Monthly Archives

January 2020

ଚୀନ ଫେରନ୍ତା କନ୍ଧମାଳର ଡାକ୍ତରୀ ଛାତ୍ର ଅସୁସ୍ଥ ହେବା ପରେ ସଜାଗ ହେଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଆରମ୍ଭ ହେବ…

ଫୁଲବାଣୀ: ଚୀନ ଫେରନ୍ତା କନ୍ଧମାଳର ଡାକ୍ତରୀ ଛାତ୍ର ଅସୁସ୍ଥ ହେବା ପରେ ଜିଲ୍ଲା ପ୍ରଶାସନ ସତର୍କ ହୋଇଯାଇଛି। ପ୍ରଶାସନ ତରଫରୁ ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଇଏଏସ୍‌ ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଶ୍ରୀ ଖୁଣ୍ଟିଆ ୨୦୨୦ ମେ’ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜନଗଣନା ନର୍ଦ୍ଦେଶକ ପଦରେ ରହିବେ। ପୂର୍ବରୁ ପ୍ରେମାନନ୍ଦଙ୍କୁ ଏହି ନିଯୁକ୍ତି ପାଇଁ ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ଏହି ୭ଟି ଜିନିଷ ଖାଇବା ଦ୍ୱାରା କିଡନିରେ ଷ୍ଟୋନ୍‌ ହୋଇଥାଏ

କାର୍ଯ୍ୟବ୍ୟସ୍ତତା ପାଇଁ ଖାଇବାରେ ଠିକଣା ରହୁ ନଥିବାରୁ ଲୋକମାନେ ବିଭିନ୍ନ ରୋଗରେ ପଡ଼ିଥାନ୍ତି। ଖାଦ୍ୟ ଠିକ୍‌ ସମୟରେ ନ ଖାଉଥିବାରୁ ଲୋକମାନଙ୍କ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଉଥିବା ବେଳେ କିଡନିରେ ଷ୍ଟୋନର ସମସ୍ୟା ମଧ୍ୟ ଦେଖା ଯାଇଥାଏ । ଏହାର କାରଣ ଅନ୍ୟ କିଛି ନୁହେଁ ବରଂ…
ଅଧିକ ଖବର ଦେଖନ୍ତୁ...

୧୮୨ଟି ଅଶ୍ଲୀଳ ଭିଡିଓ ରଖି ବହୁ ମହିଳାଙ୍କୁ ବ୍ଲାକମେଲ କରୁଥିଲେ ଦୁଇ ବ୍ୟବସାୟୀ, ଗିରଫ କଲା ପୁଲିସ

କୋଲକାତା: ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ଗିରଫ ହୋଇଛନ୍ତି କୋଲକାତାର ଦୁଇ ବ୍ୟବସାୟୀ। ଜଣଙ୍କ ନାଁ ଆଦିତ୍ୟ ଅଗ୍ରୱାଲ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତର ନାଁ ଅନୀଷ ଲୋହାରୁକା ବୋଲି ଜଣାଯାଇଛି। ଦୁହିଁଙ୍କୁ କୋଲାକାତା ପୁଲିସର ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ ! ଟାଇଟଲ୍ ବାଛି ସାରିଲେଣି ଫିଲ୍ମ ‘ପଙ୍ଗା’ର…

ମୁମ୍ବାଇ: ଏବେ ବଲିଉଡରେ ବାୟୋପିକର ଋତୁ ଚାଲିଥିବା ବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଜୀବନୀକୁ ନେଇ ମଧ୍ୟ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ବାୟୋପିକ୍ ନିର୍ମାଣ ବିଷୟରେ କହିଛନ୍ତି ଫିଲ୍ମ 'ପଙ୍ଗା'ର ନିର୍ଦ୍ଦେଶିକା…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟରୁ ୯୮,୦୦୦ଟଙ୍କା କାଢ଼ିନେଲା ଆଇଆରସିଟିସି !

ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ରହୁଥିବା ମନୀଷ ଚନ୍ଦ୍ର ବାଜପେୟୀ ୯୮,୦୦୦ଟଙ୍କା ଠକେଇର ଶିକାର ହୋଇଛନ୍ତି। କୌଣସି ରେଳ ଟିକେଟ୍ ବୁକ୍ ନ କରି ମଧ୍ୟ ତାଙ୍କ ଆକାଉଣ୍ଟରୁ କିଭଳି ଏତେ ଟଙ୍କା ଚାଲିଗଲା ସେ ନେଇ ଚିନ୍ତାରେ ମନୀଷ ଚନ୍ଦ୍ର ବାଜପେୟୀ। ଘଟଣା ପରେ ଏବେ ସେ ପୁଲିସରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କନ୍ୟା ପକ୍ଷର ଡିମାଣ୍ଡ ଦେଖି ଭୟରେ ବିବାହ କରିବାକୁ ମନା କଲା ବର

ନୂଆଦିଲ୍ଲୀ: ଭାରତରେ ବିବାହ ସମୟରେ ବରପକ୍ଷକୁ ‌ଯୌତୁକ ଆକାରରେ କନ୍ୟାପକ୍ଷ ଟଙ୍କା ଦେଇଥାନ୍ତି। କିଛି ଲୋକ ଟଙ୍କା ଦେଉଥିବା ବେଳେ କିଛି ସେହି ଟଙ୍କାରେ ଉପହାର କିଣି ଦେଇଥାନ୍ତି। ଏହାକୁ ବେଆଇନ ବୋଲି ଘୋଷଣା କରାଯିବା ପରେ ମଧ୍ୟ ଭାରତରେ ଲୋକେ ଏହି ପ୍ରଥାକୁ ପାଳନ କରି ଆସୁଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ ସଂକ୍ରମଣରୁ ନିଜକୁ ସୁରକ୍ଷା ଦେବା ପାଇଁ ମୁହଁରେ କମଳା ଚୋପା, ସାନିଟାରି ପ୍ୟାଡ୍, ଅନ୍ତବସ୍ତ୍ରରେ ତିଆରି…

ନୂଆଦିଲ୍ଲୀ: ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୨୧୩ଜଣ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରି ସାରିଥିବା ବେଳେ ୧୦,୦୦ରୁ ଊର୍ଦ୍ଧ୍ବ ଲୋକ‌େ ସଂକ୍ରମିତ ହୋଇ ସାରିଲେଣି।…
ଅଧିକ ଖବର ଦେଖନ୍ତୁ...

ମଦ ପିଇବା ଓ ଦାମୀ ପୋଷାକ ପିନ୍ଧିବାର ନିଶା ସଜାଇଲା ହତ୍ୟାକାରୀ, ମାତା-ପିତା ଓ ଭାଇକୁ ହତ୍ୟା କଲା ନାବାଳକ

ସାଗର(ମଧ୍ୟପ୍ରଦେଶ): ଦାମୀ ପୋଷାକ ପିନ୍ଧିବାର ସଉକ, ସାଙ୍ଗମାନଙ୍କ ଆଗରେ ନିଜକୁ ବଡ଼ ଦେଖାଇବାର ଇଛା ଏବଂ ମଦ ପିଇବାର ନିଶା ଆଜି ଜଣେ ନାବାଳକକୁ ହତ୍ୟାକାରୀ ସ‌ଜେଇଛି। କୌଣସି ବାହାର ଲୋକଙ୍କୁ ନୁହେଁ ବରଂ ନିଜ ପରିବାରକୁ ହତ୍ୟା କରିଛି ନାବାଳକ। ମାତା-ପିତା ଓ ଭାଇକୁ ହତ୍ୟା କରିବା ଭଳି…
ଅଧିକ ଖବର ଦେଖନ୍ତୁ...

ପୂରା ହେବ ପାଟକୁରାବାସୀଙ୍କ ସ୍ୱପ୍ନ : ଅଣ୍ଟା ଭିଡିଲେ ମୁଖ୍ୟମନ୍ତ୍ରୀ, ବିକାଶମୂଳକ କାମ ଅନୁଧ୍ୟାନ କଲେ ସିଏମ୍‌ଓ…

ଭୁବନେଶ୍ବର:  ପାଟକୁରାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆରମ୍ଭ ହୋଇଛି କାମ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍ ଆଜି ପାଟକୁରା…
ଅଧିକ ଖବର ଦେଖନ୍ତୁ...