Daily Archives

January 8, 2020

‘ଦବଙ୍ଗ-୩’ରେ ଖଳନାୟକ ଭୂମିକା ନିଭାଇଥିବା କିଚ୍ଚା ସୁଦୀପଙ୍କୁ ବିଏମଡବ୍ଲ୍ୟୁ କାର୍ ଉପହାରରେ ଦେଲେ…

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ‌ା ସଲମାନ ଖାନ୍। ରିୟାଲିଟି ସୋ’ ବିଗ୍ ବସ୍ ଓ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ 'ଦବଙ୍ଗ-୩' ପାଇଁ ସଲମାନ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେ କରିଥିବା କାମକୁ ନେଇ ଲୋକେ ତାଙ୍କର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। ଦବଙ୍ଗ-୩ରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନ: ଫଳାଫଳର ଶକ୍ତ ଝଟକାରେ ଦୋହଲି ଗଲା ବିଜେପି; ନାଗପୁରରେ ଆରଏସ୍‌ଏସ୍‌ ହେଲା…

ମୁମ୍ବାଇ/ ନାଗପୁର: ବିଧାନସଭା ନିର୍ବାଚନର ମାସକ ପରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ମହାରାଷ୍ଟ୍ର ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପୁଣି ଲାଗିଛି ଏକ ଶକ୍ତ ଝଟକା। ତେବେ, ଏହି ଝଟକାକୁ କୌଣସି ପ୍ରକାରେ ସହ୍ୟ କରିନେବା ପାଇଁ ବିଜେପି ବଳ ଯୋଗାଡ଼ କରୁଥିବା ବେଳେ; ନିଜକୁ ବିଜେପିର…
ଅଧିକ ଖବର ଦେଖନ୍ତୁ...

ଆଇସିସି ଟେଷ୍ଟ ମାନ୍ୟତା : ପ୍ରଥମ ସ୍ଥାନ ବଜାୟ ରଖିଲେ ବିରାଟ କୋହଲି

ଦୁବାଇ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ୧ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ତେବେ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ଟେଷ୍ଟ ରାଙ୍କିଙ୍ଗ୍‌ ହ୍ରାସ ପାଇଛି । ବୁଧବାରଦିନ ଆଇସିସି ପକ୍ଷରୁ ପ୍ରକାଶିତ…
ଅଧିକ ଖବର ଦେଖନ୍ତୁ...

ମାଛ ମାରିବାକୁ ଯାଇଥିବା ବେଳେ ଫୁଟିଲା ଡିଟୋନେଟର, ମାଛ ଧରାଳିଙ୍କ ହାତ ପାପୁଲି ଛିଣ୍ଡିଲା

ଫୁଲବାଣୀ: ପଥର ଫଟାଇବା ପାଇଁ ବ୍ୟବହାର ହୁଏ ଡିଟୋନେଟର। ହେଲେ ଫୁଲବାଣୀରେ ମାଛ ମାରିବାକୁ ବ୍ୟବହାର ହେଉଛି ଡେଟୋନେଟର। ଏହାର ବ୍ୟବହାର ଯେ ଭୟଙ୍କର ହୁଏ ତାହା ଆଜି ଫୁଲବାଣୀରେ ଜଣେ ମାଛ ଧରାଳିଙ୍କ କ୍ଷେତ୍ରରେ ଘଟିଛି। ଆଉ ଦୁର୍ଘଟଣାର ଶିକାର ହୋଇଛନ୍ତି ଜଗନ୍ନାଥ ବେହେରା। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିଶ୍ରମ ଅନୁସାରେ ଫଳ ମିଳି ନ ପାରେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ବୃଷ: ଭାବିଥିବା କାମ ପୂରା ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା। ଜୀବନସାଥୀଙ୍କ ସହିତ ସମ୍ବନ୍ଧ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷର ପ୍ରଥମ ବିରଳ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ରେ; ବର୍ଷ ଶେଷ ସୁଦ୍ଧା ସଂଘଟିତ ହେବ ଆଉ ୩ଟି…

ନୂଆଦିଲ୍ଲୀ: ଚଳିତ ୨୦୨୦ର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ଜାନୁଆରି ୧୦ ତାରିଖ, ଶୁକ୍ରବାର ଦିନ ସଂଘଟିତ ହେବାକୁ ଯାଉଛି। ସାଧାରଣ ଭାବେ ତିନି ପ୍ରକାରର ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମିଳିଥାଏ। ସେଗୁଡ଼ିକ ହେଲା ସଂପୂର୍ଣ୍ଣ, ଆଂଶିକ ଓ ଖଣ୍ଡଛାୟାଯୁକ୍ତ ଚନ୍ଦ୍ର ଗ୍ରହଣ। ତେବେ, ଶୁକ୍ରବାର ରାତିରେ…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ ହିଂସାକାଣ୍ଡ : ଦିଲ୍ଲୀ ପୁଲିସ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଖୁବଶୀଘ୍ର ଚିହ୍ନଟ ହେବେ ମୁଖାପିନ୍ଧା…

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଗତ ରବିବାର ରାତିରେ ହୋଇଥିବା ହିଂସାକାଣ୍ଡର ତଦନ୍ତ କରୁଥିବା ଦିଲ୍ଲୀ ପୁଲିସ ହାତରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲାଗିଛି । ଏହି ପ୍ରମାଣ ମାଧ୍ୟମରେ ମୁଖାପିନ୍ଧା ଦୁର୍ବୃତ୍ତ ମାନଙ୍କୁ ଚିହ୍ନଟ କରିହେବ ବୋଲି…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼, ୨ ନାଗରିକ ଗୁରୁତର

ଶ୍ରୀନଗର: ବୁଧବାର ଶ୍ରୀନଗରର ହବାକ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ଆକ୍ରମଣ କରିଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତାରେ ସିଆରପିଏଫ୍‌ର ଏକ ଦଳ ଯାଉଥିବା ବେଳେ ହଠାତ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଲକ୍ଷ୍ୟ କରି ଗ୍ରେନେଡ ମାଡ଼ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

୨୨ରୁ କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଫସଲ ବୀମା

ସମ୍ବଲପୁର: ବର୍ଷେ ପରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ୨୦୧୮ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଫସଲ ବୀମାକୁ ନେଇ ସୃଷ୍ଟି ଅନିଶ୍ଚିତତା ଦୂର ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଓକିଲଙ୍କ ହତ୍ୟାକୁ କେନ୍ଦ୍ରକରି ଅଭାବନୀୟ ଘଟଣା; ମୃତ ଓକିଲଙ୍କ ଶବକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁମ୍‌ ଭିତରକୁ…

ଲକ୍ଷ୍ନୌ: ଜନୈକ ଓକିଲଙ୍କ ହତ୍ୟାକୁ କେନ୍ଦ୍ରକରି ଆଜି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଓକିଲଙ୍କ ହତ୍ୟା ଘଟଣାରେ ଉତ୍ୟକ୍ତ ହୋଇ ଅନ୍ୟ ଓକିଲମାନେ ସଂଘବଦ୍ଧ ଭାବେ ତାଙ୍କ ମୃତଦେହକୁ ସଙ୍ଗରେ ଧରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁମ୍‌ ମଧ୍ୟକୁ…
ଅଧିକ ଖବର ଦେଖନ୍ତୁ...