Daily Archives

January 3, 2020

ଦୁଇ ଦିନରେ ଦୁଇଟି ହତ୍ୟା: ମିରିକୋଟ ପରେ ମାଣିକପୁରରେ ଖାରିପଲ୍ଲୀ ଗ୍ରାମ୍ୟ କମିଟି ସଭ୍ୟଙ୍କୁ ନିର୍ମମ ହତ୍ୟା

ଭଞ୍ଜନଗର: ବଡଗଡ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ନିକଟସ୍ଥ ତେଲିଆ ଠାକୁରାଣୀ ମନ୍ଦିର ନିକଟରେ ଜଣେ ବୃଦ୍ଧକୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ଧରାକୋକଟ ବ୍ଲକ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଖାରିପଲ୍ଲୀ ଗ୍ରାମର ଭରତ ବେହେରା (୬୭)।ଭରତ ଗାଁ କମିଟିର ସଭ୍ୟ ରହିଥିବା ବେଳେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଡମ୍ପର ତଳୁ ୩ ମୃତଦେହ ଉଦ୍ଧାର, କୁକୁଡ଼ା ଲଢ଼େଇ ଦେଖି ସାରି ଘରକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣମଣ୍ଡପ ନିକଟରେ ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାଗ୍ରସ୍ତ ଟମ୍ପର ତଳୁ ତିନି ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଚଇତୁ ମୁଣ୍ଡା, ରାମଧନ ସିଂହ ଓ ପ୍ରଧାନ ମୁଣ୍ଡା। ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ଅଣ୍ଡା ସିଝାଇବା ପରେ ପାଣିକୁ ନ ଫିଙ୍ଗି କରନ୍ତୁ ଏହି କାର୍ଯ୍ୟ, ମିଳିବ ଫାଇଦା…

ଅଣ୍ଡା ସିଝା ଖାଇବାକୁ ପ୍ରାୟତଃ ସମ‌ସ୍ତେ ଭଲ ପାଇ ଥାଆନ୍ତି। ହେଲେ, ସମସ୍ତେ ଅଣ୍ଡା ସିଝାଇବା ପରେ ସେଇ ପାଣିକୁ ଫିଙ୍ଗି ଦେଇ ଥାଆନ୍ତି। ଆପଣ ବି ଯଦି ଏପରି କରୁଛନ୍ତି ତେବେ ଏଥିରୁ  ନିବୃତ୍ତ ରହନ୍ତୁ। କାରଣ, ଏହି ଅଣ୍ଡା ସିଝା ପାଣିର ଅନେକ ଉପକାରୀ ଗୁଣ ରହିଛି ବୋଲି ନିକଟରେ ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ବିବାହ ଭୋଜିକୁ ଆମ୍ବୁଲାନ୍ସରେ ଆସି ହୁଇଲ ଚୟାରରେ ବସି ପହଞ୍ଚିଲେ ବରବଧୂ…

ନୂଆଦିଲ୍ଲୀ: ସଂପ୍ରତି ସମୟ ବଦଳିବା ସହିତ ଲୋକମାନଙ୍କ ଚିନ୍ତାଧାରା ବି ବଦଳିଛି। କିଛି ନିଆରା କରି ଦେଖାଇବାର ମାୟାରେ ଆଜିକାଲି ସମସ୍ତେ ବାୟା। ବିଶେଷ କରି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବର/ବଧୂ ନିଜ ବିବାହ ଦିନକୁ ସ୍ମରଣୀୟ କରି ରଖିବା ପାଇଁ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟଜନକ…
ଅଧିକ ଖବର ଦେଖନ୍ତୁ...

ଏନସିସିଆର ସର୍ଭେ ରିପୋର୍ଟ: ଓଡ଼ିଶା ବେଳାଭୂମିକୁ ଅଧିକ ପସନ୍ଦ କରୁଛନ୍ତି ପର୍ଯ୍ୟଟକ

ପୁରୀ: ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶା ଆଗରେ । ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେରେ ଓଡ଼ିଶାର ଦୁଇଟି ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମି ଭାବେ ସ୍ଥାନ ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ପୁରୀ ଓ ଗୋପାଳପୁର ବେଳାଭୂମିକୁ ବେଶି ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ବାଲିକୁଦାରେ ଗୁଳିକାଣ୍ଡ: ଯୁବକ ଗୁରୁତର, କଟକ ସ୍ଥାନାନ୍ତର

ଜଗତସିଂହପୁର: ବାଲିକୁଦା ଥାନା ଅନ୍ତର୍ଗତ ଅଳାଭର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତି ହେଲେ ଦେବରାଜ ବିଶ୍ୱାଳ। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅଜବ ଯୁବକର ଗଜବ କାରନାମା! ମହିଳା ବେଶ ଧରି ପୁରୁଷଙ୍କୁ ମାଗୁଥିଲା ନଗ୍ନଫଟୋ; ପରେ ବ୍ଲାକ୍‌ମେଲ କରି ଆଦାୟ କରୁଥିଲା…

ଅହମ୍ମଦାବାଦ: ନିଜକୁ ମହିଳାର ପରିଚୟ ଦେଇ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ପୁରୁଷମାନଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କୁ ନଗ୍ନ ଫଟୋ ମାଗି ପରେ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ହୋଇଛି। ନକଲି ମହିଳା କଥାରେ ଯେଉଁମାନେ ନିଜର ନଗ୍ନ ଫଟୋ ଓ ଭିଡିଓ ପଠାଇ ଦେଉଥିଲେ ସେମାନଙ୍କୁ ସେ ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟାର ପୂର୍ବ ରାତିରେ କ’ଣ କଥା ହୋଇଥିଲେ କୁଶଲ ପଞ୍ଜାବୀ; ଭାବବିହ୍ଵଳ ହୋଇ ଏଭଳି କଥା କହିଲେ ପିତା…

ମୁମ୍ବାଇ: ଟେଲି କଳାକାର କୁଶଲ ପଞ୍ଜାବୀ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଗତ ଡିସେମ୍ବର ୨୭ ତାରିଖ ରାତିରେ ଆତ୍ମହତ୍ୟା କରିଥିଲେ। କୁଶଲ ପଞ୍ଜାବୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ସାଥୀ କଳାକାରଙ୍କ ସମେତ ତାଙ୍କର ପ୍ରଶଂସକମାନେ ବି ଏଘଟଣାରେ ସ୍ତବ୍ଧ ହୋଇ ଯାଇଥିଲେ। ପୁଲିସ ଏହି ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...

ଚାକିରି ଖୋଜୁଛନ୍ତି କି? ଏସ୍‌ବିଆଇରେ ୭୮୭୦ଟି କ୍ଲର୍କ ପଦବି ଖାଲି, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଖାଲି ଥିବା ୭୮୭୦ଟି କ୍ଲର୍କ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ଏତିକି ନୁହେଁ; ଭାରତୀୟ ଷ୍ଟେଟ ବ୍ୟାଙ୍କ ବି ନିଜର ଖାଲିଥିବା ଜୁନିୟର ଆସୋସିଏଟ ପଦ ପୂରଣ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଛି। ଏହି…
ଅଧିକ ଖବର ଦେଖନ୍ତୁ...

ବଢିଲା ବିବାଦୀୟ କଳାପାଣି ସୀମା ବିବାଦ, ନେପାଳ ସୁପ୍ରିମକୋର୍ଟ ମାଗିଲେ କଳାପାଣିର ଅସଲ ନକ୍ସା

ନୂଆଦିଲ୍ଲୀ: ବଢିଲା ବିବାଦୀୟ କଳାପାଣି ସୀମା ବିବାଦ । ନେପାଳ ସୁପ୍ରିମକୋର୍ଟ ମାଗିଲେ କଳାପାଣିର ଅସଲ ନକ୍ସା । ସେପଟେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାମ୍ମୁକାଶ୍ମୀରର ପୁର୍ନଗଠନ ପରେ ଭାରତ ପକ୍ଷରୁ ଜାରି କରାଯାଇଥିବା ମାନଚିତ୍ରରେ ସୀମା ଗୁଡିକର ସଠିକ…
ଅଧିକ ଖବର ଦେଖନ୍ତୁ...