Yearly Archives

2020

ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ, ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା

ଧଉଳି :ଧଉଳି ଥାନା ଅଧୀନ ଲିଙ୍ଗିପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଯୁବ ବ୍ୟବସାୟୀ ସୂର୍ଯ୍ୟକାନ୍ତ ନାୟକଙ୍କ (୩୮) ମୃତ୍ୟୁକୁ ନେଇ ଆଜି ପୂର୍ବାହ୍ନରେ ତୁମୂଳକାଣ୍ଡ ଘଟିଛି । ଶତାଧିକ ଉତ୍ତ୍ୟକ୍ତ ଲୋକ ହସ୍ପିଟାଲ ଭିତରେ ପଶି ଭଙ୍ଗାରୁଜା…
ଅଧିକ ଖବର ଦେଖନ୍ତୁ...

ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୬୫ ୟୁନିଟ ରକ୍ତ ସଂଗୃହୀତ

ଫୁଲବାଣୀ: କନ୍ଧମାଳ ଯୁବ ଓ ଛାତ୍ର ବିଜେଡି ଓ  ଓଡିଶା ମୋ ପରିବାର ଆନୁକୂଲ୍ୟରେ ଫୁଲବାଣୀ ବ୍ଲଡବ୍ୟାଙ୍କ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରରୁ ୬୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଯୁବ ବିଜେଡି ଜିଲ୍ଲା ସଭାପତି ବିଷ୍ଣୁଚରଣ ମଲ୍ଲିକ ଓ ଜିଲ୍ଲା ଛାତ୍ର ସଭାପତି ସୁନିଲ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା : କରୋନା ମହାମାରୀ ସମୟରେ ଲୋକଙ୍କୁ ସେବା ଯୋଗାଇବା ବେଳେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜିଲ୍ଲାର ସହିଦ କୋଭିଡ ଯୋଦ୍ଧାଙ୍କ ପରିବାର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା କରିଛନ୍ତି । ଆଜି ଅପରାହ୍ଣରେ…
ଅଧିକ ଖବର ଦେଖନ୍ତୁ...

କୃଷି ଶିଳ୍ପ ନିଗମ ପକ୍ଷରୁ କୋଭିଡ୍ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ପ୍ରଦାନ

ବାରିପଦା : କୋଭିଡ୍ ମହାମାରୀ ମୁକାବିଲା କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛି ଓଡ଼ିଶା କୃଷି ଶିଳ୍ପ ନିଗମ। ଏହି ମହାମାରୀକୁ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ନିଗମର ସିଏସଆର ପାଣ୍ଠିରୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏନେଇ…
ଅଧିକ ଖବର ଦେଖନ୍ତୁ...

ଉଲବା ଗ୍ରାମରୁ ୪୫୧ ବୋତଲ କଫ୍‌ସିରଫ ଜବତ, ଜଣେ ଗିରଫ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ଉଲବା ଗ୍ରାମର ଦୁର୍ଯ୍ୟୋଧନ ପଟେଲଙ୍କ ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୪୫୧ ବୋତଲ କଫ୍‌ସିରଫକୁ ଅବକାରୀ ବିଭାଗ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ସେହି ଗାଁର ଦୁର୍ଯ୍ୟୋଧନ ପଟେଲଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଜଟଣୀ ଓଭରବ୍ରିଜ୍ ବିସ୍ଥାପିତଙ୍କୁ ଥଇଥାନ ପାଇଁ ଦାବି

ଖୋର୍ଦ୍ଧା : ଜଟଣୀରେ ନିର୍ମାଣ ହେଉଥିବା ଓଭରବ୍ରିଜ୍ ଯୋଗୁଁ ବିସ୍ଥାପିତ ହୋଇଥିବା ଦୋକାନୀଙ୍କୁ ଥଇଥାନ ନେଇ ଆଜି ପୁଣି ଜଟଣୀ ବିଧାୟକଙ୍କ ନେତୃତ୍ୱରେ ଶତାଧିକ ଦୋକାନୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପିତ କରିଛନ୍ତି । ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଜଟଣୀ ବିଧାୟକ ସୁରେଶ…
ଅଧିକ ଖବର ଦେଖନ୍ତୁ...

ଅଜଣା ଟ୍ରକ୍ ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

ନାକଟିଦେଉଳ: ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗୁରୁବାର ସକାଳେ ସମ୍ବଲପୁର ଜିଲ୍ଲା କିସିଣ୍ତା ଥାନା ଅନ୍ତର୍ଗତ କ‌ଞ୍ଚନପୁର ଗ୍ରାମର ଜୟନ୍ତ ପାତ୍ର (୩୦) ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା ଏକ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କାଙ୍କଣପଡ଼ା ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ସାନନୂଆପଡ଼ା ଗାଁର ସନାତନ ପ୍ରଧାନ (୫୦)ଙ୍କ ମୃତ୍ୟୁ ହୋଇଯାଇଛି। ଗୁରୁବାର ସନାତନ ଏକ ବାଇକ୍‌ରେ କାଙ୍କଣପଡ଼ା ଯାଉଥିଲେ। ବିପରୀତ ଦିଗରୁ ବଡ଼କଷିବାହାଳ ଗାଁର ଟଙ୍କଧର ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ପାଣିରେ ନିଶା ଦେଇ ଯୁବକଙ୍କଠୁ ଲୁଟି ନେଲେ ୩୦ ହଜାର ଟଙ୍କା!

ଜୟପୁର: ପାଣିରେ ନିଶା ଦେଇ ଲୁଟି ନେଲେ ୩୦ ହଜାର ଟଙ୍କା। ଲୁଟର ଶିକାର ହୋଇଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାଲିପାଟଣା ଗାଁର ସାଧୁ ସାହୁ (୪୦) । ସେ ଭବାନୀପାଟଣାରୁ ନବରଙ୍ଗପୁର ଅଭିମୁଖେ ବାହାରିବା ବେଳେ ଭବାନୀପାଟଣା ବସଷ୍ଟାଣ୍ଡରରେ ଏଭଳି ଏକ ଅଭାବନୀ ଘଟଣାର ସମ୍ମୁଖୀନ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ଚୋରା ଚାଲାଣ ଟ୍ରକ୍‌ ଓ କାର୍‌ ଜବତ, ୫ ଗିରଫ

ବଣାଇଁଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ତା ଛକରୁ ଚୋରା ଚାଲାଣ ହେଉଥିବାବେଳେ ପୁଲିସ ଗୋଟିଏ ଟ୍ରକ୍‌ ଓ କାର୍‌କୁ ଜବତ କରିବା ସହ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ ଓଡ଼ି ୧୯ଏମ୍‌ ୬୯୨୯ ଟ୍ରକ୍‌ ଯୋଗେ କେନ୍ଦୁଝର ଖଣି ଅଞ୍ଚଳରୁ ଚୋରା…
ଅଧିକ ଖବର ଦେଖନ୍ତୁ...