Daily Archives

January 2, 2020

ଗୁରୁଙ୍କୁ ହତ୍ୟା କଲା ଶିଷ୍ୟ: ୬୦,୦୦୦ଟଙ୍କା ପାଇଁ ଭଜନ ଗାୟକଙ୍କ ସମେତ ପରିବାରକୁ ଶେଷ କରିଦେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାମଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟେ ପରିବାରର ୪ଜଣଙ୍କୁ ଅଭିଯୁକ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶାମଲୀରେ ରହୁଥିବା ବିଶ୍ବପ୍ରସିଦ୍ଧ ଭଜନ ଗାୟକ ଅଜୟ ପାଠକଙ୍କ ସହ ଏଭଳି ଘଟଣା ଘଟିଥିବା ବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକ ସାଜିଲେ ଭକ୍ଷକ, ନାବାଳିକା ଛାତ୍ରୀର ଗଳା କାଟି ହତ୍ୟା ଉଦ୍ୟମ କରି ଟିଉସନ ମାଷ୍ଟର ଫେରାର

ଜଳେଶ୍ବର: ଭୋଗରାଇ ଥାନା ଅନ୍ତର୍ଗତ ଦେହୁର୍ଦ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକା ଛାତ୍ରୀଙ୍କୁ ଟିଉସନ ମାଷ୍ଟର ଗଳା କଟି ହତ୍ୟା ଉଦ୍ୟମ କରିଛି । ଏହି ଘଟଣା ଘଟାଇବା ପରେ ଟିଉସନ ମାଷ୍ଟର ଘଟଣା ସ୍ଥଳରୁ ‌‌ଫେରାର ହୋଇଯାଇଛି । ନାବାଳିକା ଛାତ୍ରୀ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରାରେ ମହାରାଜା କଂସଙ୍କୁ ପିଠିରେ ବସାଇ ମଥୁରା ନଗରୀ ବୁଲାଉଥିବା ହାତୀ କେଉଁଠୁ ଆସେ?…

ବରଗଡ଼ : ହୁସିଆର… ସାବଧାନ… ମହାରାଜ କଂସ ପଦାର୍ପଣ କରୁଛନ୍ତି… । ବିଶ୍ୱ ପ୍ରସିଦ୍ଧ ମୁକ୍ତ ରଙ୍ଗମଞ୍ଚରେ କଂସ ରାଜାଙ୍କ ଆଗମନୀ ପାଇଁ ପ୍ରଜାଙ୍କୁ ସତର୍କ କରାଇବା ପରେ ଗଜରାଜଙ୍କ ପିଠିରେ ବସି ରଙ୍ଗମହଲ ପାଖକୁ ଝୁଲି ଝୁଲି ଆସନ୍ତି ପ୍ରବଳ ପ୍ରତାପୀ, ମଥୁରା ନରେଶ ମହାରାଜ କଂସ । ତେବେ…
ଅଧିକ ଖବର ଦେଖନ୍ତୁ...

ଆଜି ସକାଳୁ ତାମିଲନାଡୁରୁ ଘରକୁ ଫେରିଥିଲେ ଯୁବକ, ଆଖୁ ବୋଝେଇ ଟ୍ରକ ନେଇଗଲା ଜୀବନ, ଚାଳକ ଫେରାର

ଯାଜପୁର: ତାମିଲନାଡୁରୁ ଆଜି ସକାଳୁ ଘରକୁ ଫେରିଥିବା ଜଣେ ଯୁବକଙ୍କୁ ଏକ ଆଖୁବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଚିନ୍ମୟ ମଲ୍ଲିକ (୨୨)। ସେ ଯାଜପୁର ଜିଲ୍ଲାର ଧର୍ମଶାଳା ଥାନାର ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବନ୍ଧଢ଼ିହ ଗ୍ରାମର ଗୟାଧର…
ଅଧିକ ଖବର ଦେଖନ୍ତୁ...

ଏହି ବ୍ଲଡ୍‍ ଗ୍ରୁପ୍‌ର ଲୋକମାନଙ୍କ ପାଖରେ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ

ପ୍ରତିଦିନ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନଙ୍କ ମଧ୍ୟରେ ଅନେକ ନୂଆ ନୂଆ ରୋଗ ସୃଷ୍ଟି ହେଉଛି । ପରିବେଶ ପ୍ରଦୂଷଣ, କାମର ଚିନ୍ତା ଏବଂ ଖାଇବାରେ ଠିକଣା ରହୁ ନ ଥିବାରୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି । ଖାସ୍‌ କରି ହୃଦ୍‌ଘାତର ଶିକାର ହୋଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ସିଆରପିଏଫ ଯବାନ ନିଖୋଜ, ଥାନାରେ ମାମଲା

ରାୟଗଡା: ସିଆରପିଏଫ ୪ର୍ଥ ବାଟାଲିୟନର ଜନୈକ ଯବାନ ଧର୍ମ ଦେବ ନିଖୋଜ ହୋଇଯାଇଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଛି। ସିଆରପିଏଫ ଉଚ୍ଚ କର୍ତ୍ତୃପକ୍ଷ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଶେଷଖାଲ ଥାନା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ରାଜକୁମାରଙ୍କ ଲୁକ୍‌: ଆଲିଆ ଭଟ୍ଟ ଓ କ୍ରୀତି ସନୋନଙ୍କ ସହ ତୁଳନା କଲେ ଲୋକେ

ମୁମ୍ବାଇ: ନିଜ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନୂଆ କରିବାର ପ୍ରୟାସ କରିଥାନ୍ତି ବଲିଉଡ୍ ଅଭିନେତା ରାଜକୁମାର ରାଓ। ଯାହା ପାଇଁ ସେ ନିଜର ସବୁ ଫିଲ୍ମରେ ନିଜ ଚରିତ୍ରକୁ ନେଇ ବେଶ ସଚେନତ ରହିଥାନ୍ତି। ପ୍ରତି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବାକୁ ଚେଷ୍ଟା କରୁଥିବା ରାଜକୁମାର…
ଅଧିକ ଖବର ଦେଖନ୍ତୁ...

ହେଲମେଟ ପିନ୍ଧି ନଥିବାରୁ ଚାଲାଣ କାଟିଲା ପୁଲିସ, ରାଗରେ ବାଇକ୍ ଜାଳିଦେଲେ ଯୁବକ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ପରେ ଦେଶର ପ୍ରତି କୋଣ‌ରେ ଏ ନେଇ ବିବାଦ ଆରମ୍ଭ ହୋଇଥିଲା। ନିୟମ କଡ଼ା କଡ଼ି ହେବା ସହ ଲୋକଙ୍କ ଠାରୁ ଭାରି ଜରିମାନା ଆଦାୟ ହେବା ପରେ ଲୋକେ ଘରୁ ଗାଡ଼ି କଢ଼ିବାକୁ ଡ଼ରିଲେ। ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀର ଭଡ଼ାଘରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା, ପୁରୁଷ ବନ୍ଧୁ ଥାନାରେ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଭଡ଼ା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।  ଇଫୋସିଟି ଥାନା ପୁଲିସ ଯୁବତୀ ରହୁଥିବା ଭଡ଼ା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଜବତ କରିଛି। ମୃତ ଯୁବତୀ ଜଣଙ୍କ ଇଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘଜୀବୀ ହେବାର ଟିପ୍ସ ଦେଉଥିବା ବେଳେ ହେଲା ହୃଦଘାତ, ଷ୍ଟେଜ୍ ଉପରେ ଟଳି ପଡ଼ିଲେ କମ୍ପାନିର ସିଇଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏକ ସ୍ବ‌ାସ୍ଥ୍ୟ କମ୍ପାନିର ମୁଖ୍ୟ ଅନ୍ୟମାନଙ୍କୁ ଦୀର୍ଘଜୀବୀ ହେବାର ଟିପ୍ସ ଦେଉଥିବା ବେଳେ ହଠାତ୍ ଷ୍ଟେଜ୍ ଉପରେ ଟଳି ପଡ଼ିବାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଛି। ଘଟଣାଟି ଚୀନରେ ଘଟିଥିବା ବେଳେ ସେଠାରେ ଥିବା…
ଅଧିକ ଖବର ଦେଖନ୍ତୁ...