Daily Archives

January 9, 2020

ଦେଶରେ ଏବେ ସାଲୁବାଲୁ ଆଇଏସ ଆତଙ୍କବାଦୀ: ଦିଲ୍ଲୀରୁ ୩ ଗିରଫ ହେବାର ୨ଘଣ୍ଟା ପରେ ଗୁଜୁରାଟରୁ ଏଟିଏସ୍‌ ଗିରଫ କଲା ଆଉ…

ଭଦୋଦରା: ରାଜଧାନୀ ଦିଲ୍ଲୀରୁ ସ୍ୱତନ୍ତ୍ର ସେଲ୍‌ ପୁଲିସ୍‌ ଆଜି ଅପରାହ୍ଣରେ ୩ ଜଣ କୁଖ୍ୟାତ ଆଇଏସ୍‌ (ଇସ୍‌ଲାମିକ୍‌ ଷ୍ଟେଟ) ଆତଙ୍କବାଦୀଙ୍କୁ ଗିରଫ ଘଟଣା ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ; ଆଜି ସନ୍ଧ୍ୟାରେ ଗୁଜୁରାଟର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ଆଉ ଜଣେ କୁଖ୍ୟାତ ଆଇଏସ୍‌…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଭାରତରେ ବରଫ ବର୍ଷା ଜାରି, ଘରୁ ବାହାରି ପାରୁନାହାଁନ୍ତି ଲୋକ

ସିମଲା: ଖସୁଛି ପାରଦ, ବଢୁଛି ଶୀତ । ଉତ୍ତର ଭାରତରେ ସବୁଠୁ ଅଧିକ ଶୀତ ଅନୁଭୁତ ହେଉଛି । ଫଳରେ ହିମାଚଳ ପ୍ରଦେଶ ସହ ଉତ୍ତରାଖଣ୍ଡ ଓ ଜାମ୍ମୁକାଶ୍ମୀରରେ ଜାରି ରହିଛି ବରଫପାତ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି ବରଫ ବର୍ଷା । ଧଳା ରଙ୍ଗର ମୋଟା ଚାଦର ତଳେ ଢ଼ାଙ୍କି ହୋଇ ରହିଛି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କ କୃପା ଲାଭ କରିବେ। ଘର ଓ ବ୍ୟବସାୟ ସଂପର୍କିତ ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ। ବୃଷ: ଦିନଟି ଶୁଭଙ୍କର। ବେପାରରେ ଲାଭ। ବଡ଼ମାନଙ୍କଠାରୁ ଶିକ୍ଷା ଲାଭ କରିବେ। ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଜେଏନ୍‌ୟୁରେ ପୁଣି ଉତ୍ତେଜନା: ଦାବିପତ୍ର ପ୍ରଦାନ ପାଇଁ ରାଇସିନା ହିଲ୍‌କୁ ଯିବା ବାଟରେ ଛାତ୍ରଛାତ୍ରୀଙ୍କୁ ଅଟକାଇଲା…

ନୂଆଦିଲ୍ଲୀ: ଆଜି (ଗୁରୁବାର) ସନ୍ଧ୍ୟାରେ ପୁଣିଥରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର କ୍ୟାମ୍ପସରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। #WATCH Delhi Police remove women protesters while they were marching towards Rashtrapati Bhavan. Students…
ଅଧିକ ଖବର ଦେଖନ୍ତୁ...

ଝିଅଟିଏ ପାଇଁ ୪୨ ବର୍ଷ ଧରି ବନ୍ଦ ହୋଇଗଲା ଏହି ରେଳ ଷ୍ଟେସନ !

କୋଲକାତା: ଝିଅଟିଏ ପାଇଁ ବନ୍ଦ ହୋଇଗଲା ରେଳ ଷ୍ଟେସନ | କେବେ ଏଭଳି କଥା ଶୁଣିଛନ୍ତି କି, ଯଦି ନା ତେବେ ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯେଉଁଥିରେ ବର୍ଷେ କି ଦି’ବର୍ଷ ନୁହେଁ ଏହି ରେଳ ଷ୍ଟେସନ ୪୨ ବର୍ଷ ଧରି ବନ୍ଦ ହୋଇ ରହିଥିଲା | ଏହି ରେଳ ଷ୍ଟେସନ ପଶ୍ଚିମବଙ୍ଗର ପୁରୁଲିଆର…
ଅଧିକ ଖବର ଦେଖନ୍ତୁ...

ପଦନ୍ନୋତିରୁ ବଞ୍ଚିତ ହେବେ ନାହିଁ ଯୋଗ୍ୟ କର୍ମଚାରୀ, ଗଠନ ହେଲା ପଦୋନ୍ନତି ଅଦାଲତ

ଭୁବନେଶ୍ୱର: ଏଣିକି ପଦୋନ୍ନତି ପାଇଁ ଆଉ ସରକାରୀ କର୍ମଚାରୀଙ୍କୁ ବାର ଦୁଆର ହେବାକୁ ପଡିବ ନାହିଁ। ଦକ୍ଷ ଅଫିସରଙ୍କୁ ଠିକ୍‌ ସମୟରେ ପଦୋନ୍ନତି ମିଳିବ। ଏହାପୂର୍ବରୁ ଚଳିତ ନୂଆବର୍ଷରେ ଗୋଟିଏ ସପ୍ତାହରେ ୩୧୬୬ ଜଣ ସରକାରୀ ଅଫିସରଙ୍କୁ ପଦୋନ୍ନତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମୁଛି : ସୁନା ଦର ୯୭୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସାମାନ୍ୟ ହ୍ରାସ ପାଇଥିବାରୁ ତାହାର ପ୍ରଭାବ ଉଭୟ ସୁନାଦର ଓ ତେଲଦର ଉପରେ ପଡ଼ିଛି । ଏହା ସହିତ ଡଲାର ତୁଳନାରେ ଭାରତୀୟ ଟଙ୍କା ସୁଦୃଢ ହୋଇଛି । ମୁମ୍ବଇରେ ଆଜି ସୁନା ୧୦ ଗ୍ରାମ ପିଛା ୯୭୦ ଟଙ୍କା ହ୍ରାସ ପାଇ ୪୦ ହଜାର…
ଅଧିକ ଖବର ଦେଖନ୍ତୁ...

ବାଣ ଭିଡ଼ା ବେଳେ ବିସ୍ଫୋରଣ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର, ଦୋହଲିଲା ଶାଳପଡା ଅଞ୍ଚଳ

ଯାଜପୁର: ବେଆଇନ ଭାବେ ବାଣ ଭିଡ଼ାଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ବାଣ ଭିଡୁଥିବା ବାଣୁଆଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସହଯୋଗୀ ଗୁରତର ଆହତ ହୋଇଛନ୍ତି। ମୃତକଙ୍କ ନାମ ଖଗେଶ୍ୱର ମଲିକ (୪୫) ବୋଲି ଜଣାପଡ଼ିଛି। ଆଜି ଅପରାହ୍ନରେ ବଡ଼ଚଣା ବ୍ଲକ ତଥା ବୈରୀ ଥାନା…
ଅଧିକ ଖବର ଦେଖନ୍ତୁ...