Daily Archives

January 7, 2020

୧୬୦ କର୍ମଚାରୀଙ୍କୁ ଛଟେଇ ପରେ ମୁଥୁଟ ଫାଇନାନ୍ସର ନିର୍ଦ୍ଦେଶକଙ୍କୁ ମରଣାନ୍ତକ ଆକ୍ରମଣ

କୋଚି: ମୁଥୁଟ ଫାଇନାନ୍ସ କମ୍ପାନୀର ନିର୍ଦ୍ଦେଶକ ଜର୍ଜ ଆଲେକଜାଣ୍ଡାର ମୁଥୁଟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି | କିଛି ଅଜ୍ଞାତ ଦୁର୍ବୃତ୍ତ ଜର୍ଜଙ୍କ ଗାଡି ଉପରକୁ ପଥରମାଡ କରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା | ଜର୍ଜଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଲଗାନ୍ତୁ ନଡ଼ିଆ ତେଲ, ତ୍ୱଚାରେ ଆସିପାରେ ଚମକ

ଶୀତ ଦିନେ ଶୁଷ୍କ ବାୟୁ ଯୋଗୁଁ ଆମ ତ୍ୱଚା ରୁକ୍ଷ ହୋଇଯାଏ । ଏଥିପାଇଁ ଏହି ଶୀତ ସମୟରେ ଶରୀର ସହ ଆମର ଚେହେରାର ମଧ୍ୟ କିଛି ଖାସ୍ ଯତ୍ନ ନେବା ଜରୁରୀ । ଶୀତ ଋତୁରେ ଲୋକମାନେ ଥଣ୍ଡାରୁ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ବ୍ୟବହାର କରନ୍ତି, ମାତ୍ର ନିଜ ଚେହେରାକୁ ସେତେ ଦୃଷ୍ଟି ଦିଅନ୍ତି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ପଙ୍ଗା’ ରିଲିଜ ପରେ ବିବାହ କରିପାରନ୍ତି କ୍ୱିନ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ର ପ୍ରମୋସନକୁ ନେଇ ବ୍ୟସ୍ତ । ଜଣେ କବାଡି ଖେଳାଳିଙ୍କ ସଂଘର୍ଷମୟ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିବାବେଳେ ସାଧାରଣତନ୍ତ୍ର ଦିବସ ଅବସରରେ ଏହା ରିଲିଜ ହେବାକୁ ଯାଉଛି | ତେବେ କଙ୍ଗନାଙ୍କ ବିବାହକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଇନ୍ଦୋର ଟି-୨୦: ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇଲା ଭାରତ, ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ

ଇନ୍ଦୋର: ଭାରତୀୟ ବୋଲର ଓ ବ୍ୟାଟ୍‌ସମାନେ ଶ୍ରୀଲଙ୍କା ବିପକ୍ଷରେ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି। ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ବିଜୟୀ ହେବା ସହିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିିଛି। ବିରାଟ ବାହିନୀ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ପୁଣି ସୁନ୍ଦରୀ ସାଜିଲା ପୁରୀ ମେରାଇନ୍ ଡ୍ରାଇଭ

ପୁରୀ: ମେ ୩ ତାରିଖରେ ଓଡ଼ିଶାରେ ମାଡ ହୋଇଥିଲା ବାତ୍ୟା ଫନି । ପ୍ରଳୟଙ୍କାରୀ ବାତ୍ୟା ଫନିର କରାଳ ରୂପ ପୁରୀର ମେରାଇନ ଡ୍ରାଇଭକୁ ଉଜାଡି ଦେଇଥିଲା । କେଇ ମୁହୂର୍ତ୍ତ ମଧ୍ୟରେ ପୂରା ଖିନଭିନ୍ ହୋଇଯାଇଥିଲା ବାଲୁଖଣ୍ଡ ବନାଂଚଳ । ଫନିର କରାଳ ରୂପ ଏତେ ଭୟଙ୍କର ଥିଲା ଯେ ଯୁଆଡେ ଦେଖିଲେ ଖାଲି…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକକୁ ଟକ୍କର ଦେବ ବାଉଁଶ, ଘରକରଣା ସାମଗ୍ରୀ ପ୍ରସ୍ତୁତି ପାଇଁ ଚାଲିଛି ପ୍ରୟାସ

ଜୟପୁର: ପ୍ଳାଷ୍ଟିକକୁ ଟକ୍କର ଦେବ ବାଉଁଶ । ପ୍ଳାଷ୍ଟିକ ନିର୍ମିତ ଉପକରଣର ବହୁଳ ବ୍ୟବହାର ଫଳରେ ବାଉଁଶରେ ନିର୍ମିତ ଉପକରଣ ଚାହିଦା କମିବା ସାଙ୍ଗକୁ କାରିଗରମାନେ ନିଜର ଜୀବିକା ହରାଇ ବସିଥିଲେ । କିନ୍ତୁ ସରକାର ପ୍ଳାଷ୍ଟିକ ସାମଗ୍ରୀ ଉପରେ କଟକଣା ଲଗାଇବା ପରେ ପୁଣି ବାଉଁଶର ଚାହିଦା ବଢୁଛି ।…
ଅଧିକ ଖବର ଦେଖନ୍ତୁ...

କହ୍ନେୟା କୁମାର ଓ ପ୍ରଶାନ୍ତ କିଶୋର ଆଗାମୀ ଦଶକରେ ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବେ: ଫୋର୍ବସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ  ପତ୍ରିକା ଫୋର୍ବସ କହ୍ନେୟା କୁମାର ଓ ପ୍ରଶାନ୍ତ କିଶୋରଙ୍କୁ ବିଶ୍ୱର ଟପ-୨୦ ନିର୍ଣ୍ଣାୟକ ଲୋକଙ୍କ ତାଲିକାରେ ସ୍ଥାନ ଦେଇଛି | କହ୍ନେୟାଙ୍କୁ ୧୨ତମ ସ୍ଥାନ ମିଳିଥିବା ବେଳେ ପ୍ରଶାନ୍ତ କିଶୋରଙ୍କୁ ୧୬ତମ ସ୍ଥାନ ମିଳିଛି | ଫୋର୍ବସ ଜେଏନୟୁ ଛାତ୍ର ସଂଘର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଏମିତି ଏକ ଦେଶ ଯେଉଁଠି ବର୍ଷକ ୧୩ ମାସ, ଏବେ ଚାଲିଛି ୨୦୧୩ ମସିହା

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ୨୦୨୦ | ନୂଆବର୍ଷ ପାଳନ ପାଇଁ ଏବେ ବି ଲୋକଙ୍କ ମନରୁ ଉତ୍ସାହ କମିନାହିଁ | ଭାରତ ସହ ସାରା ବିଶ୍ୱରେ ୨୦୨୦ ନୂଆବର୍ଷ ପାଳନ କରାଯାଇଛି | କିନ୍ତୁ ଏବେ ବି ଏମିତି ଏକ ଦେଶ ଅଛି ଯାହାର ସମୟ ଆମଠାରୁ ୭ ବର୍ଷ ୩ ମାସ ପଛରେ ଚାଲିଛି | ଏବେ ଏହି ଦେଶରେ ୨୦୧୩ ମସିହା…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ…

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ କିଛି ଜିଲ୍ଲାର ସ୍କୁଲଗୁଡ଼ିକ ଛୁଟି ରହିବ। ସ୍କୁଲ ଛୁଟି ନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଜି ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ କନ୍ଧମାଳ, ଗଞ୍ଜାମ, ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, ଜଗତସିଂହପୁର ଓ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ କଥା ହେଲେ ୫-ଟି ସଚିବ

ଝାରସୁଗୁଡା: ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ ଆଜି ଝାରସୁଗୁଡ଼ା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିଦର୍ଶନ କରିଛନ୍ତି। ୫ଟି ସଚିବ ଡାକ୍ତରଖାନାର ଅସ୍ତ୍ରୋପଚାର, ଶିଶୁରୋଗ ଓ ଡାଇଲିସିସ୍‌ ୱାର୍ଡ଼ ପରିଦର୍ଶନ କରି ରୋଗୀ ଓ ତାଙ୍କ ସଂପର୍କୀୟମାନଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...