Yearly Archives

2019

ଜାନୁଆରି-ମାର୍ଚ୍ଚ ତ୍ରୈମାସ ପାଇଁ ସ୍ୱଳ୍ପ ସଂଚୟ ସୁଧହାର ଅପରିବର୍ତ୍ତିତ ରଖିଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜାନୁଆରି-ମାର୍ଚ୍ଚ ତ୍ରୈମାସ ପାଇଁ ସ୍ପଳ୍ପ ସଂଚୟ ସୁଧହାର ଅପରିବର୍ତ୍ତିତ ରଖିଛନ୍ତି । ଏସବୁ ସ୍କିମ ମଧ୍ୟରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ ଅନ୍ତର୍ଭୁକ୍ତ । ବର୍ତ୍ତମାନ ପ୍ରଚଳିତ ଥିବା ସୁଧହାର ଅନୁସାରେ ପିପିଏଫ୍‌ ଓ ନ୍ୟାସନାଲ ସେଭିଂସ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଖାଦ୍ୟ ସଂସ୍କୃତିର ପ୍ରଶଂସକ ଓ ପ୍ରଚାରକ ଶାହାବୁଦ୍ଦିନ ମହମ୍ମଦ ଗନିଙ୍କ ପରଲୋକ

କଟକ: ସମଗ୍ର ଦେଶରେ ଜଣେ ପର୍ଯ୍ୟଟନ, ସଂସ୍କୃତି, ଓ ଖାଦ୍ୟ ବିଶାରଦ ଭାବରେ ଯଥେଷ୍ଟ ଖ୍ୟାତି ଓ ସମ୍ମାନ ଅର୍ଜନ କରିଥିବା ଶାହବୁଦ୍ଦିନ ମହମ୍ମଦ ଗନି ବା ସଂକ୍ଷେପରେ ଏସ୍‌.ଏମ୍‌. ଗନିଙ୍କର ଆଜି ପରଲୋକ ହୋଇଯାଇଛି। କେବଳ ମାତ୍ର ଓଡ଼ିଶା ନୁହେଁ; ସମଗ୍ର ଦେଶରେ ଜଣେ ପର୍ଯ୍ୟଟନ, ସଂସ୍କୃତି, ଓ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ନ୍ୟୁଜିଲାଣ୍ଡ ଛୁଇଁଲା ନୂଆବର୍ଷ, ସିଡନୀ ଜଣାଇଲା ସ୍ବାଗତ : ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ଦେଶବ୍ୟାପୀ ଉତ୍ସାହ

ନୂଆଦିଲ୍ଲୀ: ସ୍ବାଗତମ ୨୦୨୦। ପୁରୁଣା ବର୍ଷ ସରି ସରି ଯାଉଛିି, ନୂଆବର୍ଷ ଆସୁଛି। ନଇଁ ସାରିଛି ବର୍ଷର ଶେଷ ସୁରୁଜ। ଏବେ ନୂଆବର୍ଷର ଆଗମନକୁ ଅପେକ୍ଷା। ଭାରତର ବିଭିନ୍ନ ସହର ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନ୍ୟୁଜିଲାଣ୍ଡ ପାଳିଛି ନୂଆ ବର୍ଷ। ନ୍ୟୁଜିଲ୍ୟାଣ୍ଡର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଅଧିକ ଲାଭ ଦେବ। ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ବୃଷ: କର୍ମକ୍ଷେତ୍ରରେ ଭଲ ନିୟମ ତିଆରି କରି ତଦନୁସାରେ କାମ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ।…
ଅଧିକ ଖବର ଦେଖନ୍ତୁ...

ରାଜେନ୍ଦ୍ର କଲେଜ ଏକ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ; ବର୍ଷ ବର୍ଷ ଧରି ଜ୍ଞାନର ଆଲୋକ ବିତରଣ କରିଆସିଛି :…

ବଲାଙ୍ଗୀର: ରାଜେନ୍ଦ୍ର କଲେଜ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନ। ବହୁ ବର୍ଷ ଧରି ରାଜ୍ୟରେ ଜ୍ଞାନର ଆଲୋକ ବିତରଣ କରିଆସିଛି ଏହି କଲେଜ।  ଏହି କଲେଜର ଅଗଣିତ ବିଦ୍ୱାନ ଛାତ୍ରଛାତ୍ରୀ ଦେଶ ଓ ରାଜ୍ୟରେ ଗୌରବଅର୍ଜନ କରିଛନ୍ତି। ରାଜ୍ୟ ସରକାର କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତିି।…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ବରଗଡ଼ରେ କଂସରାଜ, କଂସଙ୍କ ଅଟ୍ଟହାସ୍ୟରେ ଥରିବ ମଥୁରା

ବରଗଡ଼: ବରଗଡ଼ରେ ଆରମ୍ଭ ହେଲା କଂସରାଜ | ଆଜି ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ୭୧ ତମ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହାକୁ ଉଦଘାଟନ କରିଥିବାବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବେଶ…
ଅଧିକ ଖବର ଦେଖନ୍ତୁ...

ସୋନି ମେହେଟ୍ଟାଙ୍କ ପରଲୋକ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେ‌ାକପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଜି ସନ୍ଧ୍ୟାରେ ଫୋନ୍‌ରେ କଥା ହୋଇ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଚଇତି ମହୋତ୍ସବରେ ଦେଖାଗଲା ଭାଇଚାରାର ଦୃଶ୍ୟ: ବାଜା ବଜାଇଲେ ମନ୍ତ୍ରୀ, ନାଚିଲେ ବିଧାୟକ

ରାୟଗଡ଼ା: ଶେଷହୋଇଛି ରାୟଗଡ଼ାର ଲୋକ ମହୋତ୍ସବ ଚଇତି। ଲୁକ୍କାୟିତ କଳା ଓ ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ପାଇଁ ଚଇତି ଏକ ନିଆରା ପ୍ରୟାସ। ଚଇତିରେ ସାମିଲ ହୋଇ ବହୁ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିଥିବା ବେଳେ ବାଜା ବଜାଇ ନାଚିଲେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀ।…
ଅଧିକ ଖବର ଦେଖନ୍ତୁ...

ଥଣ୍ଡା ପାଣିକୁ ଡେଇଁ ଦୁର୍ଘଟଣାର ଶିକାର ଯାତ୍ରୀଙ୍କୁ ବଞ୍ଚାଇଲେ ପୁଲିସ ଅଧିକାରୀ

ନୋଏଡା: ନିଜ ଜୀବନକୁ ଖାତିର ନ କରି ଅନ୍ୟର ଜୀବନ ବଞ୍ଚାଇବାକୁ କେନାଲରେ ଡେଇଁଲେ ପୁଲିସ ବାବୁ | ନିଜେ ବଂଚିବା ସହ ଦୁର୍ଘଟଣାର ଶିକାର ୫ ଜଣ ଯାତ୍ରୀଙ୍କୁ ବଞ୍ଚାଇଛନ୍ତି ଉତ୍ତରପ୍ରଦେଶର ଜଣେ ପୁଲିସ ଅଧିକାରୀ | ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ସମସ୍ତେ ପୁଲିସ ବାବୁଙ୍କ ଏହି କାମ ପାଇଁ…
ଅଧିକ ଖବର ଦେଖନ୍ତୁ...

ଭଡ଼ା ବଢ଼ାଇଲା ଭାରତୀୟ ରେଳ, ଆସନ୍ତାକାଲିିଠାରୁ ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ: ଟ୍ରେନ୍ ଭଡ଼ା ବୃଦ୍ଧି  କରିବା ପାଇଁ କିଛି ଦିନ ହେଲା ଆଲୋଚନା କରାଯାଉଥିବା ବେଳେ ନୂଆବର୍ଷଠାରୁ ରେଳ ଯାତ୍ରା ମହଙ୍ଗା ହେବ ବୋଲି ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଛି । ନୂଆ ବର୍ଷରେ ନୂଆ ଦର ଲାଗୁ ହେବା ସହ ଆସନ୍ତାକାଲିଠାରୁ ଟ୍ରେନ ଟିକେଟ ମହଙ୍ଗା ହେବ ବୋଲି ରେଳ…
ଅଧିକ ଖବର ଦେଖନ୍ତୁ...