Daily Archives

December 14, 2019

ଚାଲୁଥିବା ଓ୍ଵାସିଂ ମେସିନ୍‌ ଭିତରେ ପୁଅର ଚେହେରା ଦେଖି ସ୍ତବ୍ଧ ହୋଇଗଲେ ବାପା; ବାସ୍ତବ କଥା ଜାଣିବା ପରେ ପଶିଲା ହୋସ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛେ ଓ୍ଵାସିଂ ମେସିନ୍‌ରେ କପଡ଼ା ଧୁଆ ଯାଇଥାଏ। କିନ୍ତୁ ଯଦି ଚାଲୁଥିବା ଓ୍ଵାସିଂ ମେସିନ୍‌ ଭିତରେ ହଠାତ ଆପଣ ଆପଣଙ୍କ ପିଲାକୁ ଦେଖିବାକୁ ପାଇବେ ତେବେ ଭାବନ୍ତୁ ତ ସେତେବେଳର ପରିସ୍ଥିତି କିଭଳି ହେବ। ଏମିତି ଏକ ଅଦ୍ଭୁତ ଘଟଣା ଋଷର ଜଣେ ପିତାଙ୍କ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ପାଖରେ ଟଙ୍କା ନଥିବାରୁ ବିବାହ କରିବାକୁ ଆଉ ଜଣଙ୍କ ବେକରୁ ମଙ୍ଗଳସୂତ୍ର ଝିଙ୍କିଲେ ପ୍ରେମୀ ଯୁଗଳ, ଏହା ବନିଗଲା…

ବେଙ୍ଗାଲୁର: ଦୀର୍ଘ ଏକ ଦଶନ୍ଧି ଧରି ବିଭିନ୍ନ ଲୋକଙ୍କଠାରୁ ସୁନା ଚେନ୍‌ ଝାମ୍ପି ନିଜ ବିବାହ ପାଇଁ ପାଣ୍ଠି ଠୁଳ କରୁଥିବା ଏକ ପ୍ରେମୀ ଯୁଗଳ ଏବେ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। କର୍ଣ୍ଣାଟକର ରାଜଧାନୀ ସହର ବେଙ୍ଗାଲୁରରୁ ଧରା ପଡ଼ିଥିବା ଏହି ଦୁଇ ଜଣ ହେଉଛନ୍ତି ୨୨ ବର୍ଷୀୟା ଯୁବତୀ ଭୂମିକା…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ରେ ଚାଞ୍ଚଲ୍ୟ: ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କା ନ ଥାଇ ଲକ୍ଷାଧିକ ଟଙ୍କା ଉଠାଇଲେ ଖାତାଧାରୀ !

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଂଚଳରେ ଶନିବାର ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ନିଜ ବ୍ୟାଙ୍କ ଆକାଉଣ୍ଟ୍‌ରେ ଟଙ୍କା ନ ଥାଇ ମଧ୍ୟ ଖାତାଧାରୀମାନେ ଆଜି ଲକ୍ଷାଧିକ ଟଙ୍କା ଉଠାଇଛନ୍ତି। କୁହାଯାଉଛି ଯେ, ଖାତାଧାରୀମାନେ ନିଜ ଆକାଉଣ୍ଟରୁ ଯେତିକି ଟଙ୍କା ଉଠାଉ ଥିଲେ, ସେତିକ…
ଅଧିକ ଖବର ଦେଖନ୍ତୁ...

ସଭରକରଙ୍କୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ମତଭେଦ

ମୁମ୍ବାଇ : ବିନାୟକ ଦାମୋଦର ସଭରକରଙ୍କୁ ନେଇ ମହାରାଷ୍ଟ୍ର ସରକାରରେ ଦୁଇ ମେଣ୍ଟ ସହଯୋଗୀ ଶିବସେନା ଓ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଛି । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ସଂପର୍କରେ କଂଗ୍ରେସ ନେତା ଦେଇଥିବା ମନ୍ତବ୍ୟକୁ ଶିବସେନା ନାପସନ୍ଦ କରିଛି । ଶିବସେନା ନେତା ସଂଜୟ ରାଉତ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ: ୬ଟି ଖଣ୍ଡୋଲାଇଟ ଖଣିରୁ ଆଦାୟ ଅର୍ଥରେ ପୁରୀରେ ହେବ ବିକାଶମୂଳକ କାମ

ଭୁବନେଶ୍ବର: ପୁରୀକୁ ଐତିହ୍ୟ ସହର କରିବା ପାଇଁ ରାଜ୍ୟ ସରକାର ହାତକୁ ନେଇଥିବା ଅବଢ଼ା ଯୋଜନା ଲାଗି ଅର୍ଥ ଯୋଗାଣ ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ୩ଟି ଜିଲ୍ଲାରେ ଥିବା ୬ଟି ଖାଣ୍ଡେଲାଇଟ୍ ଖଣିକୁ ଓଡ଼ିଶା ଖଣି ନିଗମ ଅଧିନରେ ରଖିଛନ୍ତି। ଏହି ଖଣିରୁ ଉତ୍ତୋଳିତ ଖଣିଜ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପରିସରକୁ ପଶି ଆସିଲେ ତିନିଟି ଜଙ୍ଗଲୀ ଭାଲୁ; ଛାତ୍ରଛାତ୍ରୀ ଭୟଭୀତ: ଦେଖନ୍ତୁ ଭିଡିଓ

ମାଲକାନଗିରି: ମାଲକାନଗିରି ମାଥିଲିରେ ଦୁଇଦିନ ହେବ ଭାଲୁ ଆତଙ୍କ ଦେଖା ଦେଇଛି। ଖଇରପୁଟ ବ୍ଲକ ଗୋବିନ୍ଦପାଲି ଏସସିଏସଟି ସ୍କୁଲ ପରିସରକୁ ଜଙ୍ଗଲ ପଟୁ ଗତକାଲି (ଶୁକ୍ରବାର) ରାତି ୧୦ଟା ବେଳକୁ ୩ଟି ଜଙ୍ଗଲୀ ଭାଲୁ ପଶି ଆସିଥିଲେ। ତେବେ ବାରମ୍ବାର ସ୍କୁଲ ପରିସରକୁ ଏପରି ଜଙ୍ଗଲୀ ଭାଲୁ ପଶି…
ଅଧିକ ଖବର ଦେଖନ୍ତୁ...

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ରାଜ୍ୟରେ ହିଂସା ସୃଷ୍ଟି ନ କରି ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ ମମତା…

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପଶ୍ଚିବଙ୍ଗରେ ଉତ୍ତେଜନା ସୃଷ୍ଟି ହେବା ପରେ ରାଜ୍ୟବାସୀମାନଙ୍କୁ  ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯେଉଁମାନେ ହିଂସା ଉପୁଜାଇବା ପାଇଁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କଡ଼ା…
ଅଧିକ ଖବର ଦେଖନ୍ତୁ...

ଆତଙ୍କରେ ବାଂଲାଦେଶୀ ଅନୁପ୍ରବେଶକାରୀ, ରାତି ଅନ୍ଧାରରେ ଲୁଚି ଲୁଚି ନିଜ ଦେଶକୁ ଫେରିଯାଉଛନ୍ତି

କୋଲକତା : ପ୍ରଥମେ ଏନଆରସି ଓ ନିକଟରେ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ଭାରତରେ ବେଆଇନଭାବେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେମାନେ ଆଉ ଭାରତରେ ରହିବାକୁ ସୁରକ୍ଷିତ ମନେକରୁନାହାନ୍ତି । ଏଥିପାଇଁ ଅନେକ ବାଂଲାଦେଶୀ ଏବେ ନିଜ ଦେଶକୁ ଫେରିବାରେ ଲାଗିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାକୁ ‘ଲୋକସେବା ମାର୍ଗ’ ଭାବେ ନାମିତ କଲେ ସରକାର

ଭୁବନେଶ୍ବର: ରାଜ୍ୟ ରାଜଧାନୀର ପ୍ରମୁଖ ରାସ୍ତାର ନାମ ବଦଳାଇଲେ ସରକାର। ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ରହିଥିଲା । ରାଜ୍ୟ ସଚିବାଳୟର ନାମ ଲୋକସେବା ଭବନ ହେବା ପରେ ଏହି ରାସ୍ତାର ନାମକୁ ‘ଲୋକସେବା ମାର୍ଗ’ ଭାବେ ନାମିତ କରିଛନ୍ତି ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ଜନବସତି ନିକଟରେ ହାତୀପଲ: କୁଆଁରମୁଣ୍ଡାରେ ବ୍ୟାପକ ଫସଲ ନଷ୍ଟ କଲେ ୧୭ଟି ହାତୀ

କୁଆଁରମୁଣ୍ଡା/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବନାଞ୍ଚଳର ଜନବସତି ନିକଟରେ ହାତୀ ଉପଦ୍ରବ ଦେଖାଯାଇଛି। ଝାରବେଡ଼ା ଗାଁକୁ ଲାଗି ରହିଥିବା ଜଙ୍ଗଲରୁ ପ୍ରାୟ ୧୭ଟି ହାତୀ ଗାଁ ଅଭିମୁଖେ ଆସି ଚାଷୀମାନଙ୍କର ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଚାଷୀମାନଙ୍କୁ ନିଜ ଫସଲକୁ ବଞ୍ଚାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...