Daily Archives

December 14, 2019

ବିଶ୍ୱକୁ ଏକତାର ସୂତ୍ର‌ରେ ବାନ୍ଧିବାକୁ ଶିଶୁ ମନ୍ଦିର ଏକ ମାଧ୍ୟମ: ରାଜ୍ୟପାଳ

ଛତ୍ରପୁର: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବସମାଜର ହୃଦୟକୁ ପୁଷ୍ପ ତା’ର ସୁଗନ୍ଧରେ ଭରିଦିଏ। ଠିକ୍ ସେହିପରି ଶିକ୍ଷା ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। କିନ୍ତୁ ନିଜ ଭିତରେ ଆହରଣ କରିଥିବା ଜ୍ଞାନକୁ ସୀମିତ ନ ରଖି ପୁଷ୍ପର ସୁଗନ୍ଧ ଭଳି ଏହା ଅନ୍ୟ ମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା: ହଷ୍ଟେଲର ଅତିରିକ୍ତ ପରିଚାଳିକା ନିଲମ୍ବିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏକ ଆଶ୍ରମ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଜିଲ୍ଲା ପ୍ରସାଶନ ତା’ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛି। ଏହି କ୍ରମରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ(ଡବ୍ଲ୍ୟୁଇଓ) ପ୍ରଦୀପ କୁମାର…
ଅଧିକ ଖବର ଦେଖନ୍ତୁ...

ବିବାହର ୪ଦିନ ପରେ ୩ଲକ୍ଷ ଟଙ୍କାର ସୁନା ଗହଣା ନେଇ ଚମ୍ପଟ ମାରିଲା ଲୁଟେରା‌ ବୋହୂ

ବଦାୟୁଁ: ବିବାହର ୪ଦିନ ପରେ ଜଣେ ନବବଧୂ ଶାଶୁଘରୁ ୩ଲକ୍ଷ ଟଙ୍କାର ସୁନା-ଗହଣା ନେଇ ଫେରାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଥିବା ବେଳେ ରାତି ଖାଇବାରେ ନିଶା ଦ୍ରବ୍ୟ ମିଶାଇ ଲୁଟେରୀ ଦୁହ୍ଲନ ଏଭଳି କରିଥିବା ଜଣା…
ଅଧିକ ଖବର ଦେଖନ୍ତୁ...

କିଛି ଲୋକ ଭାବନ୍ତି ବଡ଼ ବଡ଼ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକଙ୍କ ପାର୍ଟିକୁ ଗଲେ କାମ ମିଳେ, ଏହା ସଂପୂର୍ଣ୍ଣ ଭୁଲ: ଅକ୍ଷୟ…

ମୁମ୍ବାଇ: ଫିଲ୍ମ ତାଲ୍ ଓ ହମରାଜ ଭଳି ଫିଲ୍ମରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତା ଅକ୍ଷୟ ଖାନ୍ନା ଏବେ ଫିଲ୍ମରେ ଖୁବ୍ କମ ନଜର ଆସୁଛନ୍ତି। ଏହା ସହ ଏବେ ଯେଉଁ ହାତଗଣତି ଫିଲ୍ମରେ ନଜର ଆସୁଛନ୍ତି, ତାହା ମଧ୍ୟ ବକ୍ସ ଅଫିସରେ ସଫଳ ହୋଇ ପାରୁ ନାହିଁ। କିଛି ଦିନର ବ୍ୟବଧାନ ପରେ ଏବେ ସେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ଅନୁପସ୍ଥିତିରେ ଶାଶୂ ସହ ଦୁଷ୍କର୍ମ କରିବା ପରେ ହାତ ଯୋଡ଼ି ଅଭିଯୁକ୍ତ କହିଲା; ମୋତେ କ୍ଷମା କରିଦିଅ

ହାଇଦ୍ରାବାଦ୍: ଦେଶରେ ଏବେ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି। ପ୍ରତିଦିନ ଦେଶର ପ୍ରତିଟି କୋଣରୁ ଦୁଷ୍କର୍ମ ଭଳି ଅପରାଧ ସାମ୍ନାକୁ ଆସୁଥିବା ବେଳେ ଏବେ ହାଇଦ୍ରାବାଦରେ ସେଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ସହ ଜ୍ବାଇଁ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା, ଅଭିଯୁକ୍ତ ଯୁବକ ଅଟକ

ବାଲୁଗାଁ/ବ୍ରହ୍ମପୁର: ଜଣେ କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗାଁରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବାଲୁଗାଁ କଲେଜର ଯୁକ୍ତ ୨ କଳା ଛାତ୍ରୀ ଶିବାନୀ ବେହେରା ଅନ୍ୟ ଦିନ ଭଳି ଆଜି ବି…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଛତ୍ରପୁର: ଛତ୍ରପୁର ଥାନା ଇଲାକାରେ ଜଣେ ୫ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତ କହ୍ନେଇ ରାଉଳକୁ(୨୦) ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଛତ୍ରପୁର ଥାନାରେ କେସ ନମ୍ବର ୩୩୧ ଏବଂ ପୋକ୍‌ସୋ ଆକ୍ଟ୍ ଅନୁସାରେ ମାମଲା ରୁଜୁ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ସୃଷ୍ଟି କଲେ ଉଦାହରଣ: ଚର୍ଚ୍ଚର ମରାମତି ପାଇଁ ୫ ଲକ୍ଷ ଟଙ୍କା ଦାନ କଲେ ହିନ୍ଦୁ ଯୁବକ

ହାଇଦ୍ରାବାଦ: ବେଳେ ବେଳେ ବିଭିନ୍ନ ଧର୍ମର ଲୋକେ ପରସ୍ପରକୁ ସାହାଯ୍ୟ କରୁଥିବାର ଦୃଶ୍ୟ ଆଖି ଆଗକୁ ଆସିଥାଏ। ଏବେ ବି ଧର୍ମକୁ ନେଇ ବିବାଦ ଦେଖା ଦେଉଥିଲେ ମଧ୍ୟ କିଛି ଲୋକ ସବୁ ଧର୍ମକୁ ସମ୍ମାନ ଦେବା ସହ ପରସ୍ପରକୁ ସାହାଯ୍ୟ କରିଥାନ୍ତି। ଯାହାର ଏକ ଜ୍ବଳନ୍ତ ଉଦାହରଣ ତେଲେଙ୍ଗାନାର…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷ ପୂର୍ବେ ହତ୍ୟା କରାଯାଇଥିବା ଦୁଷ୍କର୍ମ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ଆରମ୍ଭ, ପ୍ରକୃତ ଦୋଷୀକୁ ଖୋଜୁଛି…

ବିଜୟୱାଡା: ଘଟଣାର ୧୨ବର୍ଷ ପରେ ଏବେ ପୁଣି ଥରେ ପ୍ରକୃତ ଘଟଣାର ସନ୍ଧାନ ଆରମ୍ଭ କରିଛି ଯାଞ୍ଚ ଟିମ୍। ୧୨ବର୍ଷ ତଳେ ଯେଉଁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା, ଏବେ ସେହି ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଯାଞ୍ଚ ଟିମ୍ ସନ୍ଧାନ ଆରମ୍ଭ କରିଥିବା ବୋଲି ଜଣା ପଡ଼ିଛି। ଶନିବାର…
ଅଧିକ ଖବର ଦେଖନ୍ତୁ...

ଦୁଇ ଘଣ୍ଟାରେ ଫାଟିବ ବୋଲି କହି ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ବୋମା ଥିବା ସୂଚନା ଦେଲେ ଯୁବକ, ତା’…

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଦବଙ୍ଗ ଖାନ ସଲମାନଙ୍କ ଘରେ ବୋମା! ଦୁଇ ଘଣ୍ଟା ମଧ୍ୟରେ ବୋମାକୁ ଖୋଜି ବାହାର ନ କରାଗଲେ ତାହା ଫାଟି ଯାଇପାରେ। କିଛି ଏଭଳି ଇମେଲ ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ତୁରନ୍ତ ଯାଞ୍ଚରେ ଲାଗି ପଡ଼ିଥିଲା ପୂରା ପୁଲିସ ଟିମ୍। ଗାଜିଆବାଦର ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...