Daily Archives

December 16, 2019

ଜାମିଆ ଛାତ୍ରଙ୍କ ଟୁଇଟ ଲାଇକ୍‌ କରିବାକୁ ନେଇ ଅକ୍ଷୟ କୁମାର କହିଲେ, ‘ଭୁଲରେ ଏହା ହୋଇଯାଇଥିଲା, ମୁଁ ସମର୍ଥନ କରୁ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଅନେକ ସ୍ଥାନରେ ହିଂସା ଜାରି ରହିଛି। ନୂଆଦିଲ୍ଲୀସ୍ଥିତ  ‘ଜାମିଆ ମିଲିଆ ଇସ୍‌ଲାମିଆ’ର ଛାତ୍ରମାନେ ଏହାକୁ ନେଇ ବିରୋଧ କରୁଛନ୍ତି। ରବିବାର ଦିନ ଦିଲ୍ଲୀର ଜାମିଆ ନଗ ଠାରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ମୋବାଇଲ୍‌ ନମ୍ବରକୁ ପୋର୍ଟ କରିବାକୁ ଚାହାନ୍ତି କି ? ଟ୍ରାଇ ପକ୍ଷରୁ ଜାରି ନୂଆ ଏମ୍‌ଏନ୍‌ପି ନିୟମ ଅନୁସାରେ…

ନୂଆଦିଲ୍ଳୀ: ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଗୋଟାଏ ‌ନେଟ୍‌ୱର୍କରୁ ଅନ୍ୟ ନେଟ୍‌ୱର୍କକୁ ପୋର୍ଟ କରିବାକୁ ବା ବଦଳାଇବାକୁ  ଚାହାନ୍ତି କି? ଏବେ ପୂର୍ବ ଅପେକ୍ଷା ମୋବାଇଲ୍‌ ପୋର୍ଟେବଲ୍‌ କରିବାର ପ୍ରକ୍ରିୟା ଆହୁରି ଶୀଘ୍ର ଓ ସହଜ ହେବ। ଏଥିପାଇଁ ଟେଲିକମ୍‌ ରେଗୁଲେଟାରି ଅଥରିଟି ଅଫ୍‌…
ଅଧିକ ଖବର ଦେଖନ୍ତୁ...

ଚାରି ମାସ ଭିତରେ ଅଯ‌ୋଧ୍ୟା‌ରେ ନଭଶ୍ଚୁମ୍ବୀ ରାମ ମନ୍ଦିର ଛିଡ଼ା ହେବ: ଅମିିତ ଶାହା

ପାକୁର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିିତ ଶାହା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କହିଛନ୍ତି ଯେ ମାତ୍ର ୪ ମାସ ଭିତରେ ଅଯୋଧ୍ୟାରେ ଏକ ବିଶାଳ  ନଭଶ୍ଚୁମ୍ବୀ ରାମ ମନ୍ଦିର ନିର୍ମାଣ ହେବ। ୧୦୦ ବର୍ଷ ଧରି ଯାହା ଭାରତୀୟମାନେ ଦାବି କରି ଆସୁଥିଲେ ତାହା ମାତ୍ର ୪ ମାସ ଭିତରେ ସାକାର…
ଅଧିକ ଖବର ଦେଖନ୍ତୁ...

ନଣନ୍ଦକୁ ହତ୍ୟା କରିବା ପଛର କାରଣ ପୁଲିସ ଆଗରେ ବଖାଣିଲା ଭାଉଜ

ପୁରୀ: ବାଲୁଗାଁରରେ ସାମାନ୍ୟ ଝିମିଟି ଖେଳରୁ ମହାଭାରତ ପରି ଏକ ଛୋଟ ଘଟଣାରୁ ଭାଉଜ ନଣନ୍ଦର ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସର ତଦନ୍ତ ପରେ ଘଟଣା ବେଶ୍‌ ନାଟକୀୟ ମୋଡ ନେଇଥିଲା । କାରଣ ହତ୍ୟାକାଣ୍ଡ ପରେ ଝିଅର ପ୍ରେମିକ ଏପରି କରିଛି ବୋଲି ଗଣମାଧ୍ୟମ ଆଗରେ ଏକ ମନଗଢା କାହାଣୀ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା : ୨୪ ଘଣ୍ଟା ପରେ ବି ଟେର ମିଳୁନି, ସିସିଟିଭି ଆଧାରରେ ହତ୍ୟାକାରୀକୁ ଖୋଜୁଛି…

ଭୁବନେଶ୍ବର:  ୨୪ ଘଣ୍ଟା ପରେ ବି ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରେ ଗୁଳିମାଡ ଘଟଣାର ଟେର୍ ପାଇପାରିନି ପୁଲିସ । ତଦନ୍ତ ପାଇଁ ୪ଟି ଟିମ୍ ଗଠନ ହୋଇଛି । ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ ଅନୁଧ୍ୟାନ କରୁଥିବା ବେଳେ ଆଉ ଦୁଇଟି ଟିମ୍ ତଦନ୍ତ ପାଇଁ ରାଜ୍ୟ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରି‌େବ। ଅର୍ଥ ଖର୍ଚ୍ଚ ବାବଦରେ ସତର୍କ ରହନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪। ବୃଷ: ରାଜନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ଲାଗି ଦୂର ସ୍ଥାନ ଭ୍ରମଣ ଯୋଗ। ଅନ୍ୟମାନଙ୍କ କଥା ଶୁଣିବାକୁ ଭଲ ଲାଗିବ। ଶୁଭରଙ୍ଗ: ଧଳା।…
ଅଧିକ ଖବର ଦେଖନ୍ତୁ...

ପୁଣି ଅଲୋଡ଼ା ଶିଶୁକନ୍ୟା ! ହସ୍‌ପିଟାଲ ସୋଫାରେ ୧୦/୧୨ଦିନର ଶିଶୁ କନ୍ୟାକୁ ଛାଡ଼ି ମା’ ଚମ୍ପଟ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍‌ରୁମ୍‌ ସମ୍ମୁଖରୁ ୧୦/୧୨ ଦିନର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଏବେ ଶିଶୁ କନ୍ୟାଟି ଡାକ୍ତରଖାନା କର୍ମଚାରୀଙ୍କ ଦାୟିତ୍ୱରେ ରହିଛି। ଶିଶୁଟିର ମା’ ତାକୁ ଛାଡ଼ି ଦେଇ ଚାଲିଯାଇଥିବା ସନ୍ଦେହ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

୬୦୦ ଟଙ୍କାରୁ ଆରମ୍ଭ ହୋଇଥିଲା ଦୁନିଆର ସବୁଠାରୁ ବଡ ସଂସ୍ଥା ଗୀତା ପ୍ରେସ: ଏମିତି ଥିଲା ଯାତ୍ରା

ଗୋରଖପୁର: ଦେଶବିଦେଶରେ ହିନ୍ଦୁ ଧର୍ମର ପୁରାଣ, ଶାସ୍ତ୍ର ହେଉ କି ମହାଭାରତ, ଗୀତା ଓ ରାମାୟଣର ପୁସ୍ତକ ବିକ୍ରି କରିବାରେ ସବୁଠାରୁ ବଡ ସଂସ୍ଥା ଭାବେ ଗୀତା ପ୍ରେସ ସୁପରିଚିତ | ଦିନେ ମାତ୍ର ୬୦୦ ଟଙ୍କାର ମେସିନରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଜି ହିନ୍ଦୁ ଧରମ ପୁସ୍ତକ ପ୍ରକାଶନରେ ବିଶ୍ୱର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଦୁଷ୍କର୍ମ କରିବା ପରେ ପ୍ରେମିକର ପରିବାର ଲୋକଙ୍କୁ ଜଣାଇଲେ ପୀଡ଼ିତା, ଓଲଟା ଦୁର୍ବ୍ୟବହାରର ଶିକାର ହୋଇ…

ପିଲିଭିଟ: ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଉତ୍ତରପ୍ରଦେଶର ପିଲିଭିଟ ପୁଲିସ୍‌ ଏକ ପରିବାରର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ପୀଡ଼ିତା ଜଣକ ଏକାଦଶ ଶ୍ରେଣୀର ଛାତ୍ରୀ ବୋଲି ଜାଣିବାକୁ ମିଳିଛି। ରବିବାର ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଧରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାର ଜୟ ଜୟକାରରେ କମ୍ପିଲା ବାଂଲାଦେଶର ଜାତୀୟ ଦିବସ ପରେଡ୍‌

ଢାକା: ବାଂଲାଦେଶରେ ଆଜି ୪୯ ତମ ବିଜୟ ଦିବସ ପାଳିତ ହୋଇଯାଇଛି । ୪୯ ବର୍ଷ ତଳେ ପୂର୍ବ-ପାକିସ୍ତାନ ପାକିସ୍ତାନଠାରୁ ଅଲଗା ହୋଇ ଏକ ସ୍ୱାଧୀନ ଦେଶ ବାଂଲାଦେଶରେ ପରିଣତ ହୋଇଥିଲା । ଏହି ଅବସରରେ ଢାକାଠାରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ ରାଷ୍ଟ୍ରପତି ଏମ.ଅବଦୁଲ ହମିଦ, ପ୍ରଧାନମନ୍ତ୍ରୀ ଶେଖ ହସିନା…
ଅଧିକ ଖବର ଦେଖନ୍ତୁ...