Daily Archives

January 10, 2020

ହୋସ୍‌ଲା-୨୦୧୯ର କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହମାନଙ୍କରେ ରହୁଥିବା ପିଲାମାନଙ୍କ ଜାତୀୟ ପ୍ରତିଯୋଗିତା ହୋସ୍‌ଲା-୨୦୧୯ରେ ଓଡ଼ିଶା ପ୍ରତିଯୋଗୀମାନେ ସର୍ବମୋଟ ୩୦ଟି ପଦକ ଜିତି ଜାତୀୟ ଚାମ୍ପିଅନ ହୋଇଛନ୍ତି। ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଏବଂ କାଂସ୍ୟ ପଦକ…
ଅଧିକ ଖବର ଦେଖନ୍ତୁ...

ଚାଟିଂ, ଡେଟିଂ ଓ ବ୍ଲାକ୍‌ମେଲିଂ; ଶାରୀରିକ ସଂପର୍କ ରଖି ଯୁବକଙ୍କୁ ଠକିଲେ ରାଜଧାନୀ ଯୁବତୀ

ପ୍ରଥମେ ଚାଟିଂ ତାପରେ ଡେଟିଂ, ଆଉ ଶାରିରୀକ ସମ୍ପର୍କ ରଖିବା ପରେ ବ୍ଲାକମେଲିଂ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଜଣେ ଯୁବତୀ ଟିଣ୍ଡର ଆପରେ ଯୁବକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଆଗକୁ ବଢିଛି କାହାଣୀ । କାହାଣୀର ମୋଡ଼ ସେତେବେଳେ ବଦଳିଛି ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ଶରୀରରୁ ଜଳୀୟଅଂଶ କମିବାର ସଙ୍କେତ ଦେଇଥାଏ ୪ଟି ଲକ୍ଷଣ

ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ। ମଣିଷ ଶରୀର ପ୍ରାୟ ୭୦ପ୍ରତିଶତ ପାଣିରେ ତିଆରି ହୋଇଥିବା ବେଳେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ। କିନ୍ତୁ ଯଦି ଆପଣଙ୍କ ଶରୀରରେ ପାଣିର ଭାଗ କମିବାକୁ ଲାଗେ ତେବେ ଅନେକ…
ଅଧିକ ଖବର ଦେଖନ୍ତୁ...

ବିଗ୍ ବସ୍ ପ୍ରତିଯୋଗୀ ଅରହାନଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ଆଣିଥିବା ଅମୃତାଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ଶୁକ୍ରବାର ମୁମ୍ବାଇର ଗୋରେଗାଓଁରେ ଚାଲୁଥିବା ଏକ ସେକ୍ସ ରାକେଟକୁ ଠାବ କରିଛି ମୁମ୍ବାଇ ପୁଲିସ। ଗୋରେଗାଓଁରେ ଥିବା ପଞ୍ଚତାରକା ହେ‌ାଟେଲରେ ଦେହ ବ୍ୟବସାୟ ଭଳି ଅପରାଧ କରାଯାଉଥିଲା। ଏ ନେଇ ସୂଚନା ମିଳିବା ପରେ ହୋଟେଲରେ ପହଞ୍ଚି ୨ଜଣ ମହିଳାଙ୍କୁ ଗିରଫ କରିଥିଲା ପୁଲିସ।…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଧନୁଯାତ୍ରା: ଭଣଜା ହାତରେ ମଲା ମାମୁଁ, ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ କରିବେ ମହାରାଜ କଂସ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଗତ ଡିସେମ୍ବର ୩୧ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୧ ଦିନ ପରେ ଆଜି ଶେଷ ହୋଇଛି। ଯାତ୍ରାର ଅନ୍ତିମ ଦିନରେ ମଥୁରା ନଗରୀର ପ୍ରବଳ ପ୍ରତାପି ମହାରାଜ କଂସ ନିଜ ଭଣଜା କୃଷ୍ଣଙ୍କ ହାତରେ ମରିଛନ୍ତି। ପୌରାଣିକ…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ଇଦ୍‌ରେ ‘ରାଧେ’; ୨୦୨୧ ଇଦ୍‌ ପାଇଁ ଏହି ଚଳଚ୍ଚିତ୍ରର ଘୋଷଣା କଲେ ସଲୁ ମିଆଁ

ମୁମ୍ବାଇ: ବଲିଉଡ୍‌ର ବ୍ୟସ୍ତ ଅଭିନେତାଙ୍କ ମଧ୍ୟରୁ ସଲମାନ ଖାନ୍‌ ଅନ୍ୟତମ। ସଲମାନଙ୍କ ଗୋଟାଏ ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ଆଉ ଏକ ଚଳଚ୍ଚିତ୍ରର ଘୋଷଣା କରିବା ନେଇ ସେ ବେଶ୍‌ ପରିଚିତ। ଆପଣ ଜାଣିଥିବେ ସଲମାନ ତାଙ୍କର ‘ଦବଙ୍ଗ-୩’ ଚଳଚ୍ଚିତ୍ର ରିିଲିଜ୍‌ ପୂର୍ବରୁ ତାଙ୍କ ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ଟି-୨୦: ପୁଣେରେ ଶ୍ରୀଲଙ୍କାକୁ ହରାଇଲା ଭାରତ, ୨-୦ରେ ଶୃଙ୍ଖଳା ଜିତି ବର୍ଷ ଆରମ୍ଭ କଲା ବିରାଟ ବାହିନୀ

ପୁଣେ: ଭାରତୀୟ ବୋଲର ଓ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦମଦାର ପ୍ରଦର୍ଶନ ବଳରେ ଶ୍ରୀଲଙ୍କାକୁ ହରାଇ ଶୃଙ୍ଖଲା ଆଜି ଜିଣି ନେଇଛି ବିରାଟ ବାହିନୀ। ପୁଣେରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ନ ଷ୍ଟାଡ଼ିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌କୁ ୭୮ ରନ୍‌ରେ ଜିତିଛି…
ଅଧିକ ଖବର ଦେଖନ୍ତୁ...

ଚାକିରି ନ କରି ଘରେ ମଦ ପିଇ ବସି ରହିବାକୁ ବି‌ରୋଧ କରିବାରୁ ମା’କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା…

ମୁମ୍ବାଇ: ନିଜ ମା’କୁ ନିର୍ମମ ଭାବେ ହତ୍ୟା କରି ଏବେ ଗିରଫ ହୋଇଛି ମୁମ୍ବାଇରେ ରହୁଥିବା ସୋହେଲ ଶେଖ୍। ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ସୋହେଲ ଏଭଳି କରିଥିବା ବେଳେ ହତ୍ୟା ପରେ ନିଜ ମା’ର ଶରୀରକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ଥର ଥର କରି ପୁଲିସ ଶବର ଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଭୋକରେ ଆଉଟୁପାଉଟୁ ହେଉଥିବା ନିଜର ୩ ପିଲାଙ୍କୁ ଖାଇବାକୁ ଦେବା ପାଇଁ ୧୫୦ଟଙ୍କାରେ କେଶ ବିକି‌ଲେ ମହିଳା

ଚେନ୍ନାଇ: ତାମିଲନାଡୁର ସଲେମରେ ରହୁଥିବା ପ୍ରେମା ନାମ୍ନୀ ଜଣେ ମହିଳା ନିଜ ପିଲାମାନଙ୍କ ପେଟରେ ଦାନା ଦେବା ପାଇଁ କରିଥିବା କାମ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ମାଗି ନିରାଶ ହେବା ପରେ ଶେଷରେ ସେ ନିଜର କେଶ ବିକ୍ରି କରି ପିଲାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚଉଠି ରାତିରେ ପର୍ଣ୍ଣ ଭିଡିଓ ଦେଖାଇ ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ସ୍ବାମୀ, ପରେ ସ୍ତ୍ରୀ କଲା…

ବଡ଼ୋଦରା : ନିଜ ବିବାହ ଓ ନିଜ ସ୍ବାମୀକୁ ନେଇ ଅନେକ ବଡ଼ ବଡ଼ ସ୍ବପ୍ନ ଦେଖିଥାନ୍ତି ମହିଳା। କିନ୍ତୁ ବିବାହ ପରେ କିଛି ଲୋକଙ୍କ ସ୍ବପ୍ନ ପୂରା ହୁଏ ତ କିଛି ଲୋକଙ୍କ ସ୍ବପ୍ନ ଅଧୁରା ରହି ଯାଇଥାଏ।  ଗୁଜୁରାଟର ଭଦୋଦରାରେ ଏଭଳି ଏକ ଘଟଣା ଘଟିଛି। ବିବାହ ପରେ ଚଉଠି ରାତିରେ ସ୍ବାମୀର ଅସଲ ଋପ…
ଅଧିକ ଖବର ଦେଖନ୍ତୁ...