Daily Archives

December 14, 2019

ଗଣଦୁଷ୍କର୍ମ ପରେ ପୋଡ଼ି ମାରି ଦେଇଥିବା ହାଇଦ୍ରାବାଦ ପ୍ରାଣୀ ଡାକ୍ତରାଣୀଙ୍କ ଫରେନ୍ସିକ୍‌ ରିପୋର୍ଟ ଆସିଲା

ହାଇଦ୍ରାବାଦ: ଦିଲ୍ଲୀର ନିର୍ଭୟା ଭଳି ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିବା ଘଟଣା ଏବେ ଶାନ୍ତ ପଡ଼ି ନଥିବା ବେଳେ ପୁଣି ଜଣେ ୧୮ବର୍ଷର ଯୁବତୀଙ୍କୁ ଜଣେ ଅଟୋରିକ୍ସା ଚାଳକ ଦୁଷ୍କର୍ମ କରିବା ଘଟଣା ପୂରା ତେଲେଙ୍ଗାନାଙ୍କୁ ଦୋହଲାଇ…
ଅଧିକ ଖବର ଦେଖନ୍ତୁ...

ଫୁଲମାଳ ବଦଳରେ ବିବାହ ମଣ୍ଡପରେ ପିଆଜ-ରସୁଣ ମାଳ ପିନ୍ଧାପିନ୍ଧି ଦେଲେ ନବଦମ୍ପତି

ବାରଣାସୀ: ଦୀର୍ଘ ଦିନ ଧରି ଦେଶରେ ପିଆଜ ଦର ଚଢ଼ା ରହିଥିବା ବେଳେ ଲୋକେ ଧିରେ ଧିରେ ଏହାକୁ ସୁନା ସହ ତୁଳନା କରିବା ଆରମ୍ଭ କରିଦେଲେଣି। ବାରଣାସୀର ଏକ ବର-କନ୍ୟା ଯୋଡ଼ି ତାଙ୍କ ବିବାହ ଉତ୍ସବରେ ପାରମ୍ପରିକ ଫୁଲମାଳା ବଦଳରେ ବରଣମାଳା ବଦଳାଇବା ସମୟରେ ପିଆଜ ଓ ରସୁଣ ହାରକୁ ବଦଳକୁଦଳ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟାନୁଷ୍ଠାନ ନେଲେ ବିଇଓ: କାର୍ଯ୍ୟରେ ଅବହେଳା ଯୋଗୁଁ ଶିକ୍ଷକ ନିଲମ୍ବିତ

ଲକ୍ଷ୍ମୀପୁର: କାର୍ଯ୍ୟରେ ଅବହେଳା କରିଥିବା ଜଣେ ଶିକ୍ଷକଙ୍କୁ ଉଚିତ୍‌ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଛି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଟିମାଝୋଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ବିପିନ ବିହାରୀ ଫାରିକର କାର୍ଯ୍ୟରୁ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ ଆଉ ୩ ମାସ ବଢିଲା

ଶ୍ରୀନଗର : ଗତ ଅଗଷ୍ଟ ମାସରୁ ଗୃହବନ୍ଦୀଥିବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ପାଇଁ ଏକ ଖରାପ ଖବର । ତାଙ୍କ ଗୃହବନ୍ଦୀ ସମୟକୁ ଆଉ ୩ ମାସ ପାଇଁ ବୃଦ୍ଧି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏହି ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ପେଣ୍ଠ ବେଳାଭୂମିରେ ୩ ମୃତ ଡ଼ଲଫିନ୍‌ ଉଦ୍ଧାର, ଟ୍ରଲର ମାଡ଼ରେ ମୃତ୍ୟୁ ଆଶଙ୍କା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ପେଣ୍ଠ ବେଳାଭୂମି ନିକଟରେ ଶନିବାର ୩ଟି ମୃତ ଡ଼ଲଫିନ୍‌ ଉଦ୍ଧାର କରାଯାଇଛି। ସମୁଦ୍ରରେ ମାଛ ଧରାଯାଉଥିବା ଟ୍ରଲର ମାଡ଼ରେ ଡଲଫିନ୍‌ଗୁଡ଼ିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଡଲଫିନ୍‌ ସଂପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ଫେସବୁକରେ ପ୍ରେମ, କରତାରପୁରରେ ହେଲା ଭେଟ ! କିନ୍ତୁ ମଝିରେ ବାଧକ ସାଜିଲେ ପାକିସ୍ତାନୀ ରେଞ୍ଜର, ତା’ ପରେ….

ଲକ୍ଷ୍ନୌ: ଫେସବୁକରେ ହେଲା ପ୍ରେମ। ସଂପର୍କକୁ ଆଗକୁ ବଢ଼ାଇବା ପାଇଁ ଅମ୍ରିତସରରୁ କରତାରପୁର କରିଡର ଦେଇ ପାକିସ୍ତାନରେ ପହଞ୍ଚିଲେ ଯୁବକ। ସେଠାରେ ପ୍ରେମିକା ସହ ଭେଟ ମଧ୍ୟ ହେଲା। କିନ୍ତୁ ସ୍ଥାନୀୟ ମହିଳାଙ୍କ ସହ ଯୁବକଙ୍କୁ ପାକିସ୍ତାନୀ ରେଞ୍ଜର ବୁଲୁଥିବାର ଦେଖିବା ପରେ ତୁରନ୍ତ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆସାମ ଅଶାନ୍ତି ଯୋଗୁଁ ରେଳବିଭାଗ ପକ୍ଷରୁ ବହୁ ଟ୍ରେନ୍‌ ବାତିଲ ହେଲା; ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ

ଭୁବନେଶ୍ୱର: ଉତ୍ତରପୂର୍ବ ରେଳପଥର ତିନସୁକିଆ ଓ ଲମଡିଙ୍ଗ ଡିଭିଜନ୍‌ରେ ବିଭିନ୍ନ ସଂଗଠନ ପକ୍ଷରୁ ‘ରୋଳରୋକୋ’ ଆନ୍ଦୋଳନ ଓ ଆସାମରେ ବର୍ତ୍ତମାନ ଦେଖା ଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ରେଳ ପକ୍ଷରୁ କିଛି ଟ୍ରେନ୍‌କୁ ସଂପୂର୍ଣ୍ଣ ଓ ଆଂଶିକ ବାତିଲ୍‌ କରି ଦିଆଯାଇଛି। ସେହିପରି କିଛି…
ଅଧିକ ଖବର ଦେଖନ୍ତୁ...

ଛୋଟ ‌ପୋଷାକ ପିନ୍ଧୁଥିବା ଝିଅମାନଙ୍କୁ ହତ୍ୟା କରି ଦିଆଯିବା ଉଚିତ: ଗୁରୁଗ୍ରାମ ପୁଲିସ୍‌

ଗୁରୁଗ୍ରାମ: ଦିନକୁ ଦିନ ଦେଶରେ ଦୁଷ୍କର୍ମର ମାତ୍ରା ବଢ଼ିବା ସଙ୍ଗେ ସଙ୍ଗେ ଅନେକ କଥାକୁ ଦୁଷ୍କର୍ମ ବଢ଼ିବାର କାରଣ ବୋଲି କୁହାଯାଉଛି। ଅଧିକାଂଶ ଲୋକ ଝିଅମାନଙ୍କ କ୍ଷୁଦ୍ର ପୋଷାକକୁ ଦୁଷ୍କର୍ମ ବଢ଼ିବାର କାରଣ ବୋଲି ମତ ରଖୁଛନ୍ତି। ସାଧାରଣ ଲୋକଙ୍କ କଥା ଭିନ୍ନ, ଗୁରୁଗ୍ରାମର ଜଣେ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ଭାରତର ନୂଆ ନାଗରିକତା ଆଇନ ମୌଳିକଭାବେ ପକ୍ଷପାତମୂଳକ : ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ

ନୂଆଦିଲ୍ଲୀ : ଭାରତର ନୂଆ ନାଗରିକତା ଆଇନ ସମ୍ପର୍କରେ କୌଣସି ସିଧାସଳଖ ମତାମତ ଦେବାକୁ ଗତକାଲି ଖୋଦ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟରେସ୍‌ ମନା କରିଦେଇଥିବାବେଳେ ଜାତିସଂଘର ଏକ ଶାଖା ସଂଗଠନ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଭାରତ ବିରୁଦ୍ଧରେ ଏକ କଡ଼ା ମନ୍ତବ୍ୟ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ବାପା-ମା’ ହୀରା କାରଖାନା ଶ୍ରମିକ, ପୁଅ ଦେଶର ସର୍ବକନିଷ୍ଠ ଆଇପିଏସ୍ ଅଫିସର

ରାଜକୋଟ: ଦେଶର ସର୍ବକନିଷ୍ଠ ଆଇପିଏସ୍ ଅଧିକାରୀଭାବେ ମାତ୍ର ୨୨ବର୍ଷ ବୟସରେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ହସନ ସଫିନ୍ । ଗୁଜରାଟ ବାସିନ୍ଦା ସଫିନ୍ ଡିସେମ୍ବର ୨୩ତାରିଖରେ ଜାମନଗରରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡଣ୍ଟ ଅଫ୍ ପୁଲିସ(ଏଏସପି)ଭାବେ ଯୋଗଦାନ କରିବେ। ଉଲ୍ଲେଖଯୋଗ୍ୟ, ତାଙ୍କ…
ଅଧିକ ଖବର ଦେଖନ୍ତୁ...