Daily Archives

January 10, 2020

ରାତି ପାହିଲେ ନବୋଦୟ ପରୀକ୍ଷା ଦେଇଥାନ୍ତା ନାବାଳିକା ଛାତ୍ରୀ, ଦଳି ଦେଲା ଦନ୍ତା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ ରେଞ୍ଜ ଅନ୍ତର୍ଗତ ହରିହରପୁର ଗ୍ରାମରେ ଆଜି ରାତି ପ୍ରାୟ ୮ ଟାରେ ଏକ ବଣୁଆ ଦନ୍ତା ହାତୀ ଜନୈକା ନାବାଳିକାଙ୍କୁ ମୁଣ୍ଡରେ ଦଳି ଦେବାରୁ ତା’ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ନାବାଳିକା ସ୍ୱର୍ଗତ ରଘୁନାଥ ମହାନ୍ତଙ୍କ ଝିଅ ସଶ୍ମିତା ମହାନ୍ତ…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିବାରୁ ଦୀପିକାଙ୍କୁ ପ୍ରଶଂସା କଲେ ପାକ୍ ମେଜରଜେନେରାଲ ! ଭାରତୀୟ ମେଜର କହିଲେ;…

ନୂଆଦିଲ୍ଲୀ: ଜେଏନୟୁ ଛାତ୍ରୀଛାତ୍ରୀମାନେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଧାରଣାରେ ବସିଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ପରେ ଧାରଣାରେ ସାମିଲ ହୋଇଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଏହା ପରେ ତାଙ୍କର ଏଭଳି କାମକୁ କିଛି ଲୋକ ବିରୋଧ କରିଥିବା ବେଳେ କିଛି ତାଙ୍କର ଏଭଳି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ବ୍ୟକ୍ତିଙ୍କୁ ସୁରତରେ ଫାଶୀ ଦଣ୍ଡ, ଦୁଷ୍କର୍ମ ପରେ ନାବାଳିକା ଝିଅକୁ ହତ୍ୟା କରିଥିଲା ବାପା

ଭୁବନେଶ୍ୱର: ନିଜର ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗୁଜୁରାଟର ସୁରତରେ ଫାଶୀ ଦଣ୍ଡ ମିଳିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସୁରତସ୍ଥିତ ପୋକ୍ସୋ କୋର୍ଟ ଟୁକୁନା ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଫାଶୀଦଣ୍ଡ ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ମନେପଡ଼ିଲା ପୁରୁଣା ଆଲବମ୍: ବାଟରେ ଚାଲୁ ଚାଲୁ ଗାଇ ଛେନାପୋଡ଼ ଖାଇବା କଥା ବଖାଣିଲେ ବାବୁଲ୍ ସୁପ୍ରିୟୋ

ବ୍ରହ୍ମପୁର: ମନେପଡ଼ିଲା ନିଜର ପ୍ରିୟ ଓଡ଼ିଆ ଗୀତ ବାଟରେ ଚାଲୁ ଚାଲୁ କେବେ କିଏ ଦେଖାହୁଏ, ଆଉ କର୍ମୀଙ୍କ ଅନୁରୋଧରେ ଆଜି ମଞ୍ଚରେ ଏହି ଲୋକପ୍ରିୟ ଓଡ଼ିଆ ଗୀତକୁ ଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ | ନାଗରିକତା ସଂଶୋଧନ ଅଧିନିୟମ ସପକ୍ଷରେ ଆଜି ବ୍ରହ୍ମପୁରଠାରେ…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ ହିଂସାକାଣ୍ଡ ଉପରେ ଇଣ୍ଡିଆ ଟୁଡେ’ର ଷ୍ଟିଙ୍ଗ ଅପରେସନ : ସଂପୃକ୍ତିକୁ ସ୍ୱୀକାର କଲେ ଉଭୟ ଏବିଭିପି ଓ…

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଗତ ୫ ତାରିଖରେ ହୋଇଥିବା ହିଂସାକାଣ୍ଡ ସଂପର୍କରେ ଆଜି ଦିଲ୍ଲୀ ପୁଲିସ ୯ ଜଣ ସଂଦିଗ୍ଧଙ୍କ ଫଟୋ ଜାରି କରିଛି । ସେମାନଙ୍କ ମଧ୍ୟରୁ ୭ ଜଣ ବାମପନ୍ଥୀ ଛାତ୍ର ଓ ୨ ଜଣ ଏବିଭିପି ଛାତ୍ର ବୋଲି ଜଣାପଡ଼ିଛି । ତେବେ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ପୁଣେ ଟି-୨୦: ଶ୍ରୀଲଙ୍କାକୁ ୨୦୨ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ରାହୁଲ-ଧାଓ୍ଵନଙ୍କ ଅର୍ଦ୍ଧଶତକ

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୨୦୧ ରନ୍‌ କରିଛି। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବା ଲାଗି ୨୦୨ ରନ୍‌ କରିବାକୁ ପଡ଼ିବ। ପୁଣେର  ମହାରାଷ୍ଟ୍ର କ୍ରିକେଟ୍‌…
ଅଧିକ ଖବର ଦେଖନ୍ତୁ...

ଦେଶରେ ଅଛନ୍ତି ବିଶ୍ୱାସଘାତକ, କାହା ସହ ଲଢ଼ିବା: ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି | ଭିଡିଓ ସେୟାର କରିବା ସହ ସମ୍ବିତ ଦାବି କରିଛନ୍ତି ଯେ ଏମାନଙ୍କୁ ଜିନ୍ନାଙ୍କ ସ୍ୱାଧୀନତା ଆବଶ୍ୟକ |  ସମ୍ବିତ ପାତ୍ର   ସେୟାର କରିଥିବା ଭିଡିଓରେ କିଛି ଲୋକ ସ୍ୱାଧୀନତା ଲାଗି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମ ସମାପ୍ତ ପାଇଁ ଉତ୍ସାହିତ ହେବେ। ସତର୍କତାର ସହ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଚାକିରି ପରିବର୍ତ୍ତନ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବୃଷ: ପରିବାର ସହଯୋଗରେ ସମସ୍ୟାର ସମାଧାନ ହେବ। କାମ ପାଇଁ ଅଫିସରେ ପ୍ରଶ˚ସା ମିଳିବ। ଅଧିକାରୀ ଖୁସି ରହି‌େବ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଙ୍କ ନିଯୁକ୍ତି ଲାଗି ନିଜକୁ ଗୃହମନ୍ତ୍ରୀ ଅମିତ ଶାହା କହି ରାଜଭବନକୁ କଲ୍‌ କଲେ ୱିଙ୍ଗ୍‌ କମାଣ୍ଡର୍‌, ଶେଷରେ…

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କ ସହ ଅମିତ ଶାହା ହୋଇ କଥା ହେବା ଦିଲ୍ଳୀସ୍ଥିତ ଭାରତୀୟ ବାୟୁସେନା ମୁଖ୍ୟାଳୟ‌ରେ ନିଯୁକ୍ତି ପାଇଥିବା ୱିଙ୍ଗ୍‌ କମାଣ୍ଡର୍‌ଙ୍କୁ ମହଙ୍ଗା ପଡ଼ିଛି। ଜବଲପୁରରେ ଥିବା ମଧ୍ୟପ୍ରଦେଶ ମେଡିକାଲ୍‌ ସାଇନ୍ସ ୟୁନିଭରସିଟି(ଏମ୍‌ପିଏଏସ୍‌ୟୁ)ରେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁରେ ବି ଦେଖାଗଲା ‘କଶ୍ମୀରକୁ ସ୍ୱାଧୀନ କର’ ପ୍ଲାକାର୍ଡ, କିନ୍ତୁ ଏକ ଭିନ୍ନ ଅର୍ଥରେ

ଜମ୍ମୁ : ଦେଶରେ କେତେକ ଛାତ୍ରଛାତ୍ରୀ ଆନ୍ଦୋଳନ କରିବାବେଳେ ସବୁବେଳେ ଆଜାଦୀ ସ୍ଲୋଗାନ ଦେଉଛନ୍ତି । ଏପରିକି ମୁମ୍ବାଇରେ ଏକ ବିକ୍ଷୋଭ ବେଳେ ଜଣେ ଯୁବତୀ ଫ୍ରି କଶ୍ମୀର (କାଶ୍ମୀରକୁ ମୁକ୍ତ କର) ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା । କିନ୍ତୁ ଆଜି ଜମ୍ମୁରେ ମଧ୍ୟ ଏକ ‘ଫ୍ରି…
ଅଧିକ ଖବର ଦେଖନ୍ତୁ...