Daily Archives

January 4, 2020

କର୍କଟ ଆକ୍ରାନ୍ତ କହି ମହିଳାଙ୍କ ଦୁଇଟି ସ୍ତନରେ ଅସ୍ତ୍ରୋପଚାର କଲେ ଡାକ୍ତର, ପରେ ସତ ଜାଣି ପାଦ ତଳୁ ଖସି ଗଲା ମାଟି

ନୂଆଦିଲ୍ଲୀ: ବେ‌ଳେ ବେଳେ ରୋଗର ପରୀକ୍ଷା ରିପ‌ୋର୍ଟ ଭୁଲ ଆସୁଥିବାରୁ ଅନେକ ଲୋକ ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଶିକାର ହୋଇଥାନ୍ତି। ‌ରୋଗ ହୋଇ ନ ଥିଲେ ମଧ୍ୟ ସେମାନଙ୍କୁ ସେହି ରୋଗର ଚିକିତ୍ସା କରାଇବାକୁ ପଡ଼ିଥାଏ।  ପରବର୍ତ୍ତୀ ମୂହୁର୍ତ୍ତରେ ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ…
ଅଧିକ ଖବର ଦେଖନ୍ତୁ...

‘ତୁମକୁ ମୁଁ କ୍ରେନ୍‌ରେ ଓଲଟା ଟାଙ୍ଗି ଦାଢ଼ି କାଟିଦେବି’: ଅସଦୁଦ୍ଦିନ୍ ଓଏସିଙ୍କୁ କହିଲେ ବିଜେପି ସାଂସଦ ଡି ଅରବିନ୍ଦ

ନିଜାମାବାଦ୍‌: ତେଲେଙ୍ଗାନାସ୍ଥିତ ନିଜାମାବାଦ୍‌ର ବିଜେପି ସାଂସଦ ଡି ଅରବିନ୍ଦ ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ଅସଦୁଦ୍ଦିନ ଓଏସିଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଂସଦ ଅରବିନ୍ଦ ଓଏସିଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ତୁମକୁ ମୁଁ ଚେତାବନୀ ଦେଉଛି କି କ୍ରେନ୍‌ରେ ଓଲଟା ଟାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଅଭିନେତାଙ୍କ କାମକୁ ନେଇ ପ୍ରଶଂସା: ମହିଳା ୱେଟରଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇ ୧.୪ ଲକ୍ଷ ଟଙ୍କା ଟିପ୍ ଦେଲେ

ନୂଆଦିଲ୍ଲୀ: ଏକ ରେସ୍ତୋରାଁରେ କାମ କରୁଥିବା ମହିଳା ୱେଟରଙ୍କୁ ଜଣେ କଣ୍ଠଶିଳ୍ପୀ-ଅଭିନେତା ଟିପ୍ ଆକାରରେ ଦେଇଥିବା ଟଙ୍କାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କଣ୍ଠଶିଳ୍ପୀ-ଅଭିନେତାଙ୍କ ନାଁ ଡୋନି ୱାହଲବର୍ଗ ବୋଲି ଜଣା ପଡ଼ିଥିବା ବେଳେ ସେ ଜଣେ ୱେଟରଙ୍କୁ ୧.୪ଲକ୍ଷ ଟଙ୍କା ଟିପ୍ ଆକାରରେ…
ଅଧିକ ଖବର ଦେଖନ୍ତୁ...

ବିବାଦରେ ଦୀପିକ‌ା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’, ଆସିଲା ସ୍କ୍ରିପ୍ଟ ଚୋରିର ଆରୋପ

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି ଫିଲ୍ମ 'ଛପାକ'। ଫିଲ୍ମରେ ଏସିଡ୍ ଆକ୍ରମଣର ଶିକାର ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଦେଖାଯାଇଥିବା ବେଳେ ଫିଲ୍ମରେ ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ତେବେ ଫିଲ୍ମର ଟ୍ରେଲର ସହ ରିଲିଜ୍ ‌ତାରିଖ…
ଅଧିକ ଖବର ଦେଖନ୍ତୁ...

ବ୍ୟାପକ ପରିମାଣରେ ସରକାରୀ ଚାଉଳ ଜବତ!, ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ ଖୋଲାଯିବ

ଭଦ୍ରକ: ତିହିଡି ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ଶନିବାର ସନ୍ଧ୍ୟା ସମୟରେ ବ୍ୟାପକ ଚାଉଳ ଜବତ ହୋଇଛି। ଏହି ଚାଉଳକୁ ଏକ ଘର ଭିତରୁ ୨ଟି ଟ୍ରକ୍‌ରେ ବୋଝେଇ କରାଯାଇ ବାହାରକୁ ଚାଲାଣ କରାଯାଉଥିବା ବେଳେ ସାଧାରଣ ଲୋକଙ୍କର ଦୃଷ୍ଟିକୁ ଆସିଛିା ଏହା ପରେ ସାଧାରଣ ଜନତାଙ୍କ ଠାରୁ ସୂଚନା ମିଳିବା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଦିଲ୍ଲୀର ଡାକ୍ତରୀ ଟିମ୍: ୧୨ବର୍ଷୀୟ ବାଳକର ଅସ୍ତ୍ରୋପଚାର କରି ପୁଣି ଥରେ କଥା କହିବାକୁ ସକ୍ଷମ କଲେ

ନୂଆଦିଲ୍ଲୀ: ପୁଣି ଏକ ସଫଳ ଅସ୍ତ୍ରୋପଚାର କରି ଚର୍ଚ୍ଚାରେ ରହିଛନ୍ତି ଦିଲ୍ଲୀର ଡାକ୍ତରୀ ଟିମ୍। ପୂର୍ବରୁ ଅନେକ ଅସମ୍ଭବ କାମକୁ ଦିଲ୍ଲୀର ଡାକ୍ତରମାନେ ସମ୍ଭବ କରିଥିବାର କାହାଣୀ ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ୧୨ବର୍ଷୀୟ ନାବାଳକକୁ ପୁଣି ଥରେ କଥା କହିବାକୁ ସକ୍ଷମ କରାଇଛନ୍ତି ଡାକ୍ତରୀ…
ଅଧିକ ଖବର ଦେଖନ୍ତୁ...

‘ଟିକ୍ ଟକ୍’ ନିର୍ମାତା ଆଣିଲେ ଆଉ ଏକ ନୂଆ ଆପ୍, ଏହି ସୁବିଧା ମିଳୁଥିବାରୁ ୧ଲକ୍ଷରୁ ଅଧିକ ଲୋକେ କରି…

ନୂଆଦିଲ୍ଲୀ: ଚୀନର କମ୍ପାନି ବାଇଟଡାନ୍ସ ପର୍ବରୁ ଛୋଟ ଭିଡିଓ ତିଆରି ହୋଇପାରୁଥିବା ଆପ୍ 'ଟିକ୍ ଟକ୍' ବାହାର କରିଥିବା ବେଳେ ଏହି ଆପ୍ ଏବେ ଭାରତ ସହ ଅନ୍ୟ ଦେଶରେ ଲୋକପ୍ରିୟ ହୋଇ ସାରିଲାଣି। ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଏହାକୁ ବ୍ୟବହାର କରୁଥିବା ଦେଖାଯାଉଛି। ଏହା ସହ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିଆ ପାଣିରେ ପଡ଼ି ୫ ବର୍ଷର ଶିଶୁ ମୃତ

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କାଉପୁର ପଞ୍ଚାୟତ ତୁମ୍ବାପଦୀ ଗାଁରେ ବୁଦ୍ଧିରାମ କୁଅଁରଙ୍କ ୫ ବର୍ଷର ପୁଅ ପ୍ରଶାନ୍ତ କୁଅଁର ଘରପାଖ ଗଡ଼ିଆରେ ପଡ଼ି ମୃତ୍ୟୁ ଘଟିଛି। ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ସନ୍ଧ୍ୟାରେ ଆଣିଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀମାନଙ୍କ ଗୁଣ୍ଡାଗର୍ଦି : କ୍ର୍ୟୁ ସଦସ୍ୟଙ୍କୁ ପିଟିବା ସହ କକପିଟ୍ କବାଟ ଭାଙ୍ଗିବା ଧମକ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଯାତ୍ରୀମାନଙ୍କ ଗୁଣ୍ଡାଗର୍ଦି ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ଯାତ୍ରୀମାନେ ବିମାନର କ୍ର୍ୟୁ ସଦସ୍ୟଙ୍କୁ ମାଡ଼ ମାରିବା ସହ ବିମାନର କକପିଟ୍ କବାଟକୁ ଭାଙ୍ଗିବାର ଧମକ ଦେଉଥିବାର ଭିଡିଓ ଏବେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

‘୫୦ହଜାର ଟଙ୍କା ଦିଅ ଦୁଷ୍କର୍ମକାରୀକୁ ମୁକୁଳାଇ ନିଅ’ ବୋଲି କହି ଫସିଲେ ସବ୍‌-ଇନ୍ସପେକ୍ଟର, ଅଡିଓ ଟେପ୍‌ ଭାଇରାଲ

ରାୟବରେଲି: ଉତ୍ତରପ୍ରଦେଶରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ପୀଡ଼ିତାକୁ ଜିଅନ୍ତା ଜାଳି ଦେବାର ଘଟଣା ଥମି ନ ଥିଲା ବେଳେ ରାୟବରେଲିରୁ ଏମିତି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଜୋର ଧରିଛି। ଦୁଷ୍କର୍ମକାରୀକୁ ବଞ୍ଚାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...