Daily Archives

January 12, 2020

ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ, ପୁଲିସ ଅଧିକାରୀଙ୍କ ଭୂମିକାରେ ଆସିଲେ ନଜର

ଭୁବନେଶ୍ବର: କିଛି ଦିନ ତଳେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ଛପାକରେ ନଜର ଆସିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ରହୁଥିବା ଚିତ୍ତରଞ୍ଜନ ତ୍ରିପାଠୀ। ଏହି ଫିଲ୍ମରେ ‌ସେ ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ମୁଖ୍ୟ ନାୟିକା ଭାବେ ନଜର ଆସିଥିବା ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ଚା’ ପ୍ରେମୀମାନେ ସାବଧାନ! ସତର୍କ ନ ହେଲେ ହୋଇପାରେ ଅନେକ ଅସୁବିଧା

ଚା’ ହେଉଛି ଏମିତି ଏକ ଜିନିଷ ଯାହାର ସାହାଯ୍ୟରେ ଅନେକଙ୍କ ଘରେ ସକାଳ ଆରମ୍ବ ହୁଏ । ଏମିତି କିଛି ଘର ଅଛି ଯେଉଁଠି ବିନା ଚା’ ରେ ଜଳଖିଆ ହୋଇଥାଏ ନଥାଏ। ଆପଣ ଦେଖିଥିବେ କିଛି ଲୋକ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ଅନେକ ଲୋକ ବେଡ୍ ଟି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ପଇଡ଼ ପାଣି ପିଇଲେ ଶରୀରକୁ କେଉଁ ୬ଟି ଫାଇଦା ମିଳିଥାଏ?

ବଜାରରେ ଯେତେ ବି ପାନୀୟ ରହିଛି ସବୁଠାରୁ ଶରୀର ପାଇଁ ଲାଭଦାୟକ ହେଉଛି ପଇଡ଼ ପାଣି । ପଇଡ଼ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ, ଭିଟାମିନ୍‌-ସି, ଏନ୍‌ଜାଇମ୍‌, ବି-କମ୍ଲେକ୍ସ ସହିତ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । କେବଳ ଖରାଦିନେ ନୁହେଁ, ଯେ କୌଣସି ଋତୁରେ ଆପଣ ଏହାକୁ ପିଇ ପାରିବେ। ଏବେ ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ଟୁଇଟରରେ ନିଜର ନାଁ ବଦଳାଇଲେ ଅଭିନେତ୍ରୀ ଦୀପିକା ପାଦୁକୋନ

ମୁମ୍ବାଇ: ଫିଲ୍ମ 'ଛପାକ୍' ରିଲିଜ୍ ହେବା ପରେ ଟୁଇଟରରେ ନିଜର ନାଁ ବଦଳାଇ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ଫିଲ୍ମରେ ତାଙ୍କର ଚରିତ୍ରର ନାଁ ମାଲତୀ ଥିବା ବେଳେ ସେ ନିଜ ଟୁଇଟର ଆକାଉଣ୍ଟରେ ମଧ୍ୟ ନିଜ ନାଁ ମାଲତୀ ରଖିଥିବା ଦେଖାଯାଇଛି। ନାଁ ସହ ପ୍ରୋଫାଇଲ ଫଟୋରେ ଫିଲ୍ମର…
ଅଧିକ ଖବର ଦେଖନ୍ତୁ...

ସେଓ ଖାଇବାର ତୁରନ୍ତ ପରେ ଖାଆନ୍ତୁ ନାହିଁ ଏହି ଜିନିଷ

ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଯାଉଥିବା ଦୁଇ ସ‌ାଇକେଲ ଆରୋହୀଙ୍କ ଉପରେ କାର୍ ଚଢ଼ାଇଦେଲେ ଚାଳକ, ଭାଇରାଲ ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ

ଯମୁନାନଗର: ହରିୟାଣାର ଯମୁନାନଗରରେ ଜଣେ କାର୍ ଚାଳକ ଏକା ସାଙ୍ଗରେ ୫ଜଣଙ୍କୁ ଆହତ କରିଥିବା ଜଣା ପଡ଼ିଛି। ଦ୍ରୁତଗତିରେ କାର୍ ଚଳାଇବା ସହ ଚାଳକଜଣଙ୍କ ପ୍ରଥମେ ଦୁଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା। କିଛି ବା‌ଟ ଯାଇ ଏକ ବାଇକକୁ…
ଅଧିକ ଖବର ଦେଖନ୍ତୁ...

ଆମେରିକା ସେନା ଶିବିର ଉପରେ ୪ଟି ରକେଟ ମାଡ଼ କଲା ଇରାନ

ବାଗଦାଦ୍‌: ଇରାକସ୍ଥିତ ଆମେରିକା ସେନା ଶିବିର ଉପରେ ଇରାନ ଆଜି ୪ଟି ରକେଟ୍‌ ମାଡ଼ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଅଲ-ବାଲାଦସ୍ଥିତ ଆମେରିକା ସେନା ଶିବିର ଉପରକୁ ରକେଟ୍‌ ମାଡ଼ ହୋଇଥିବା କୁହାଯାଇଛି। ଏହି ଘଟଣାରେ ୪ ଜଣ ଆହତ ହୋଇଛନ୍ତି। Four rockets hit…
ଅଧିକ ଖବର ଦେଖନ୍ତୁ...

ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ରାସ୍ତାରେ ନବଜାତକୁ ଜନ୍ମ ଦେଲେ ମହିଳା

କ୍ରିଷ୍ଣା(ଆନ୍ଧ୍ରପ୍ରଦେଶ): ରାଜକୋଟ ଓ କୋଟାରେ ଏକାଧିକ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ରର ସରକାରୀ ଡାକ୍ତରଖାନାରୁ ଏକ ସେଭଳି ଘଟଣା ସାମ୍ନାକୁ ଆସିଛି। ସରକାରୀ ଡାକ୍ତରଖାନାରେ ଡାକ୍ତର ନଥିବାରୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ଗଜପତି ମହାରାଜଙ୍କ ପୂଷ୍ୟାଭିଷେକ: ପଇତା, ଶ୍ରୀଫଳ ଭେଟି ଦେଲେ ୧୬ ଶାସନ ଶୋତ୍ରୀୟ ବ୍ରାହ୍ମଣ

ପୁରୀ: ଗଜପତି ମହରାଜ ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ବଡ଼ଦାଣ୍ଡସ୍ଥିତ ରାଜନଅରରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଜନଅର ଉତ୍ସବମୁଖର ହୋଇ ଉଠିଥିଲା। ୧୬ ଶାସନର ଶୋତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜଙ୍କୁ ସୁତା, ଅଷ୍ଟଧାତୁ ପଇତା, ନଡିଆ ଆଦି ଭେଟି ଦେବା ସହ…
ଅଧିକ ଖବର ଦେଖନ୍ତୁ...

ଦିନକୁ ୩ଟି ସାବୁନ ‌ଶେଷ କରିବା ସହ ୧୦ଘଣ୍ଟା ପର୍ଯ୍ୟନ୍ତ ଗାଧୋଉଥିଲେ ଯୁବକ, ୭ମାସ ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଶରୀରକୁ ସଫା ଓ ସଂକ୍ରମଣରୁ ରକ୍ଷା କରିବା ପାଇଁ ଲୋକେ ପ୍ରତିଦିନ ଗାଧୋଇଥାନ୍ତି। ଦିନକୁ ଅତି ବେଶିରେ ଲୋକେ ୨୦ମିନିଟ୍ ବା ୩୦ମିନିଟ୍ ପର୍ଯ୍ୟନ୍ତ ଗାଧୋଉଥିବା ବେଳେ ବେଙ୍ଗାଲୁରୁର ଜଣେ ଯୁବକ ଦିନକୁ ୧୦ଘଣ୍ଟା ଗାଧୋଉଥିବା ଖବର ସାମ୍ନାକୁ ଆସିଛି। ଯୁବକଜଣଙ୍କ ୭ମାସ ଧରି ଦିନକୁ…
ଅଧିକ ଖବର ଦେଖନ୍ତୁ...