Daily Archives

January 13, 2020

ଜେଏନୟୁ ଫି ବିବାଦର ସମାଧାନ ହୋଇସାରିଛି; ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନାବଶ୍ୟକ : ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଫି ବୃଦ୍ଧି ମାମଲାର ସମାଧାନ ହୋଇସାରିଛି । ଛାତ୍ର ପ୍ରତିନିଧି ଓ ଶିକ୍ଷକ ସଂଘର ପ୍ରତିନିଧି ସହିତ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ପରେ ସମସ୍ୟାର ସମାଧାନ କରାଯାଇ ସାରିଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେବ ଶକ୍ତିଶାଳୀ ଚିନୁକ ଓ ଆପାଚେ ହେଲିକାପ୍ଟର

ନୂଆଦିଲ୍ଲୀ : ଆସନ୍ତା ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସରେ ଆମେରିକା ନିର୍ମିତ ଲଢୁଆ ହେଲିକାପ୍ଟର ଚିନୁକ ଓ ଆପାଚେର ପ୍ରଦର୍ଶନ କରାଯିବ । ଗତବର୍ଷ ଏହି ଦୁଇଟି ହେଲିକାପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ପ୍ରଥମ ଥର ପାଇଁ ଭାରତୀୟ ଜନତା ଏହି ଦୁଇ ବିଶ୍ୱ ବିଖ୍ୟାତ ଲଢୁଆ…
ଅଧିକ ଖବର ଦେଖନ୍ତୁ...

ବ୍ରୋକ୍‌ଲି ଖାଇ ଶରୀରରୁ ଦୂର କରନ୍ତୁ ଏହି ୫ଟି ରୋଗ

ଭାରତରେ ବ୍ରୋକ୍‌ଲିକୁ ଖୁବ୍‌ କମ ଲୋକ ଖାଉଥିବା ବେଳେ ଦେଶ ବାହାରେ ଏହାକୁ ଲୋକେ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଏଥିରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବା ପରେ ଆପଣ ଏହାକୁ ସବୁ ବେଳେ ଖାଇବା ଆରମ୍ଭ କରିବେ । କିଛି ଲୋକ ଏହାକୁ ତରକାରୀ କରି ଖାଇଥାନ୍ତି । କିନ୍ତୁ ଏହାକୁ…
ଅଧିକ ଖବର ଦେଖନ୍ତୁ...

ନକଲି ‌‌ଫୋନକୁ ପ୍ୟାକେଟ୍ ଭିତରେ ଭର୍ତ୍ତି କରି ଗ୍ରାହକଙ୍କୁ ଦେଉଥିଲା ଡେଲିଭରି ବଏ, ସାମ୍ନାକୁ ଆସିଲା ଘଟଣା

ଭୋପାଳ:  ମଧ୍ୟପ୍ରଦେଶର ଏକ କୋରିଓର କମ୍ପାନିରେ କାମ କରୁଥିବା ଡେଲିଭରି ବଏର ଅସଲ ଚେହେରା ସାମ୍ନାକୁ ଆସିଛି। ବିଭିନ୍ନ ସପିଂ ସାଇଟରୁ ଆସୁଥିବା ଅସଲି ଫୋନକୁ ନକଲି ଫୋନ ସହ ବଦଳାଇ କିଭଳି ଯୁବକଜଣଙ୍କ ଗ୍ରାହକଙ୍କୁ ଦେଉଛନ୍ତି, ତାହା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ନକଲି ଫୋନ ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଛପାକ’ ପ‌ରେ ଦୀପିକାଙ୍କ ବିଜ୍ଞାପନକୁ ବର୍ଜନ କରିବା ଅଭିଯାନ ଜୋର ଧରିଲା, ଟୁଇଟରରେ ଟ୍ରେଣ୍ଡ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଛପାକ' ରିଲିଜ୍ ଦିନଠାରୁ ହିଁ ବିବାଦରେ ରହିଛି। ଦୀପିକାଙ୍କ ଜେଏନୟୁ ଯିବା ଘଟଣାର ପ୍ରଭାବ ତାଙ୍କ ଫିଲ୍ମର ଆୟ ଉପରେ ପଡ଼ିଥିବା ବେଳେ ଏବେ ତାଙ୍କ ବିଜ୍ଞାପନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ଦେଖାଯାଇଛି। ଫିଲ୍ମକୁ ବର୍ଜନ କରିବା…
ଅଧିକ ଖବର ଦେଖନ୍ତୁ...

ନିଶାଗ୍ରସ୍ତ ହୋଇ ଶୋଇ ପଡ଼ି‌ବା ଉବର ଚାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଲେ ମହିଳା, ପୁଲିସର ପଚରାଉଚରା ପରେ…

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ପାର୍ଟି କରି ଉବର ଯୋଗେ ଘରକୁ ଫେରୁଥିଲେ ମହିଳା। ଏହି ସମୟରେ ଅଧିକ ନିଶା ହୋଇଯିବାରୁ ମହିଳାଜଣଙ୍କ ଗାଡ଼ି ଭିତରେ ଶୋଇ ପଡ଼ିଥିଲେ। ମହିଳାଙ୍କୁ ଶୋଇଯିବା ଦେଖି ଦୁଷ୍କର୍ମ ଭଳି ଅପରାଧ କରିଥିଲା ଚାଳକ। ରବିବାର ପୀଡ଼ିତା ଏଭଳି ଅଭିଯୋଗ ଆଣିବା ସହ ପୁଲିସରେ ଏତଲା…
ଅଧିକ ଖବର ଦେଖନ୍ତୁ...

ନାଗରିକତା ଆଇନକୁ ନେଇ ସୁନ୍ଦରଗଡ଼ରେ ଦୁଇଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର : ନାଗରିକତା (ସଂଶୋଧନ)ଆଇନକୁ ନେଇ ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ରିଜେନ୍ତ ମାର୍କେଟ ଅଞ୍ଚଳରେ ଏହି ଆଇନର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଆଇନକୁ ବିରୋଧ କରୁଥିବା ଗୋଟିଏ ଗୋଷ୍ଠୀ ପଥର ମାଡ଼ କରିବାରୁ ଗଣ୍ଡଗୋଳର…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରେ ପରିଶ୍ରା କରିବାକୁ ରୋକିବ‌ା ପାଇଁ ବେଙ୍ଗାଲୁରୁ ମହାନଗରପାଳିକାର ଭିନ୍ନ ପ୍ରୟାସ: ଲଗାଇଲେ ବଡ଼ ବଡ଼ ଦର୍ପଣ

ବେଙ୍ଗାଲୁରୁ: ଶୌଚ ହେବା ପାଇଁ ରାସ୍ତାରେ ମଝିରେ ମଝିରେ ଶୌଚାଳୟ ତିଆରି କରାଯାଇଥିଲେ ମଧ୍ୟ ଲୋକ ରାସ୍ତା କଡ଼ରେ ପରିଶ୍ରା କରୁଥିବାର ଦେଖାଯାଇଥାଏ। ଭାରତରେ ଏହି ଦୃଶ୍ୟ ଅତି ସାଧାରଣ। କୌଣସି ସ୍ଥାନକୁ ଯାଉଥିଲେ ଲୋକ‌େ ବାଟରେ ଗାଡ଼ି ରଖି ପରିଶ୍ରା କରିଥାନ୍ତି, ଯାହାର ଖରାପ ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

‘ଛପାକ’ର ପ୍ରଭାବ: ଏସିଡ୍ ପୀଡ଼ିତାଙ୍କୁ ପେନସନ୍ ଦେବେ ଉତ୍ତରାଖଣ୍ଡ ସରକାର

ଡେରାଡୁନ: ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଛପାକ୍' ଦେଖି ବେଶ୍ ପ୍ରଭାବିତ ହୋଇଛନ୍ତି ଉତ୍ତରାଖଣ୍ଡ ସରକାର। ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟା ଖୁବ୍ ଶୀଘ୍ର ରାଜ୍ୟରେ ଏସିଡ୍ ପୀଡ଼ିତାଙ୍କୁ ପେନସନ୍ ଯୋଗାଇ ଦିଆଯିବ…
ଅଧିକ ଖବର ଦେଖନ୍ତୁ...

ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର : ଆସନ୍ତା ବୁଧବାରଦିନ ପାଳନ କରାଯାଉଥିବା ମକର ସଂକ୍ରାନ୍ତି ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାରଙ୍କ ତରଫରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ପାଇଁ ଅନୁମତି…
ଅଧିକ ଖବର ଦେଖନ୍ତୁ...