Daily Archives

January 5, 2020

ବିଲରେ ଭିଜୁଛି, ଖଳାରେ ଭିଜୁଛି, ମଣ୍ଡିରେ ବି ଭିଜୁଛି ଧାନ

ଭଦ୍ରକ: ଗତ ତିନି ଦିନ ହେଲା ଭଦ୍ରକରେ ବର୍ଷା ବିତ୍ପାତ ଯୋଗୁଁ ଚାଷୀ କାନ୍ଦୁଛି। ବୁଲ୍‌ବୁଲ୍‌ ପରେ ସରକାରଙ୍କର ଧାନ କିଣା ନିୟମ ସାଙ୍ଗକୁ ଏବେ ଚାଷୀଙ୍କୁ ଅଧିକ କନ୍ଦାଉଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ବର୍ଷା ମାଡ଼ରେ ଚାଷୀ କିଲିବିଲିଆ ହୋଇଛି। ଧାନ ସବୁ କ୍ଷେତରୁ ଅମଳ ହୋଇ ନାହିଁ। ୭୦…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ବ୍ୟାନ୍ ହେବା ପରେ ଦୋକାନରୁ ଜିନିଷ ଆଣିବା ପାଇଁ ଏଭଳି ବାଟ ଆପଣାଇଛନ୍ତି ଥାଇଲାଣ୍ଡବାସୀ

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ରାଜ୍ୟରେ ଏବେ ଲୋକେ ପ୍ଲାଷ୍ଟିକ ପରିବର୍ତ୍ତେ ପତ୍ର ବ୍ୟବହାର କରୁଥିବାର ଦେଖାଯାଇଥିବା ବେଳେ ଥାଇଲାଣ୍ଡବାସୀଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶରେ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ରୋଗ ବି ଦୂର ହେବ

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଶରୀର ଭିତରୁ ଦୁର୍ବଳ ରହିବେ, ତେବେ ଶରୀର ଉପରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ନିବେଦନ କରିବାର ୫ଦିନ ପରେ ପ୍ରେମିକାକୁ ଗୁଳି କରି ହତ୍ୟା କଲା ପ୍ରେମିକ, ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଜଣେ ଯୁବକ ନିଜ ପ୍ରେମିକାକୁ ପ୍ରେମ ନିବେଦନ କରିବାର ୫ଦିନ ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାଟି ଆମେରିକାରେ ଟେକ୍ସାସ ସହରରେ ଘଟିଥିବା ବେଳେ ଅଭିଯୁକ୍ତ ପ୍ରେମିକ ପୁଲିସ ଆଗରେ ଆତ୍ମସମର୍ପଣ କରିଥିବା ଜଣା ପଡ଼ିଛି। ପୁଲିସ ଦେଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ୧୧ ଲକ୍ଷ ୫ ହଜାର ୪୦

ବାଲୁଗାଁ: ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦ ‘ଚିଲିକା’ରେ ପକ୍ଷୀମାନଙ୍କର ସଂଖ୍ୟା ଚଳିତ ବର୍ଷ ବଢ଼ିଛି। ଏହି ବିଶାଳ ହ୍ରଦରେ ଏବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଛି। ପକ୍ଷୀମାନଙ୍କ ଭିତରେ ରହିଛନ୍ତି ୧୧ ପ୍ରଜାତି। ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର…
ଅଧିକ ଖବର ଦେଖନ୍ତୁ...

ଏପିଜେ ଅବଦୁଲ କଲାମଙ୍କ ଚରିତ୍ରରେ ନଜର ଆସିବେ ଏହି ବଲିଉଡ ଅଭିନେତା, ଟୁଇଟ୍ କରି ଦେଲେ ସୂଚନା

ମୁମ୍ବାଇ: ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ୍ କଲାମଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ଏପିଜେ ଅବଦୁଲ୍ କଲାମଙ୍କ ଚରିତ୍ରରେ ବଲିଉଡ୍ ଅଭିନେତା ପରେଶ ରାୱଲ ନଜର ଆସିବେ ବୋଲି ଜଣା ପଡ଼ିଛି। ଅଭିନେତା ପରେଶ ରାୱଲ ନିଜ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ରେଢ଼ାଖୋଲ: ଗୁଜରାଟର ଏକ କାରଖାନାରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ଶ୍ରମିକ ଜଣକ ହେଲେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମର ଜିତେନ ପ୍ରଧାନ (୨୦)। ସୂଚନା ଅନୁସାରେ ଜିତେନ ପ୍ରାୟ ଏକ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଯୋଗୁଁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ୍‌ ବାତିଲ

ଗୁଆହାଟି: ଆସାମର ଗୁଆହାଟି ଠାରେ ଆଜି ସନ୍ଧ୍ୟା ପରଠାରୁ ଏଯାବତ ଝିପିଝିପି ବର୍ଷା ଲାଗି ରହିବାରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ପ୍ରଥମ ଟି-୨୦ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ବାରସପରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ୨୦୨୦ର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ଖୁଲାସା: କୁଶାଲ ନିଜ ପରିବାର ଓ ଆମ ସଂପର୍କକୁ ନେଇ କେବେ ବି ଗମ୍ଭୀର ନଥିଲେ…

ମୁମ୍ବାଇ: ଡିସେମ୍ବର ୨୭, ୨୦୧୯ରେ ବଲିଉଡ୍-ଧାରାବାହିକ ଅଭିନେତା କୁଶାଲ ପଞ୍ଜାବୀଙ୍କ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ପ୍ରଶଂସକଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ଏହି ଖବର ଶକ୍ତ ଧକ୍କା ଦେଇଥିଲା। ତେବେ ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ କୁଶାଲ…
ଅଧିକ ଖବର ଦେଖନ୍ତୁ...

୧୩କୋଟି ଟଙ୍କାରେ ବିକ୍ରି ହେଲା ଏହି ମାଛ: ଜାଣନ୍ତୁ ଏହାର ବିଶେଷତ୍ୱ

ଟୋକିଓ: ‘ଟୁନା କିଙ୍ଗ’ ନାମରେ ପ୍ରସିଦ୍ଧ ଜାପାନ ବ୍ୟବସାୟୀ କିୟୋସି କିମୁରା ନୂଆବର୍ଷ ଅବସରରେ ଏକ ନିଲାମରେ ଟୁନା ମାଛକୁ ୧୮ଲକ୍ଷ ଡଲାର ଅର୍ଥାତ ୧୩କୋଟି ଟଙ୍କାରେ କ୍ରୟ କରିଛନ୍ତି। କିୟୋସି ଟୋକିଓରେ ଥିବା ଏକ ମାଛ ବଜାରରେ ରବିବାର ୨୭୬କିଲୋଗ୍ରାମ ଓଜନର ଟୁନା ମାଛକୁ ସବୁଠାରୁ ଅଧିକ ବୋଲି…
ଅଧିକ ଖବର ଦେଖନ୍ତୁ...