Daily Archives

December 14, 2019

ଜାଣନ୍ତୁ ଏବେ କେଉଁଠି ଓ କିଭଳି ଜୀବନ ବିତାଉଛି ନିର୍ଭୟା ଗଣଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାବାଳକ?

ନୂଆଦିଲ୍ଲୀ: ୭ବର୍ଷ ପୂର୍ବେ ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟା ସହ ଗଣଦୁଷ୍କର୍ମ କରିଥିଲେ ୬ଜଣ ଅଭିଯୁକ୍ତ। ଏବେ ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଫାଶୀ ହେବାକୁ ଯାଉଥିବା ବେଳେ ଲୋକେ ଦିନ ଗଣିବା ଆରମ୍ଭ କରିଛନ୍ତି। ତେବେ ୬ଜଣଙ୍କ ମଧ୍ୟରୁ ଜଣେ ବସର ଚାଳକ ଥିବା ବେଳେ ଜେ‌ଲରେ ଥିବା  ସମୟରେ ସେ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କଣ୍ଢଳ ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଶନିବାର ସନ୍ଧ୍ୟାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସଂଧ୍ୟା ସମୟରେ କଣ୍ଢଳ ଗ୍ରାମର ରମାକାନ୍ତ ରାଉତ(୨୫) ଓ କନ୍ଦର୍ପ ସାହୁ (୬୦) ନିଜ ବାଇକରେ…
ଅଧିକ ଖବର ଦେଖନ୍ତୁ...

ମା’ର ଡ୍ରାଇଭିଂ ଲାଇସେନ୍ସ ପାଇଁ ପୁଅ ବନିଗଲା ‘ବହୁରୂପୀ’: ଜାଣନ୍ତୁ ପୂରା ଘଟଣା ଟି କ’ଣ

ନୂଆଦିଲ୍ଲୀ: ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ପାଇଁ ଗାଡି ଚଳାଇ ଦେଖେଇବାକୁ ହୋଇଥାଏ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗାଡ଼ି ନଚଳାଇ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହାନ୍ତି। ଏପରି କ୍ଷେତ୍ରରେ ଜଣେ ପୁଅର କମାଲ ଦେଖିବାକୁ ମିଳିଛି। ସେ ତାଙ୍କ ମା’ଙ୍କ ପାଇଁ ଡ୍ରାଇଭିଂ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ: ବସ୍‌, ଟ୍ରେନ୍‌, ଷ୍ଟେସନ୍‌ ଓ ଟୋଲ୍‌ ପ୍ଲାଜା…

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ହିଂସା ଅଣାୟତ ଆଡ଼କୁ ଗତି କରୁଛି।  ପ୍ରଦର୍ଶନକାରୀମାନେ ମୁର୍ଶିଦାବାଦ ଜିଲ୍ଲାର ଦୁଇଟି ଟ୍ରେନ୍‌ରେ ନିଆଁ ଲଗାଇଥିବା ବେଳେ କୋଲକାତାକୁ ସଂଯୋଗ କରୁଥିବା କୋନା ଏକ୍ସପ୍ରେସ୍‌ୱେରେ ରାଜ୍ୟ ପରିବହନ ବିଭାଗର ୪ଟି ବସ୍‌କୁ ଜାଳି…
ଅଧିକ ଖବର ଦେଖନ୍ତୁ...

ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦର ଦର ବଢାଇଲେ ଅମୂଲ, ମଦର ଡେରୀ

ନୂଆଦିଲ୍ଲୀ : ଦର ବଢାଇଛନ୍ତି ଦେଶର ଦୁଇ ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଉତ୍ପାଦନକାରୀ କମ୍ପାନି ଅମୂଲ ଓ ମଦର ଡେରୀ । ଅମୂଲ ନିଜର ଦୁଗ୍ଧମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଗୁଜୁରାଟ, ଦିଲ୍ଲୀ ଏନସିଆର, ପଶ୍ଚିମବଙ୍ଗ , ମହାରାଷ୍ଟ୍ର ଓ ମୁମ୍ବାଇ ସର୍କିଟରେ ଏହି ବର୍ଦ୍ଧିତ ଦର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧନଲାଭର ନୂଆ ସୁଯୋଗ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ ଲାଗି ସମୟ ଠିକ୍‌ ରହିବ। ଶନିବାର: ସୁସମ୍ବାଦ ପାଇବେ। ରବି ଓ ସୋମବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ନୂଆ ଦାୟିତ୍ଵ ମିଳିପାରେ। ଗୁରୁ ଓ ଶୁକ୍ରବାର:…
ଅଧିକ ଖବର ଦେଖନ୍ତୁ...

ଜିଓ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆ ପ୍ଲାନ୍‌ ଭିତରୁ ବାଛନ୍ତୁ ଆପଣଙ୍କ ପାଇଁ କେଉଁଟା ଲାଭଦାୟକ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆ ନିଜର ଟାରିଫ ପ୍ଲାନ୍‌କୁ ମହଙ୍ଗା କରି ଦେଇଥିଲେ। ଏହାପରଠାରୁ ଟେଲିକମ୍‌ ସେକ୍ଟରରେ ପ୍ରତିଯୋଗିତା ବଢ଼ି ଯାଇଛି। ଟାରିଫ୍‌ ପ୍ଲାନ୍‌ ମହଙ୍ଗା ହେବା କାରଣରୁ ଉପଭୋକ୍ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।…
ଅଧିକ ଖବର ଦେଖନ୍ତୁ...

ଭିଡିଓ ଭାଇରାଲ୍‌: ଗଙ୍ଗା ଘାଟରେ ପାହଚ ଚଢୁ ଚଢୁ ଖସିଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ, ଦୌଡ଼ିଯାଇ ଉଠାଇ ପକାଇଲେ…

ନୂଆଦିଲ୍ଲୀ: ଶନିବାର କାନପୁର ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାମୟିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଉତ୍ତରପ୍ରଦେଶ କାନପୁରର ଗଙ୍ଗାନଦୀରେ ଥିବା ଅଟଳ ଘାଟ ପାହାଚରେ ଚଢୁଥିବା ସମୟରେ ମୁହଁ ମାଡ଼ି ତଳେ ପଡ଼ି ଯାଉଥିବା ଦେଖିବାକୁ ମିଳିଛି। ମୋଦୀ ପଡ଼ି ଯାଉଥିବା ବେଳର…
ଅଧିକ ଖବର ଦେଖନ୍ତୁ...

ପିଓକେର ନାଁ ବଦଳାଇଲା ପାକିସ୍ତାନ, ନିଜ ସହ ସଂପୂର୍ଣ୍ଣ ମିଶାଇବାକୁ ଯୋଜନା

ଇସ୍ଲାମାବାଦ : ଭାରତ ଭୟରେ ପାକ-ଅଧିକୃତ କଶ୍ମୀର ବା ପିଓକେକୁ ନିଜ ସହିତ ମିଶାଇବାକୁ ଯୋଜନା କରୁଛନ୍ତି ପାକିସ୍ତାନ ସରକାର । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟଭାବେ ସରକାରୀ କାଗଜପତ୍ରରେ ‘ଆଜାଦ କଶ୍ମୀର’ ନାଁକୁ ବଦଳାଇ ‘ଜମ୍ମୁ ଓ କଶ୍ମୀର ପ୍ରଶାସନିକ ସେବା’ କରାଯାଇଛି । ନିକଟରେ ପାକ୍‌-ଅଧିକୃତ…
ଅଧିକ ଖବର ଦେଖନ୍ତୁ...

କୃଷି ବିଭାଗ କାର୍ଯ୍ୟାଳୟରୁ ଓଭରସିଅରଙ୍କ ମୃତଦେହ ଉଦ୍ଧାର

ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକସ୍ଥିତ କୃଷି କାର୍ଯ୍ୟାଳୟରୁ ଶନିବାର ଅପରାହ୍ନ ପ୍ରାୟ ୨ଟାରେ କୃଷି ବିଭାଗର ଓଭରସିଅର ଗୌରହରି ବେହେରା(୫୮)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୃଷି ଅଧିକାରୀଙ୍କ ମୃତଦେହକୁ ତାଙ୍କ ସହ କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...