Daily Archives

December 15, 2019

କୋଟି କୋଟି ଟଙ୍କାର ଋଣ ନେଇ ଅନେକ ଦେଶଛାଡ଼ି ଫେରାର ହେଉଥିବା ବେଳେ ମାତ୍ର ୫୦ପଇସା ପାଇଁ ଯୁବକଙ୍କ ଘର ଆଗରେ ଲାଗିଲା…

ଝୁନଝୁନୁ: ବ୍ୟାଙ୍କରୁ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ବଡ଼ ବଡ଼ ବ୍ୟବସାୟୀ କୋଟି କୋଟି ଟଙ୍କାର ଋଣ ନେବା ଓ ପରେ ଋଣ ନସୁଝି ଋଣ ଅର୍ଥକୁ ହଡ଼ପ କରି ଦେଶ ଛାଡ଼ି ପଳାଇବା ଭଳି ଘଟଣା ଅନେକ ‌ଘଟିଛି। ସେମାନଙ୍କଠାରୁ ଟଙ୍କା ଆଦାୟ କରିବା ନେଇ ବ୍ୟାଙ୍କ କୌଣସି କଡ଼ା କାର୍ଯ୍ୟନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କ କର୍ମଚାରଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

କଣ୍ଟାବାଞ୍ଜି: ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କଠାରୁ ରବିବାର ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ବେଲପଡା ଠାରୁ କଣ୍ଟାବାଞ୍ଜି ରାସ୍ତାରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ତଅଲା ଛକଠାରେ ଆକ୍ରମଣ କରିଥିଲେ ଏବଂ…
ଅଧିକ ଖବର ଦେଖନ୍ତୁ...

ଦରକାର ଠାରୁ ଅଧିକ ପାଣି ପିଇଲେ ହୋଇପାରେ କିଡ୍‌ନୀ ସମସ୍ୟା କାରଣ

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀକୁ ଦରକାର ଠାରୁ ଅଧିକ କାମ…
ଅଧିକ ଖବର ଦେଖନ୍ତୁ...

ଶବ ବ୍ୟବଚ୍ଛେଦ କରାଇବାକୁ ଚାହୁଁ ନଥିବାରୁ ମୃତଦେହକୁ ଧରି ଲୁଚି ପଳାଉଥିଲେ ପରିବାର ଲୋକେ, କାବୁ କଲା ପୁଲିସ

କୁର୍ଣ୍ଣୁଲ: ଶନିବାର ଆନ୍ଧ୍ରପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ଏକ ଅଜବ ଘଟଣା ଘଟିଥିଲା। ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ ନନ୍ଦୟାଲ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ଯୁବକଙ୍କ ଚିକିତ୍ସା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ବସି ମେ‌କଅପ ନେଲେ କରୀନା କପୁର ଖାନ୍, ଭିଡିଓ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା କାରଣ…

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କର ଏକ ଭିଡିଓ ‌ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବିମାନବନ୍ଦରରେ ବସି ମେକଅପ ନେଉଥିବାର ଦେଖାଯାଉଛି। ଭିଡିଓଟି ଭାଇରାଲ‌ ହେବା ପରେ କୌଣସି ଭ୍ୟାନିଟି ଭ୍ୟାନ୍ ବା ନିଜ ଘ‌ରେ ମେକଅପ ନ ନେଇ କରୀନା କ’ଣ…
ଅଧିକ ଖବର ଦେଖନ୍ତୁ...

ନାଗରିକତା ଆଇନ୍‌ ବିରୋଧରେ ପ୍ରଦର୍ଶନ: ଆସନ୍ତାକାଲି ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସବୁ ସ୍କୁଲ ରହିବ ବନ୍ଦ

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀର ହିଂସା ବିରୋଧ-ପ୍ରଦର୍ଶନ ପରେ ଦିଲ୍ଲୀର ଦକ୍ଷିଣ-ପୂର୍ବ ଜିଲ୍ଲାରେ ଓଖଲା, ଜାମିୟା, ନ୍ୟୁ ଫ୍ରେଣ୍ଡସ୍‌ କଲୋନି, ମଦନପୁର ଖାଦର ଅଂଚଳର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସୋମବାର ବନ୍ଦ ରହିବ। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଛାତ୍ରବୃତ୍ତି ଫର୍ମରେ ସ୍ବାକ୍ଷର ଦେବାକୁ ଛାତ୍ରୀମାନଙ୍କୁ ଚୁମ୍ବନ ସହ ଆଲିଙ୍ଗନ କରିବାକୁ କହୁଥିଲେ ଶିକ୍ଷକ

ନୂଆଦିଲ୍ଲୀ: ଛତିଶଗଡ଼ର ଅକଲତରାରେ ଜଣେ ଶିକ୍ଷକ ସ୍କୁଲର ଛାତ୍ରୀମାନଙ୍କ ପ୍ରତି କରୁଥିବା ଅସଦାଚରଣର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରବୃତ୍ତି ଫର୍ମରେ ସ୍ବାକ୍ଷର କରିବା ପାଇଁ ସ୍କୁଲର ଛାତ୍ରୀମାନଙ୍କୁ ବ୍ଲାକମେଲ କରିବା ସହ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ ଦେବାକୁ ବାଧ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆରେ ଭାରତକୁ ୮ ଓ୍ଵିକେଟରେ ହରାଇଲା ୱେଷ୍ଟଇଣ୍ଡିଜ, ହୋପ୍‌-ହେଟ୍‌ମେର ଦେଲେ ବିଜୟ

ଚେନ୍ନାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୱେଷ୍ଟଇଣ୍ଡିଜ୍‌ ୮ ଓ୍ଵିକେଟ୍‌ରେ ଜିତିଛି।। ୱେଷ୍ଟଇଣ୍ଡିଜ୍‌ର ଏହି ବିଜୟ ପଛରେ ଦଳର ଖେଳାଳି ସାଇ ହୋପ୍‌ (ଅପରାଜିତ ୧୦୨ ରନ୍‌, ୧୫୧ ବଲ, ୭ ଚୌକା, ୧ ଛକା) ଓ ସିମରନ୍‌ ହେଟମେର (୧୩୯ ରନ୍‌, ୧୦୬ ବଲ, ୧୧…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରସ୍ତାବକୁ ଗ୍ରହଣ କରି ମେ’ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ଘୋଷଣା କଲା ଜାତିସଂଘ

ନୂଆଦିଲ୍ଲୀ: ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି ଜାତିସଂଘ। ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା। ଏବେ ଏହାକୁ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଗ୍ରହଣ କରାଯାଇ ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଦୁଷ୍କର୍ମ-ବ୍ଲାକମେଲିଂର ଶିକାର ହେଲେ ଉଚ୍ଚ ଶିକ୍ଷିତ ଓଡ଼ିଆ ଯୁବତୀ, ଥାନାରେ ଏତଲା ପରେ ବି ହେଉନି…

ଭୁବନେଶ୍ୱର: ମହାରାଷ୍ଟ୍ରର ପୁନେ ସହରରେ ଜଣେ ଓଡ଼ିଆ ଯୁବତୀ ଦୁଷ୍କର୍ମ, ବ୍ଲାକମେଲିଂ ଓ ୪ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଛନ୍ତି। ଥାନାରେ ଏତଲା ହେବାର ବହୁଦିନ ବିତି ଯାଇଥିଲେ ବି ପୁନେ ପୁଲିସ ମଧ୍ୟପ୍ରଦେଶର ଏହି ଅଭିଯୁକ୍ତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଫଳରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...