୯ କିଲୋ ଗଂଜେଇ ଜବତ କରିଛି। ପୁଲିସ ଏହି ଘଟଣା ସହିତ ଜଡ଼ିତ ଉତ୍ତର ପ୍ରଦେଶର ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମପୁର ଜିଲ୍ଲା ଶହାବାଦ ଥାନା ଅନ୍ତର୍ଗତ ରାବଣୀପଟ୍ଟୀ ଗାଁର ଅମର ସିଂହ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ : ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ କରୁଥିବା ସଂଦିଗ୍ଧ ବ୍ୟକ୍ତିକୁ ଗୁଳିକଲା ବିଏସ୍‌ଏଫ୍‌

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଥିବା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଅନୁପ୍ରବେଶ କରୁଥିବା ଜଣେ ସଂଦିଗ୍ଧ ବ୍ୟକ୍ତିକୁ ଆଜି ବିଏସ୍‌ଏଫ୍‌ ଯବାନମାନେ ଗୁଳି କରି ମାରିଦେଇଛନ୍ତି । ବିଏସ୍‌ଏଫ୍‌ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସାମ୍ବା…
ଅଧିକ ଖବର ଦେଖନ୍ତୁ...

କେବଳ ପୋଷଣ ପାଇଁ ନୁହେଁ, ଓଜନ ହ୍ରାସ ପାଇଁ ବି ଖାଆନ୍ତୁ କମଳା

ଫଳ ଓ ପରିବା କେବଳ ଶରୀରକୁ ପୋଷଣ ଦେବାରେ ନୁହେଁ ବରଂ ଅନେକ ସମୟରେ ଏହା ଶରୀରରୁ ଅତିରିକ୍ତ ଚର୍ବି ଖସାଇବା କାମରେ ବି ଆସିଥାଏ। କମଳା ସେଥିମଧ୍ୟରୁ ଅନ୍ୟତମ। ଶୀତ ଦିନେ ଶରୀରରୁ ଜଳୀୟ ଅଂଶ କମ୍‌ ହୋଇ ଯାଉଥିବା କାରଣରୁ କମଳା ଖାଇବା ନିହାତି ଜରୁରୀ। ଏହି ମିଠା ଓ ସ୍ବାଦିଷ୍ଟ ଫଳ ଖାଇବା…
ଅଧିକ ଖବର ଦେଖନ୍ତୁ...

ଏଚ୍‌ଆଇଭି ଆକ୍ରାନ୍ତ ଯୁବକ ନିଜ ଦେହରେ ନିଆଁ ଲଗାଇ କଲେ ଆତ୍ମହତ୍ୟା

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ ଏଚ୍‌ଆଇଭି ରୋଗରେ ଆକ୍ରାନ୍ତ ଜଣେ ଯୁବକ ନିଜ ଦେହରେ କିରାସିନି ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ନିଆଁରେ ପୋଡ଼ିଯାଉଥିବା ଦେଖି ଗାଁର ଲୋକେ ଏଚ୍‌ଆଇଭି ପୀଡ଼ତଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

ନୂଆ ନାଗରିକତା ଆଇନ ପ୍ରତିବାଦରେ ପଶ୍ଚିମବଙ୍ଗ, ଦିଲ୍ଲୀରେ ହିଂସା

କୋଲକତା : ନୂଆ ନାଗରିକତା ଆଇନ ପ୍ରତିବାଦରେ ହିଂସା ପଶ୍ଚିମବଙ୍ଗକୁ ବ୍ୟାପିଛି । ପଶ୍ଚିମବଙ୍ଗରେ ଆଜି ବିକ୍ଷୋଭକାରୀମାନେ ଉଲୁବେରିଆ ରେଳଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି । ଏହା ସହିତ ପଥରମାଡ଼ କରିଛନ୍ତି । ସେହିପରି ରାଜ୍ୟର ମୁର୍ସିଦାବାଦ ଜିଲ୍ଲାରେ ଥିବା ବେଲଡ଼ଙ୍ଗା ରେଳ ଷ୍ଟେସନ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ଦେଖି ଆମ୍ବୁଲାନ୍ସକୁ ଫୋନ୍‌ କରୁଥିବା ବେଳେ ଚଢ଼ିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାଲିଗଲା ୨ ଜୀବନ

ଯାଜପୁର: ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆଛକରେ ଆଜି ଦୁଇଟି ଟ୍ରକ୍ ଦୁଇଟି ବାଇକକୁ ଧକ୍କାଦେବା ଫଳରେ ୨ ଜଣ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଜେନାପୁର…
ଅଧିକ ଖବର ଦେଖନ୍ତୁ...