Daily Archives

January 11, 2020

ଚଳନ୍ତା କାରରୁ ଖସି ପଡ଼ିଲା ଶିଶୁ, ଆଇପିଏସ୍‌ ଅଫିସର ସେୟାର କଲେ ଲୋମଟାଙ୍କୁରା ଘଟଣାର ଭିଡିଓ

ନୂଆଦିଲ୍ଲୀ: ଟୁଇଟରରେ ସେୟାର ହୋଇଥିବା ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସୋସିଆଲ ମିଡିଆର ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ସ୍ତବ୍ଧ ହୋଇଯିବେ। ଏବଂ ଯାତ୍ରା ସମୟରେ ଗାଡ଼ିର ଚାଇଲ୍ଡ ଲକ୍‌ ଓ ବେଲଟ୍‌ କେତେ ଆବଶ୍ୟକ ତାହା ଚିନ୍ତା କରିବାକୁ ବାଧ୍ୟ ହେବେ। ସୋସିଆଲ ମିଡିଆରେ ନିକଟରେ ଏକ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ହେମନ୍ତ ସୋରେନ, ଝାଡ଼ଖଣ୍ଡର ସ୍ବତନ୍ତ୍ର ଯତ୍ନ…

ନୂଆଦିଲ୍ଳୀ: ନିଜ ରାଜ୍ୟରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ‌ସୋରେନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଳୀଠାରେ ଭେଟିଛନ୍ତି। ମୋଦୀଙ୍କୁ ଭେଟିବା ପରେ ସୋରେନ୍‌ ଗଣମାଧ୍ୟମରେ ନିଜର ମତ ଦେଇ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର : ଔଷଧ କାରଖାନାରେ ବିସ୍ଫୋରଣ, ୮ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ୧୦୦ କିଲୋମିଟର ଦୂର ପାଲଘରଠାରେ ଆଜି ସଂଧ୍ୟାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଏକ ଔଷଧ କାରଖାନାରେ ବିସ୍ଫୋରଣ ହେବାରୁ ଅତି କମରେ ୮ ଜଣ ମୃତ୍ୟୁବରଣ କରିବା ସହ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି । ଏହି ଔଷଧ କାରଖାନାଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ। ସୋମ, ମଙ୍ଗଳ ଓ ବୁଧବାର: ବିବାହିତଙ୍କ ଲାଗି ସମୟ ଭଲ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶନିବାର: ବେପାରରେ ଉନ୍ନତି ହେବ। ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସହିତ ଭେଟ ହେବ। ଗୁରୁ ଓ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା: ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ତୁମୁଡିବନ୍ଧ: କନ୍ଧମାଳରେ ପୁଣି ଦେଖା ଦେଇଛି ଜନନୀ ଯନ୍ତ୍ରଣାର ବେଦନା। ଗାଁକୁ ଆମ୍ବୁଲାନ୍‌ସ ପହଂଚି ନ ପାରିବାରୁ କୁଟିଆ ସଂପ୍ରଦାୟର ଜଣେ ଗର୍ଭବତୀ ମହିଳାଙ୍କୁ ଗାଁ ଲୋକେ ୩ କିଲୋମିଟର ଖଟିଆରେ ବୋହିଛନ୍ତି। ଆମ୍ବୁଲାନ୍‌ସ ଅଭାବ କାରଣରୁ ଏଭଳି ଏକ କରୁଣ ଚିତ୍ର ଆସିଛି ତୁମୁଡିବନ୍ଧ ବ୍ଲକ ଗୁମା…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ନିର୍ମାଣ କରୁଛି ସ୍ମାର୍ଟ ବମ୍‌, ଲଢୁଆ ଯୁଦ୍ଧଯାନ

ନାଗପୁର : ସୁରକ୍ଷା କ୍ଷେତ୍ରରେ ଭାରତ ପ୍ରତି ଉଭୟ ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଛି । ଏହି କାରଣରୁ ଭାରତ ଭବିଷ୍ୟତର ଆହ୍ଵାନର ମୁକାବିଲା କରିବା ପାଇଁ ଦ୍ରୁତ ଗତିରେ ନିଜର ସାମରିକ ବାହିନୀର ଆଧୁନୀକିକରଣ କରୁଛି । ଭାରତ ଋଷିଆଠାରୁ ଏସ-୪୦୦, ଯୁଦ୍ଧପୋତ, ଟ୍ୟାଙ୍କ ଆଦି ଖରିଦ କରୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

୧୦୦ଟଙ୍କା ବଦଳରେ ବାହାରିଲା ୫୦୦ଟଙ୍କା, ଖୁସି ହୋଇ ଏଟିଏମ୍‌ ସାମ୍ନାରେ ଲାଗିଲା ଲୋକଙ୍କ ଭିଡ଼

ମୁମ୍ବାଇ:କର୍ଣ୍ଣାଟକରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍‌ରୁ ୧୦୦ଟଙ୍କା ବଦଳରେ ୫୦୦ଟଙ୍କା ବାହାରିବା ଦେଖି ଲୋକମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଅନେକ ଲୋକ ଏଟିଏମ୍‌ ସମ୍ମୁଖରେ ଭିଡ଼ ଜମାଇବା ସହିତ ଏଟିଏମ୍‌ରୁ ୧.୭୦ଲକ୍ଷ ଟଙ୍କା ବାହାର କରି ନେଇଥିଲେ। ତେବେ ଏଭଳି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହେଲେ ମମତା

କୋଲକାତା:କୋଲକାତା ପୋର୍ଟ ଟ୍ରଷ୍ଟ୍‌ର ୧୫୦ତମ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେବାକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ୍‌ କରିବାର ମାତ୍ର କେତେ ସମୟ ମଧ୍ୟରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି ମମତା।…
ଅଧିକ ଖବର ଦେଖନ୍ତୁ...

ଆବାସିକ ଛାତ୍ରୀ ନିବାସରୁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିଖୋଜ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେନିଗଡ଼ ଆବାସିକ ଛାତ୍ରୀ ନିବାସରୁ ଶୁକ୍ରବାର ରାତିରେ ଜଣେ ନବମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଯାଇଥିବା ଘଟଣା ଏବେ ପଦାକୁ ଆସିଛି। ଏହି ଘଟଣା ପରେ ଉକ୍ତ ଆବାସିକ ଛାତ୍ରୀ ନିବାସର ଅଧୀକ୍ଷକ ତଥା ଆଡ଼େନିଗଡ଼ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଇରାନ-ଆମେରିକା ଉତ୍ତେଜନା ହ୍ରାସ ଦିଗରେ ଭାରତର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ବଢିଯାଇଥିବା ଉତ୍ତେଜନା ଧୀରେ ଧୀରେ ଥଣ୍ଡା ପଡ଼ିବାରେ ଲାଗିଛି । ତେବେ କିପରି ପରିସ୍ଥିତି ସ୍ୱାଭାବିକ ହେଲା ? ଏ ସଂପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ଯୁଦ୍ଧ ଏଡେଇବାକୁ ଭାରତ, ଚୀନ, ଓମାନ, ଆଫଗାନିସ୍ତାନ ଆଦି ଇରାନର ମିତ୍ର…
ଅଧିକ ଖବର ଦେଖନ୍ତୁ...