Daily Archives

January 7, 2020

ବିପାଶାଙ୍କ ଜନ୍ମଦିନରେ ଭାବପ୍ରବଣ ପୋଷ୍ଟ୍‌ ଲେଖି ଶୁଭେଚ୍ଛା ଜଣାଇଲେ ସ୍ବାମୀ କରଣ

ମୁମ୍ବାଇ: ଆଜି (ଜାନୁଆରି ୭) ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁଙ୍କ ଜନ୍ମଦିନ। ଏକଥା ସମସ୍ତେ ଜାଣନ୍ତି କି ବିପାଶାଙ୍କୁ ନିଜର ପ୍ରେମ ଦେଖାଇବା ପାଇଁ ଗୋଟାଏ ବି ସୁଯୋଗ ହାତ ଛଡ଼ା କରନ୍ତିନି ସ୍ବାମୀ କରଣ ସିଂହ ଗ୍ରୋଭର୍‌। ବଲିଉଡ୍‌ର ଏହି ଲୋକପ୍ରିୟ ଦମ୍ପତି ଏବେ ଛୁଟି ମନାଇବାକୁ…
ଅଧିକ ଖବର ଦେଖନ୍ତୁ...

ଇନ୍ଦୋର ଟି-୨୦: ଭାରତକୁ ୧୪୩ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା, ଶାର୍ଦ୍ଦୁଲ ଠାକୁର ନେଲେ ୩ ଓ୍ଵିକେଟ୍‌, ଟିମ୍‌…

ଇନ୍ଦୋର: ଭାରତୀୟ ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ଆଜି ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଫଳରେ ଶ୍ରୀଲଙ୍କା ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦  ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୯ଟି ଓ୍ଵିକେଟ୍‌ରେ ୧୪୨ ରନ୍‌ରୁ ଆଗକୁ ବଢ଼ିପାରି ନାହିଁ। ଭାରତକୁ ଏହି ମ୍ୟାଚ୍‌…
ଅଧିକ ଖବର ଦେଖନ୍ତୁ...

ହରଡ଼ଘଣାରେ କଶ୍ମୀରର ସ୍ୱାଧୀନତା ସଂପର୍କିତ ପ୍ଲାକାର୍ଡ ଧରିଥିବା ଯୁବତୀ, ପୁଲିସରେ ମାମଲା ରୁଜ୍ଜୁ

ମୁମ୍ବାଇ : ଜେଏନୟୁ ହିଂସାକାଣ୍ଡ ପ୍ରତିବାଦରେ ସୋମବାର ସଂଧ୍ୟାରେ ମୁମ୍ବଇର ଗେଟେଓ୍ଵ ଅଫ ଇଣ୍ଡିଆଠାରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ‘ଫ୍ରି କଶ୍ମୀର (କାଶ୍ମୀରକୁ ମୁକ୍ତକର) ଲେଖାଥିବା ପ୍ଲାକାର୍ଡ ଧରି ସମସ୍ୟାରେ ପଡ଼ିଯାଇଛନ୍ତି ମେହେକ ମିର୍ଜା ପ୍ରଭୁ ନାମକ ଯୁବତୀ । ତାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ। ବିବାହିତଙ୍କ ଲାଗି ଦିନଟି ଭଲ। ବୃଷ: ଅଫିସ ଆଲୋଚନାରେ ନିଜ କଥାକୁ ଠିକ୍‌ ଭାବେ ଉପସ୍ଥାପନ କରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା। ରାଜନୀତିରେ ଆଶା ପୂରା ହେବ। ମିଥୁନ: ବ୍ୟବସାୟ ଓ…
ଅଧିକ ଖବର ଦେଖନ୍ତୁ...

ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ

ଭୁବନେଶ୍ୱର: ଆସନ୍ତାକାଲି  ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୂଚାଇଛନ୍ତି କି ଭାରତ ବନ୍ଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ପବନ ଜହ୍ଲାଦ ପ୍ରସ୍ତୁତ; କହିଲା କେମିତି ଝୁଲାଇବ…

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ଆଜି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇ ତାରିଖ ଓ ସମୟ ଧାର୍ଯ୍ୟ କରିଦେବା ପରେ ଏହି ୪ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ମନୋନୀତ ହୋଇଥିବା ମିରଟ ଜେଲର ଜହ୍ଲାଦ ପବନ କହିଛି, ‘ଏମାନଙ୍କୁ ଫାଶୀଖୁଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ସବରିମାଲା ରାୟର ପୁନର୍ବିଚାର ପାଇଁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ୯ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସବରିମାଲା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାଙ୍କ ପ୍ରବେଶ ସଂପର୍କିତ ରାୟର ପୁନର୍ବିଚାର ଆସନ୍ତା ୧୩ ତାରିଖରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ । ଏଥିପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ୯ ଜଣିଆ ଖଣ୍ଡପୀଠ ଗଠନ…
ଅଧିକ ଖବର ଦେଖନ୍ତୁ...

୨୦୧୨-୧୯ ମଧ୍ୟରେ ବିଜୟ କେତନଙ୍କ ଖାତାରେ ଜମା ହୋଇଥିଲା ୭୦ ଲକ୍ଷ ଟଙ୍କା: ଭିଜିଲାନ୍ସ

ଭୁବନେଶ୍ୱର: ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍‌ ଯାଇଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିଛି ଭିଜିଲାନ୍ସ। ଭିଜିଲାନ୍ସକୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବିଜୟ…
ଅଧିକ ଖବର ଦେଖନ୍ତୁ...

ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍‌ ଲିକ ଘଟଣା: ୨ ମୃତକ ପରିବାରକୁ ମିଳିଲା କ୍ଷତିପୂରଣ

ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କମ୍ପାନି ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଆଜି କମ୍ପାନି ପକ୍ଷରୁ ଫ୍ରାନସିସ୍‌ କେର୍କେଟାଙ୍କ ପରିବାର ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ମୃତ୍ୟୁ ପରଓ୍ଵାନାରେ କ’ଣ ଲେଖିଥାନ୍ତି ବିଚାରପତି ? କାହିଁକି ଏହାକୁ କୁହାଯାଏ ‘ବ୍ଲାକ୍‌ ଓ୍ଵାରେଣ୍ଟ’?

ନୂଆଦିଲ୍ଲୀ: କୌଣସି ପ୍ରକାରର ଜଘନ୍ୟ ଅପରାଧ ବା ବିରଳରୁ ବିରଳତମ ଅପରାଧରେ ସଂପୃକ୍ତ ଥିବା ଅପରାଧୀକୁ ଦୀର୍ଘ ବିଚାର ପ୍ରକ୍ରିୟା ପରେ ବିଚାରପତି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥା’ନ୍ତି। କୌଣସି ଅପରାଧୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପରେ ତାକୁ ରାଜକ୍ଷମା ଆବେଦନର ସୁଯୋଗ ମିଳିଥାଏ। ତେବେ…
ଅଧିକ ଖବର ଦେଖନ୍ତୁ...