Daily Archives

December 16, 2019

ସହପାଠୀକୁ ସାହାଯ୍ୟର ହାତ ବଢ଼ାଇଲେ କଲେଜର ୩୨ ଛାତ୍ରଛାତ୍ରୀ, ଭଉଣୀର କିଡନୀ ପ୍ରତିରୋପଣ ପାଇଁ ଖୋଲିଲେ ଭୋଜନାଳୟ

ଥିରୁବନନ୍ତପୁରମ୍: କେରଳର ୩୨ଜଣ କଲେଜ ପିଲାମାନେ ମିଶି କରିଥିବା କାମ ଏବେ ପ୍ରଶଂସାର ବିଷୟ ପାଲଟିଛି। ଜାତୀୟ ରାଜପଥ କଡ଼ରେ ସେମାନେ ଏକ ଭୋଜନାଳୟ ଖୋଲି ଲୋକମାନଙ୍କୁ ତାଙ୍କ ମନ ମୁତାବକ ଖାଇବା ଯୋଗାଉଥିବା ଜଣାପଡ଼ିଛି। ତେବେ ଏହି ପିଲାମାନେ କୌଣସି ଲାଭ ଆଶାରେ ନୁହେଁ ବରଂ ନିଜ ସହପାଠୀକୁ…
ଅଧିକ ଖବର ଦେଖନ୍ତୁ...

ଅଲ୍ଲୁ ଅର୍ଜୁନ-ମହେଶ ବାବୁଙ୍କୁ ପଛରେ ପକାଇଲେ ବିଜୟ ଦେବରକୋଣ୍ଡା!

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିରେ ଏବେ ବିଜୟ ଦେବରକୋଣ୍ଡାଙ୍କୁ ନେଇ ଚର୍ଚ୍ଚା। ଏକା ସାଙ୍ଗରେ ତାଙ୍କ ଷ୍ଟାଇଲ ଓ ତାଙ୍କ ଅଭିନୟର ଅନ୍ଦାଜ ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ଅନେକ ବଡ଼ ବଡ଼ ସୁପରଷ୍ଟାରଙ୍କୁ ସେ ପଛରେ ପକାଇବାରେ ସଫଳ ହୋଇଛନ୍ତି। ୨୦୧୯ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ,ଛୁଆ ଗଲେ ଦାଦନ, ସହିନପାରି ମାଲାବାହୀ ଟ୍ରେନ ଆଗରେ ଜୀବନ ହାରିଲେ ବାପା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ପୁଣି ଏକ ଦାଦନ ଶ୍ରମିକଙ୍କ କରୁଣ କାହାଣୀ ଦେଖିବାକୁ ମିଳିଛି। ସ୍ତ୍ରୀ ଓ ଛୁଆ ଦାଦନ ଖଟିବାକୁ ଗଲାପରେ ସହି ନପାରି ବାପା ମାଲବାହି ଟ୍ରେନ ଆଗରେ ଜୀବନ ହାରିଛନ୍ତି। ବର୍ତ୍ତମାନ ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଖରିଆର ରୋଡ଼ ଷ୍ଟେସନରେ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ୨୬,୭୦୧ ଅଙ୍ଗନୱାଡିରେ ପିଇବା ପାଣି ନାହିଁ, ଓଡ଼ିଶାରେ ୩୪,୦୦୦ ଅଙ୍ଗନୱାଡି ଶୌଚାଳୟ ବିନା ଚାଲୁଛି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସର୍ବମୋଟ ୬୫,୯୧୧ଟି ଅଙ୍ଗନୱାଡି ଥିବା ବେଳେ ସେ ମଧ୍ୟରୁ ୨୬,୭୦୧ଟି ଅଙ୍ଗନୱାଡିରେ ପିଇବା ପାଣି ନ ଥିବା ଜଣା ପଡ଼ିଛି। ଏହା ସହ ଏବେ ବି ୧୨,୦୧୫ଟି ଅଙ୍ଗନୱାଡି ଶୌଚାଳୟ ବିନା ଚାଲିଛି।  ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏହି ତଥ୍ୟ ପ୍ରକାଶ କରିବା ପରେ ଖବରଟି…
ଅଧିକ ଖବର ଦେଖନ୍ତୁ...

ଦବଙ୍ଗର ଚୁଲବୁଲ ପାଣ୍ଡେ ପାଇଁ ପ୍ରଥମ ପସନ୍ଦ ନ ଥିଲେ ସଲମାନ ଖାନ୍, ଏହି ହିରୋଙ୍କୁ ପ୍ରଥମେ ହୋଇଥିଲା ଅଫର

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବେ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମକୁ ହିଟ୍ କରାଇବା ପାଇଁ ବିଭିନ୍ନ ରିୟାଲିଟି ସୋ’ ଓ ବିଗ୍ ବସ୍-୧୩ରେ ମଧ୍ୟ ସେ ପ୍ରମୋସନ ଆରମ୍ଭ କରି ସାରିଛନ୍ତି। ଡିସେମ୍ବର ୨୦ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗଛ କଟାକୁ ରୋକିବା ପାଇଁ ଉତ୍ତରପ୍ରଦେଶ ବ୍ୟକ୍ତିଙ୍କ ଅଭିନବ ପ୍ରୟାସ: ବିଭିନ୍ନ ଦେବା-ଦେବୀଙ୍କ ଚିତ୍ର ଆଙ୍କି…

ଗୋଣ୍ଡା(ଉତ୍ତରପ୍ରଦେଶ): ଗଛ କଟା ରୋକି ପରିବେଶକୁ ରକ୍ଷା କରିବା ପାଇଁ ଅନେକ ପରିବେଶ ସୁରକ୍ଷାକର୍ମୀ ବିଭିନ୍ନ ବାଟ ଆପଣାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି। କିନ୍ତୁ ସବୁ ‌ପରେ ବି ଅନେକ ସ୍ଥାନରେ ନିଜର କାମ ପୂରା କରିବା ପାଇଁ ଲୋକେ ଗଛ କାଟୁଛନ୍ତି। କିଛି ନିଜ ଘର ତିଆରି ପାଇଁ ତ…
ଅଧିକ ଖବର ଦେଖନ୍ତୁ...

ଭୁଲରେ ମହିଳାଙ୍କ ଆକାଉଣ୍ଟକୁ ୨୬୨କୋଟି ଟଙ୍କା ପଠାଇଲା ବ୍ୟାଙ୍କ, ଟଙ୍କା ପାଇବା ପରେ ଏଭଳି କାମ କଲେ ମହିଳା…..

ନୂଆଦିଲ୍ଲୀ: ଭୁଲରେ ଜଣେ ମହିଳାଙ୍କ ଆକାଉଣ୍ଟକୁ ୨୬୨କୋଟି ଟଙ୍କା ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସପ୍ତାହରେ ମହିଳାଜଣଙ୍କ ଯେତେବେଳେ ନିଜର ଆକାଉଣ୍ଟ ଚେକ୍ କରିଥିଲେ, ସେତେବେଳେ ଆକାଉଣ୍ଟରେ ୨୬୨କୋଟି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିନ୍ତୁ ପରେ ପ୍ରକୃତ ଘଟଣା…
ଅଧିକ ଖବର ଦେଖନ୍ତୁ...

ପ୍ରେମରେ ଧୋକା ଦେଇ ଅନ୍ୟ ମହିଳାଙ୍କୁ ବିବାହ କରିବାରୁ ପ୍ରେମିକର ଗୁପ୍ତାଙ୍ଗ କାଟିଥିଲେ ମହିଳା, ଏବେ ମିଳିଲା ଏଭଳି…

ବେଙ୍ଗାଲୁରୁ: ପ୍ରେମରେ ଧୋକା ମିଳିବା ପରେ ଜଣେ ପ୍ରେମିକା ନିଜ ପ୍ରେମିକର ଗୁପ୍ତାଙ୍ଗ କାଟି ଦେବା ଘଟଣାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏବେ ପ୍ରେମିକାକୁ ସେହି ଅପରାଧ ପାଇଁ ଦଣ୍ଡ ମିଳିଛି। ୧୦ବର୍ଷ ଜେଲ ସହ ୧୫,୦୦୦ଟଙ୍କା ଜରିମାନା ଭରିବାକୁ ଆଦେଶ ଦେଇଛନ୍ତି ଅଦାଲତ। ଅଭିଯୁକ୍ତ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ରେଡ଼ିଓ ଚକଲେଟ୍‌କୁ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର, ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ମାନ୍ୟତା

ଭୁବନେଶ୍ୱର : ରେଡ଼ିଓ ଚକ୍‌ଲେଟ୍‌ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାସଲ କରିଛି । ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରେଡ଼ିଓ ଚକ୍‌ଲେଟ୍‌କୁ ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ଚୟନ କରାଯାଇଥିଲା । ରବିବାରଦିନ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ ପରବର୍ତ୍ତୀ ସେନାଧ୍ୟକ୍ଷ ହେବେ

ନୂଆଦିଲ୍ଲୀ : ଭାରତୀୟ ସେନାର ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ ଭାରତର ନୂଆ ସେନାଧ୍ୟକ୍ଷ ହେବେ । ଡିସେମ୍ବର ୩୧ରେ ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଅବସର ଗ୍ରହଣ କରିବା ପରେ ବରିଷ୍ଠତା କ୍ରମରେ ନାରାଭାଣେ ପ୍ରଥମ ସ୍ଥାନରେ ଥିଲେ । ଏଣୁ ତାଙ୍କୁ ନୂଆ…
ଅଧିକ ଖବର ଦେଖନ୍ତୁ...