Daily Archives

January 9, 2020

ଘରକୁ ନୂଆ ଗାଡ଼ି ଆଣିବା ପରେ ଝିଅର ପାଦକୁ ‘କୁମ୍‌କୁମ୍‌’ରେ ବୁଡ଼ାଇ ଲକ୍ଷ୍ମୀପାଦ ଆଙ୍କିଲେ ବାପା; ପୂର୍ବତନ…

ମୁମ୍ବାଇ: ମହାରାଷ୍ଟ୍ରରୁ ଏକ ହୃଦୟସ୍ପଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜର ଝିଅର ପାଦ ଚିହ୍ନକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ପରିଗଣିତ କରି ନୂଆ କାର ସାମ୍ନାରେ ଅଙ୍କାଇ ଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟର ଫଟୋ ଓ ଭିଡିଓକୁ ଦେଖି ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରତିଷ୍ଠା ହେବ ୧୦୨୩ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟ, ଦୁଷ୍କର୍ମ ଓ ପୋକ୍ସୋ ଆଇନ ମାମଲାର ହୋଇ ପାରିବ ଦ୍ରୁତ…

ନୂଆଦିଲ୍ଲୀ: ୧୨ ବର୍ଷରୁ କମ ବୟସ୍କ ନାବାଳିକାଙ୍କ ସହିତ ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ତଥା ମହିଳାଙ୍କ ସହ ଏଭଳି ଜଘନ୍ୟ ଅପରାଧ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ମହିଳା ଓ ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଅପରାଧ ଉପରେ ଅଂକୁଶ ଲଗାଇବା ଲାଗି ଯୌନ ଅପରାଧ ସହ ଜଡ଼ିତ…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କ ‘ଛପାକ୍‌’ ସିନେମାରେ ହୋଇଥିବା ଭୁଲକୁ ଏପରି ସୁଧାରିଲେ ଅଦାଲତ

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍‌ଙ୍କ ବିବାଦୀୟ ହୋଇପଡ଼ିଥିବା ଚଳଚ୍ଚିତ୍ର ‘ଛପାକ୍‌’ର  ରିଲିଜ ଲାଗି ପଟିୟାଲା ହାଉସ୍‌ କୋର୍ଟ ସବୁଜ ସଙ୍କେତ ଦେବା ସହିତ ଏହାର  ନିର୍ମାତାଙ୍କୁ ଏସିଡ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଶ୍ରେୟ ଦେବା ପାଇଁ କହିଛନ୍ତି। ସିନେମା…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇଥିବା ନାବାଳିକାକୁ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

ହରଭଙ୍ଗା: ଗାଧୋଇବାକୁ ଯାଇଥିବା ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅଲେଖ ଦିଗାଲ ଓ ସନ୍ତୋଷ ପ୍ରଧାନ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଲିକପଡା ପଞ୍ଚାୟତରେ ଏହି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସୁରକ୍ଷା ପାଇଁ ଆସିଲା ‘ଲିପ୍‌ଷ୍ଟିକ୍‌ ଗନ’, ଜାଣନ୍ତୁ କିପରି ଏହା ବିପଦ ବେଳେ କାମରେ ଆସିବ

ବାରାଣସୀ: ସମାଜରେ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବାରାଣସୀର ଜଣେ ଯୁବକ ବି ଅଣ୍ଟା ଭିଡ଼ି ମହିଳାଙ୍କ ସୁରକ୍ଷା ପାଇଁ ଆଗେଇ ଆସି ଏକ ସ୍ୱତନ୍ତ୍ର ଜିନିଷ ତିଆରି କରିଛନ୍ତି। ଶ୍ୟାମ ଚୌରାସିଆ ନାମକ ଏହି ଯୁବକ ମହିଳାମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଡିଆଇଜିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ନାବାଳିକା ନିଖୋଜ; ସୁଇସାଇଡ୍ ନୋଟରେ ପରିବାର ପାଇଁ ଲେଖିଛନ୍ତି ଏଭଳି…

ମୁମ୍ବାଇ: ପୁଣେର ଜଣେ ଡିଆଇଜିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିବା ପରେ ପୀଡ଼ିତା ନାବାଳିକା ଗତ ସୋମବାର ରାତିରୁ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏ  ନେଇ ତାଙ୍କ ପରିବାରବର୍ଗ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ୍‌ ନୋଟକୁ ବି ଜବତ କରିଛି ।…
ଅଧିକ ଖବର ଦେଖନ୍ତୁ...

ଅଭ୍ୟାସ ସମୟରେ ପଡ଼ିଆକୁ ଡାକି ଭୋକିଲା ଶିଶୁକୁ ଖାଇବାକୁ ଦେଲେ ଏହି କ୍ରିକେଟର

ନୂଆଦିଲ୍ଲୀ: ଭାରତର ବାମହାତୀ ସ୍ପିନ୍‌ ବୋଲର ଇକ୍‌ବାଲ୍‌ ଅବଦୁଲ୍ଲା ରଣଜୀ ଟ୍ରଫିରେ ନିଜର ବୋଲିଂର କରିସ୍ମା ଦେଖାଇ ଚର୍ଚ୍ଚାରେ ରହିଛନ୍ତି। ଅବଦୁଲ୍ଲା କିଛିଦିନ ପୂର୍ବରୁ ଏମିତି କିଛି କରିଥିଲେ ଯାହାକୁ ନେଇ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା। ଇକ୍‌ବାଲ୍‌ ଅବଦୁଲ୍ଲା ରଣଜୀ…
ଅଧିକ ଖବର ଦେଖନ୍ତୁ...

ପବନ ଜହ୍ଲାଦଙ୍କୁ କାହିଁକି ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ମନୋନୀତ କରାଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀର ଅଦାଲତ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇ ଦେବା ପରେ ଏବେ ସମଗ୍ର ଦେଶକୁ ଅପେକ୍ଷା ରହିଛି ତ କେବଳ ଜାନୁଆରି ୨୨ ତାରିଖ ସକାଳ ୭ଟା ସମୟକୁ। ଏହି ଦିନ ଏକା ସାଙ୍ଗରେ ୪ଜଣ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ୧୦ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀ ବି କରି ପାରିବେ ଆବେଦନ

ନୂଆଦିଲ୍ଲୀ: ଷ୍ଟିଲ୍ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ (ସେଲ୍‌)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଲର ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ଓ ମିଶ୍ର ଧାତୁ ଷ୍ଟିଲ ପ୍ଲାଣ୍ଟରେ ଖାଲି ଥିବା ପଦବୀ ପୂରଣ ଲାଗି ନିଯୁକ୍ତି ବିଜ୍ଞାପନ ବାହାରିଛି। ସେଲ ଏଗଜିକ୍ୟୁଟିଭ୍‌ ଓ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଚନ୍ଦ୍ରଗ୍ରହଣ: ଖାଲି ଆଖିରେ ଦେଖିହେବ ମହାଜାଗତିକ ଦୃଶ୍ୟ

ଭୁବନେଶ୍ବର: ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ ।…
ଅଧିକ ଖବର ଦେଖନ୍ତୁ...