Daily Archives

January 11, 2020

‘ମହାଦେବ, ଦୟାକରି ମୋ ଶରୀରକୁ କୁଆଡ଼େ ବି ପଠାଇବେ ନାହିଁ’ ବୋଲି ‌ଦେହରେ ଲେଖି ଆତ୍ମହତ୍ୟା କଲେ ଯୁବକ

ବାରଣାସୀ: କେରଳରୁ ବାରଣାସୀକୁ ବୁଲିବା ପାଇଁ ଆସିଥିବା ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ନିଜ ଶରୀରରେ ‌ଯାହା ଲେଖିଥିଲେ, ତାହା ସମସ୍ତଙ୍କୁ ‌ଆଶ୍ଚର୍ଯ୍ୟ କରିଛି। ମହାଦେବ, ଦୟାକରି ମୋ…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ପେଟର ଚର୍ବି ହଟାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସହଜ ଉପାୟ…

ନିଜ ବିବାହ ଦିନ ସମସ୍ତେ ଭଲ ଦେଖା ଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଦାମିକା ମେକ୍‌ଅପ୍‌ ସହ ହଜାର ହଜାର ଟଙ୍କାର ପୋଷାକ ମଧ୍ୟ ପରିଧାନ କରିଥାନ୍ତି । କିନ୍ତୁ ସବୁ ଝିଅମାନେ ନିଜ ବିବାହ ପୂର୍ବରୁ ପେଟର ଚର୍ବିକୁ ନେଇ ଚିନ୍ତିତ ରହିଥାନ୍ତି । ବିବାହକୁ କମ ସମୟ ଥିବା ବେଳେ ସେମାନେ ନିଜ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଗର୍ଜିଲେ କେନ୍ଦ୍ରମନ୍ତ୍ରୀ, କହିଲେ- ସମ୍ମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ ସିଏଏ ଅଣା ଯାଇଛି

ସମ୍ବଲପୁର: ସିଏଏ (ନାଗରିକତା ସଂଶୋଧନ ଆଇନ୍‌) ସମର୍ଥନରେ ଜନ ସଚେତନତା ସୃଷ୍ଟି ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ସମ୍ବଲପୁରରେ ବିଶାଳ ଜନସଭାର ଆୟୋଜନ କରାଯାଇଛି। ଏଥିରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଗୋ’ସଂପଦ ମନ୍ତ୍ରୀ ଗିରିରାଜ ସିଂହ କହିଲେ, ଆମ ପଡ଼ୋଶୀ ଦେଶରେ ୭୦ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

‘ଜର୍ସି’ର ସୁଟିଂ ସେଟରେ ଗୁରୁତର ଭାବେ ଆହତ ହେଲେ ଶାହିଦ୍, ମୁହଁରେ ବଲ୍ ବାଜିବାରୁ ପଡ଼ିଲା ୧୩ଟି ଷ୍ଟିଚ୍

ମୁମ୍ବାଇ: ଫିଲ୍ମ 'କବୀର ସିଂହ'ର ସଫଳତା ପରେ ଏବେ ନିଜର ଆଗାମୀ ଫିଲ୍ମ 'ଜର୍ସି'ର ସୁଟିଂରେ ବ୍ୟସ୍ତ ଅଛନ୍ତି ବଲିଉଡ୍ ଅଭିନେତା ଶାହିଦ୍ କପୁର। ଫିଲ୍ମକୁ ସଫଳ କରିବା ପାଇଁ ଶାହିଦ୍ ସବୁ ପ୍ରକାରର ଚେଷ୍ଟା ଚଳାଇଥିବା ବେଳେ ଏବେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିବା ଜଣା ପଡ଼ିଛି। ସୁଟିଂ ସମୟରେ…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ରାଜ୍ୟରେ ନାସା ଭଳି ତିଆରି ହୋଇଛି ଅସ୍ତ୍ରୋପଚାର କକ୍ଷ, ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର…

ରାୟପୁର: ଛତିଶଗଡ଼ରେ ଥିବା ଏକ ଡାକ୍ତରଖାନାର ଅସ୍ତ୍ରୋପଚାର କକ୍ଷକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଏକ ଡାକ୍ତରଖାନାର ଅସ୍ତ୍ରୋପଚାର କକ୍ଷକୁ ନାସା ଭଳି ସଜାଯିବା ସହ ଏଠାରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଆଘାତରେ ଜଣେ ମୃତ

ନନ୍ଦପୁର (କୋରାପୁଟ): ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଲକ୍ଷ୍ମଣ ଖରା (୩୦। ମିଳିଥିବା ସୂଚନା ଅନୁସାରେ, ସୁନାବେଡା ଥାନା କୁମ୍ଭାରଗୁଡା ଗ୍ରାମର ଲକ୍ଷ୍ମଣ ଖରା ଓ ଆଉ କିଛି ଶ୍ରମିକ ମିଶି ଲମତାପୁଟ…
ଅଧିକ ଖବର ଦେଖନ୍ତୁ...

ଶିଖ୍ ମହିଳାଙ୍କ କାମକୁ ନେଇ ପ୍ରଶଂସା: କୋମାରେ ପଡ଼ିଥିବା ଭଉଣୀକୁ ଦେଖିବାକୁ ନ ଆସି ଅଷ୍ଟ୍ରେଲିଆରେ ବାସହରା ଲୋକଙ୍କୁ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଶିଖ୍ ମହିଳା। ବାସହରା ହୋଇ ପଡ଼ିଥିବା ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ସେମାନଙ୍କୁ ମହିଳାଜଣଙ୍କ ଯେଉଁ ସାହାଯ୍ୟ କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଙ୍କ ନାଁ ଶୁଖବିନ୍ଦର କୌର ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ଭଉଣୀ କୋମାକୁ…
ଅଧିକ ଖବର ଦେଖନ୍ତୁ...

କୁଶାଲଙ୍କ ପଡ଼ୋଶୀ ଅଭିନେତା ଆଶିଷ ରଏଙ୍କ ଖୁଲାସା: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କେବେ ଝଗଡ଼ା ହେଉ ନଥିଲା ସତ,…

ମୁମ୍ବାଇ: ଡିସେମ୍ବର ୨୭ରେ ନିଜ ଘରେ ଆତ୍ମହତ୍ୟା କରିଥିଲେ ଅଭିନେତା କୁଶାଲ ପଞ୍ଜାବୀ। ତାଙ୍କର ହଠାତ୍ ଏଭଳି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ ସେ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏ ସବୁ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଅଭିଯୋଗ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୁଲିସ, ଅପହରଣ କରି ଗଣଦୁଷ୍କର୍ମ ପରେ ମାରି ଗଛରେ ଝୁଲାଇ ଦେଲେ…

ମୋଡାସା(ଗୁଜୁରାଟ): ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ପ୍ରଥମେ ଅପହରଣ କରି ପରେ ଗଣଦୁଷ୍କର୍ମ କରିବା ଓ ହତ୍ୟା କରି ଗଛରେ ଝୁଲାଇ ଦେବା ଘଟଣା ଏବେ ଗୁଜୁରାଟର ମୋଡାସା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସବୁଠାରୁ ବଡ଼ କଥା ହେଲା ଝିଅକୁ ଅପହରଣ କରାଯିବା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଇରାନର ଚାବାହାର ବନ୍ଦର ଉପରେ କଟକଣା ନ ଲଗାଇବାକୁ ଆମେରିକାକୁ ଭାରତର ଅନୁରୋଧ

ନୂଆଦିଲ୍ଲୀ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଉତ୍ତେଜନା କିଛିଟା ହ୍ରାସ ପାଇଥିଲେ ମଧ୍ୟ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଆଉ କେତେକ କଟକଣା ଲଗାଇଛି । ଏହି କଟକଣା ଫଳରେ ଇରାନ ସହିତ ବାଣିଜ୍ୟ କାରବାର ଓ ଟେକନଲୋଜୀ ହସ୍ତାନ୍ତର ଅଧିକ କଷ୍ଟକର ହୋଇଯିବ । ଏହାକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି । କାରଣ…
ଅଧିକ ଖବର ଦେଖନ୍ତୁ...